Independence Day

“ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍‌ଘାତକୁ ଏଡ଼ାଇ ହେବ”

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳୁ ଥିବା ସମୟ ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ଫଳରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଉଛି। ବିଶେଷ କରି ଏବେ ହୃଦରୋଗ ବଡ଼ ସମସ୍ୟା ହୋଇ...

ଆଉ ୩ ମାସ ମିଳିବ ମାଗଣା ଚାଉଳ, ଉପକୃତ ହେବେ ରାଜ୍ୟର ୯ ଲକ୍ଷ ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଆଉ ୩ ମାସ ମିଳିବ ୫ କେଜି ଅତିରିକ୍ତ ଚାଉଳ। ରାଜ୍ୟର ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ମାଗଣା ଚାଉଳ ଯୋଗାଇ...

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନୂଆ ଆଇସିୟୁ ଓ ଅକ୍ସିଜେନ ପ୍ଲାଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନୂତନ ଆଇସିୟୁ, ଅକ୍ସିଜେନ ପ୍ଲାଣ୍ଟ ଏବଂ ଥାଇରଏଡି ପରୀକ୍ଷାଗାରର ଲୋକାର୍ପଣ...

ଭାରତରେ ଆଜିଠୁ ମିଳିବ ୫-ଜି ସେବା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଦିନର ପ୍ରତୀକ୍ଷା ପରେ ଶନିବାର ଭାରତରେ ଆରମ୍ଭ ହୋଇଛି ୫-ଜି ସେବା। ଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ବହୁ ପ୍ରତୀକ୍ଷିତ ୫-ଜିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି: ଓଡ଼ିଆରେ ଦେଇ ହେବ ଓସିଏସ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ...

ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ। ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ମାସ ୮...

ଦାୟିତ୍ଵ ନେଲେ ଦେଶର ନୂଆ ସିଡିଏସ ଜେନେରାଲ ଅନିଲ ଚୌହାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏବେ ତିନି ସେନାର ମୁଖ୍ୟ ହୋଇଛନ୍ତି ଅନିଲ ଚୌହାନ। ପ୍ରତିରକ୍ଷା ବିଭାଗର...

ବଢ଼ିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ହାଇକୋର୍ଟଙ୍କୁ ଜଣାଇଲା ପରିବହନ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧିକୁ ନେଇ ଚିନ୍ତାରେ ରହିଥିବା ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର। ଏହି ନମ୍ବର ପ୍ଲେଟ ପାଇଁ ସମୟ ଅବଧି ବୃଦ୍ଧି ହେବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ...

ଓଆରଏଚଡିସି ଋଣ ମାମଲା: ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଋଣ ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ ଏବଂ ପୂର୍ବତନ ଆଇଏଏସ...

ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ କଟକଣା: ସହର ଭିତରେ ଗଡ଼ିବନି ଭାରୀଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ହେବ କଟକଣା ମୁକ୍ତ ଦୁର୍ଗପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥର ଯଥେଷ୍ଟ ପରିମାଣରେ ଭିଡ଼ ବଢ଼ିବାର ସମ୍ଭାବନା ରହିଛି।...