Independence Day

ବିଶାଖାପାଟଣାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ମହାମାରୀ ଯୋଗୁଁ ୨ ବର୍ଷ ଧରି ପ୍ରବାସୀ ଓଡ଼ିଆଙ୍କ ସମସ୍ତ ପର୍ବ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା। କଟକଣା ଉଠିବା ପରେ ସବୁ ପର୍ବକୁ...

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି)। ଦଳର ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ପ୍ରଦାନ କରାଯାଇଛି। କିଛି...

ରାଷ୍ଟ୍ରପତିଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଘନଉଛି ରାଜନୀତି: କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟକୁ ନେଇ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ-ବିଜେପି ମଧ୍ୟରେ ବିବାଦ ବଢ଼ିଛି। କିଛି ଦିନ ତଳେ ରାଷ୍ଟ୍ରପତି ଗୁଜୁରାଟ ଗସ୍ତରେ ଯାଇଥିଲେ। ଏହି ସମୟରେ ଏକ କାର୍ଯ୍ୟକ୍ରମରେ...

ଭିଜୁଛି ଓଡ଼ିଶା, ଆହୁରି ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ସମେତ କୋରାପୁଟ, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗି...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଏବଂ ଚାରା ରୋପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ରବିବାର ଦିନ ଫୁଲନଖରାସ୍ଥିତ ବମ୍ଫକୁଦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ...

ଆଜି ମହାମାୟାଙ୍କ ମହାନବମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାମାୟା ମା' ଦୁର୍ଗାଙ୍କ ମହାନବମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ପୂଜା ମଣ୍ଡପ। ସୁନା, ଚାନ୍ଦି ଆଦି ଆଭୂଷଣରେ ଝଟକୁଛନ୍ତି ମା' ଜଗଦମ୍ବା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର,...

ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାମାୟା ମା’ ଦୁର୍ଗାଙ୍କର ମହାଷ୍ଟାମୀ ପୂଜା। ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। କୋଭିଡ ମହାମାରୀର ଦୁଇ ବର୍ଷ ପରେ ଧୁମଧାମରେ ପାଳନ କରାଯାଉଛି ଦୁର୍ଗାପୂଜା। ରାଜଧାନୀ ଭୁବନେଶ୍ଵରରେ ମହାମାୟାଙ୍କ...

ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି। ରବିବାର ଦିନ ଏହି ଆହତ ଦନ୍ତାହାତୀଟିକୁ ଓୟୁଏଟିର ଡାକ୍ତର ଦଳ ଟ୍ରାଙ୍କୁଲାଇଜର ଦ୍ୱାରା ନିସ୍ତେଜ...

ଭାରତୀୟ ବାୟୁ ସେନାରେ ସାମିଲ ହେଲା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କୋମାଟ ହେଲିକପ୍ଟର(ଏଲସିଏଚ)। ପ୍ରଥମ ଥର ପାଇଁ ବାୟୁସେନାରେ ସାମିଲ ହୋଇଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ...

ନଭେମ୍ବର ୩ରେ ଧାନମନଗର ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନଭେମ୍ବର ମାସ ୩ ତାରିଖରେ ହେବ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚ ଲାଗି...