Independence Day

ବନ୍ୟା ସ୍ଥିତିର ସମୀକ୍ଷା କଲେ ଏସଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା। ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏସଆରସି ଜେନାଙ୍କ ସୂଚନାନୁସାରେ ରାଜ୍ୟରେ ଉଚ୍ଚ...

ବନ୍ୟା ସୂଚନା: ଜଗତସିଂହପୁର ଓ ନୟାଗଡ଼ରେ ୨ଦିନ ସ୍କୁଲ ବନ୍ଦ 

ଓଡିଶାଲାଇଭ୍ ବ୍ୟୁରୋ ମହାନଦୀରେ ବନ୍ୟା ଯୋଗୁଁ ନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆବଶ୍ୟକ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି...

‘ଦୟା’ରେ ବଢ଼ୁଛି ଜଳସ୍ତର: ଜଳଘେରରେ କଣାସ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଣ୍ଡଳିକୁ ଆସୁଥିବା ବନ୍ୟାଜଳ ବିଭିନ୍ନ ନଦୀରେ ପହଞ୍ଚିବା ଫଳରେ ଜଳସ୍ତର ବିପଦ ସଙ୍କେତ ଟପିଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ, ରାଜୁଆ, ମଲାଗୁଣି ଏବଂ କୁଶଭଦ୍ରା ନଦୀରେ ବନ୍ୟା...

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ 

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ  ବିପଦସଙ୍କୁଳ ସ୍ଥାନଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ପରାମର୍ଶ “ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି...

ବନ୍ୟା ସୂଚନା: ଆଗାମୀ ୩ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ – ବିଜୟ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ସମେତ ଚାରିଟି ନଦୀର ଜଳସ୍ତର ବଢ଼ିବାକୁ ଲାଗିଛି। ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି। ଆଳିପିଙ୍ଗଳରେ ଦେବୀ ନଦୀ ଏବଂ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର...

ଉଦ୍ୟୋଗ ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ...

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱରେ ଆମ ଦେଶ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଛି: ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୁନ୍ଦରଗଡ଼ ରିଜର୍ଭ...

ଦେଶ ସ୍ଵାଧୀନତାରେ ନୟାଗଡ଼ ଜିଲ୍ଲାର ସଂଗ୍ରାମୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ: ମନ୍ତ୍ରୀ ଉଷା ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ପାଳନ ହେଉଛି ୭୬ତମ ସ୍ଵାଧୀନତା ଦିବସ। ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲରେ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଆଜି ନୟାଗଡ଼ ଜିଲ୍ଲା ପୋଲିସ୍ ଟ୍ରେନିଂ ସ୍କୁଲ...

୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ଵପ୍ନ ଦେଖିବା: ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହା ଅଧୀନରେ ଚାଲିଥିବା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗାଁଠୁ ସହର ସବୁଠି ଉଡ଼ିଛି ଜାତୀୟ...

ଉଇକିମାନିଆ ଭୁବନେଶ୍ୱର ମେଳଣ: ଖୋଲା ଜ୍ଞାନ ପାଇଁ ସଭିଏଁ ଏକାଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଠାରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଦୁଇଦିନିଆ ଉଇକିମାନିଆ ଭୁବନେଶ୍ୱର ୨୦୨୨ ମେଳଣ ଉଦଘାଟିତ ହୋଇଯାଇଛି। ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର...

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଉରକେଲାରେ ଗଣଦୌଡ଼ ପ୍ରତିଯୋଗିତା ‘ରାଉରକେଲା ରନସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଗ ନେଲେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ରାଜ୍ୟ ବାହାରର ପ୍ରତିଯୋଗୀ ମଧ୍ୟ ସାମିଲ ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି।...