Independence Day

ରାଜ୍ୟରେ ଜାରି ରହିଛି ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ...

ଅମିତ ଶାହ କହିଲେ – “୨୦୨୪ରେ ଓଡ଼ିଶାରେ ବିଜେପି ସରକାର”  

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ...

ରାଜ୍ୟରେ ଆହୁରି ୫ଦିନ ବର୍ଷିବ: ୩ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୫ଦିନ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ...

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ: କଳାରେ ୮୨.୧୦ ଓ ଧନ୍ଦାମୂଳକରେ ୭୦.୩୫ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଆଜି ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପି ଭି ସିନ୍ଧୁଙ୍କୁ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ମିଂହାମଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବିଜୟ ଧାରା ଜାରି ରହିଛି। ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଜିତିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ। ରାଜ୍ୟଗୋଷ୍ଠୀ...

ଜଗଦୀପ ଧନଖଡ଼: ଓକିଲାତିରୁ ଦେଶର ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ଜଗଦୀପ ଧନଖଡ଼। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସେ ଏନଡିଏର ପ୍ରାର୍ଥୀ ହୋଇଥିଲେ। ଜଗଦୀପ ଧନଖଡ଼ ପ୍ରାୟ ୭୩ ପ୍ରତିଶତ ଭୋଟରେ ବିଜୟ ହାସଲ କରି ଦେଶର...

ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସରିଲା ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ରାତିରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ...

ସ୍ମୃତିର ସ୍ମାରକୀ ‘ସତୀଚଉରା’ର କାହାଣୀ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=hiuzhDcRfCg] ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

କାହିଁକି ସ୍ତନ୍ୟପାନ କରାଇବା ଜରୁରୀ? 

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଉଛି। ସ୍ତନ୍ୟପାନ ଶିଶୁ ପାଇଁ ଯେତିକି ଜରୁରୀ ମା’ ପାଇଁ ମଧ୍ୟ ସେତିକି ଲାଭଦାୟକ। କାହିଁକି...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି କମାଲ୍: ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ବଜରଙ୍ଗ, ସାକ୍ଷୀ ଓ ଦୀପକ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନ ଭାରତ ପାଇଁ ସ୍ଵର୍ଣ୍ଣିମ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ସ୍ଵର୍ଣ୍ଣ ପଦକ। ସବୁ ପଦକ କୁସ୍ତିକୁ ହିଁ ମିଳିଛି।...