ଜଳ ଓ ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ନାବାଳକ କେ ରାମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଙ୍ଗଲ ଏବଂ ଜଳ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜଣେ ୧୭ ବର୍ଷ ନାବାଳକ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ଦେଶର ସମସ୍ତ ରାଜ୍ୟକୁ ସାଇକେଲରେ ଯାତ୍ରା...
ଭାରତୀୟ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ରର ଗତ ତିନି ଦଶନ୍ଧିର ବ୍ୟାପକ ସଂସ୍କାର ଉପରେ ଇଂରାଜୀ ପୁସ୍ତକ
ନୀଳାମ୍ବର ରଥ
ରିଜର୍ଭ ବ୍ୟାଙ୍କ୍ର ପୂର୍ବତନ ବରିଷ୍ଠ ଅଧିକାରୀ ଦାଶରଥି ମିଶ୍ରଙ୍କ ପୁସ୍ତକ ‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ - ଏକ ସଂକ୍ଷିପ୍ତ...
ସୁସ୍ଥ ରହିବା ପାଇଁ କ’ଣ ରହିଛି ଅଣ୍ଡାର ଫଣ୍ଡା
କପିଳାସ ଭୂୟାଁ
ଆଜି ବିଶ୍ଵ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ୮ ତାରିଖ ଦିନ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ।
ସମ୍ପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ, ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ...
ବିଏମସିର ନୂଆ ଗାଇଡଲାଇନ୍: ରାଜଧାନୀ ରାସ୍ତା କଡ଼ରୁ ହଟିବ ଖାଦ୍ୟ ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼, ଫୁଟ୍ପାଥ ଏବଂ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ନୂଆ ଗାଇଡଲାଇନ୍। ଗ୍ରାହକଙ୍କ ଗାଡ଼ି ରଖିବା...
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ। ୨୦୨୦ ମସିହା ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି ତେଜସ୍ୱିନୀ ବେହେରା। ଶୁକ୍ରବାର ଦିନ ପ୍ରକାଶିତ ଫଳାଫଳରେ ବାଜି ମାରିଛନ୍ତି ଝିଅ। ଟପ୍...
ଧାମନଗର ବିଧାନସଭା ଉପନିର୍ବାଚନ: ବିଜୟ ପାଇଁ ଅଙ୍କ କଷୁଛନ୍ତି ତିନି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ହୋଇଛି ଧାମନଗର ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଜୟ ରଣନୀତି। କିଏ ଜିତିବ ଆଉ...
ହାତୀ ଆକ୍ରମଣରେ ଜାମଦାପାଳ ଗ୍ରାମର ଯୁବକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜାମଦାପାଳ ଗ୍ରାମରେ। ମୃତକ ହେଲେ ରଥ...
ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ: ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...
ବିକାଶମୂଳକ ସାମ୍ବାଦିକତା: ଏକ ତୁଳନାତ୍ମକ ଅଧ୍ୟୟନ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୩)
ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...
ରାଜଧାନୀ ପୂଜାମଣ୍ଡପ: ରସୁଲଗଡ଼ରେ ଝଟକୁଛି ଅକ୍ଷରଧାମ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xFRIrlCCi1Y]
କୋଭିଡ ମହାମାରୀର ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାପୂଜା। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ। ଭୁବନେଶ୍ଵରରେ...





















