Independence Day

କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର: କାମ କରୁନି ମସ୍ତିଷ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ତାଙ୍କର ମସ୍ତିଷ୍କ କାମ କରୁନଥିବା ସୂଚନା ମିଳିଛି। ପ୍ରାୟ ୧୦ ଦିନ ଦିନ ଧରି ହସ୍ପିଟାଲରେ...

ବ୍ରେନ ମ୍ୟାଲେରିଆ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=bCqGSjUAydw] ୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର...

ଜନ୍ମାଷ୍ଟମୀରେ ଜାଣନ୍ତୁ ଓଡ଼ିଶାର ୩ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ସମ୍ପର୍କରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଜନ୍ମାଷ୍ଟମୀରେ ଓଡ଼ିଶାର ବିଭିନ୍ନ କୃଷ୍ଣ ମନ୍ଦିରରେ ଜନସମାଗମ ଦେଖଇବାକୁ ମିଳୁଛି। ଓଡ଼ିଶାର ବିଭିନ୍ନ ସଂସ୍କୃତି ପରମ୍ପରା ଓ ଇତିହାସକୁ ବର୍ଣ୍ଣନା କରୁଥିବା ଅନେକ କୃଷ୍ଣ ମନ୍ଦିର ରହିଛି। ସେଥିମଧ୍ୟରୁ କଣ୍ଟିଲୋର...

ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି – ଏସଆରସି ପ୍ରଦୀପ ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀରେ ପାଣି କମୁଥିବାରୁ ଆଜି ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଏବଂ ପରେ ଆଉ ୪ଟି ଗେଟ ବନ୍ଦ କରାଯାଇଛି। ବର୍ତ୍ତମାନ ୩୨ଟି ଗେଟ ଦେଇ...

ହୀରାକୁଦର ୪ଟି ଗେଟ୍ ବନ୍ଦ ହେଲା

ଓଡ଼ିଶାଲାଇଭ୍ ବ୍ୟୁରୋ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରାଗଲା। ଡ୍ୟାମରେ ଥିବା ଜଳସ୍ତରର ସ୍ଥିତି ଅନୁଧ୍ୟାନ କରାଯିବା ପରେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟକୁ ବନ୍ଦ କରାଯାଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ: ଆଜିଠୁ ପୁଣି ବର୍ଷିବ ୩ ଦିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଏବଂ ପରବର୍ତ୍ତୀ...

ବନ୍ୟା ପାଇଁ ଅଟକିଲା ଏଏସଓ ଲିଖିତ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି। ରାଜ୍ୟରେ ସୃଷ୍ଟି ହୋଇଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି...

ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଅପରାହ୍ଣ ୩ଟାରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ୫ଟି ଜିଲ୍ଲାର ସ୍ଥିତି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଜିଲ୍ଲାଗୁଡ଼ିକ...

ରାଜ୍ୟ ଓ ଜାତୀୟ ରାଜପଥରେ ହେଲମେଟ୍ ଯାଞ୍ଚ କଡ଼ାକଡ଼ି: ଦିନକରେ କଟିଲା ୨,୦୭୩ ଇ-ଚାଲାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ଦୁଇ ଚକିଆ ଯାନ ଆରୋହୀ କେବଳ ଭୁବନେଶ୍ଵର ସହରରେ ହେଲମେଟ୍ ପିନ୍ଧୁଥିବାବେଳେ ଜାତୀୟ କିମ୍ବା ରାଜ୍ୟ...

ଜାତିଆଣ ମାମଲା: ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ନା କୌଣସି ଘଟଣାକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଷ୍ଟାର କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତି। କେତେବେଳେ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି...