Independence Day

ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ଡିସିଜିଆଇର ଅନୁମତି ମିଳିଛି। ଏହି ଟିକା ୧୮...

କ୍ରିକେଟରୁ ସନ୍ନ୍ୟାସ ନେଲେ ସୁରେଶ ରାଇନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସୁରେଶ ରାଇନା। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସୁରେଶ ରାଇନା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିବା ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୁରେଶ...

ବିଶାଖାପାଟଣା: ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଲୟର ୭୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ କୌଣସି କାରଣରୁ ଶ୍ରେଣୀ ଗୃହରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ: ନାଚ ଗୀତରେ କମ୍ପିଲା ରାଜଧାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଜନ ସେବା ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ଲାଗି ବିମାନ ବନ୍ଦର ଆଗରେ...

ରାଉରକେଲା ସହର ପରିକ୍ରମା କଲା ‘ଅହିଂସା ରଥ’

ଓଡ଼ିଶାଲାଇଭ୍ ବ୍ୟୁରୋ ଲହୁଣୀପଡ଼ା, କୋଇଡ଼ା ଏବଂ ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ବୁଲିଲା ‘ଅହିଂସା ରଥ’ ଲୋକନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ...

ଶିଳ୍ପ ଜଗତର ଉଦୀୟମାନ ତାରକା ଥିଲେ ସାଇରସ ମିସ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ସାଇରସ ମିସ୍ତ୍ରୀ। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ...

ଲିଜ ଟ୍ରସ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ ଟ୍ରସ। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନିର୍ବାଚନରେ ବିଜୟୀ ହୋଇଛନ୍ତି...

ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ଜାତୀୟ ପୁରସ୍କାର: ଦିନେ ଇଞ୍ଜିନିୟରିଂ ଛାଡ଼ି ଆପଣେଇଥିଲେ ଶିକ୍ଷକତା

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସମ୍ବର୍ଦ୍ଧିତ ହୋଇଥିବା ୪୬ଜଣଙ୍କ...

ଦୁର୍ଘଟଣାରେ ପ୍ରାଣ ହରାଇଲେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ: ମର୍ସିଡିଜ କାରର ସେଫ୍ଟି ଫିଚର୍ସକୁ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ...

ମହିଳା ଓ ପୁରୁଷଙ୍କ ଯୌନ ସମସ୍ୟା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=7gD3HTtFXU0] ପ୍ରତିବର୍ଷ ସେପ୍ଟେମ୍ବର ୪ ତାରିଖରେ ବିଶ୍ଵ ସେକ୍ସୁଆଲ ହେଲଥ ଦିବସ ପାଳନ କରାଯାଉଛି। ଲୋକଙ୍କୁ ସେକ୍ସୁଆଲ ହେଲଥ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାଠାରୁ ଏହି ଦିବସକୁ...