ଚଳିତ ବର୍ଷ ବୀମାଭୁକ୍ତ ହେବ ୧୭ଟି ଫସଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ୧୭ଟି ଫସଲ ବୀମାଭୁକ୍ତ ହେବ। ଖରିଫ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ...
ବିଶ୍ଵବ୍ୟାପି ପାଳନ କରାଯାଉଛି ଯୋଗ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ଵବ୍ୟାପି ପାଳନ କରାଯାଉଛି ଯୋଗ ଦିବସ। କେବଳ ଗୋଟିଏ ଦିନ ନୁହେଁ, ଦୈନିକ ଯୋଗ କରିବା ଆବଶ୍ୟକ। ଏହା ଶରୀର ଓ ମନକୁ ଶାନ୍ତି...
ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ: ଇଟାଲୀରେ ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ସାକ୍ଷାତ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋମ ଏବଂ ଦୁବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଁଚିଛନ୍ତି। ଇଟାଲୀରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ...
ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହୋଇକୋର୍ଟ...
ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ପିତୃତ୍ୱ ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ କରାଯାଇଛି। ଫାଉଣ୍ଡେସନ ପକ୍ଷରୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ...
ଆର୍ମି ଯବାନଙ୍କଠାରୁ ଭିନ୍ନ ରହିବ ‘ଅଗ୍ନିବୀର’ଙ୍କ ପରିଚୟ: ପ୍ରତିରକ୍ଷା ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦିନରେ ଇଣ୍ଡିଆନ ଆର୍ମିର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି ‘ଅଗ୍ନିବୀର’। ଅଗ୍ନିବୀରଙ୍କୁ ମିଳିବାକୁ ଥିବା ସୁବିଧା ଏବଂ ସର୍ତ୍ତ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ...
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭଡ଼ାଘରୁ ପୋଲିସ୍ ଜବତ କରିଛି। ଭୁବନେଶ୍ଵର ନୟାପଲ୍ଲୀ ଗଡ଼ସାହି ଭଡ଼ାଘରେ ସୋମବାର ସକାଳୁ ରଶ୍ମିରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଘର...
ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଛି। ଅଗ୍ନିପଥ ବିରୋଧି ବିକ୍ଷୋଭ ଏବଂ ହିଂସା ଲାଗି ରହିଥିବାବେଳେ ଏହାକୁ ପ୍ରତ୍ୟାହର କରିବାକୁ ପାଇଁ...
ସରକାରୀ ଯୋଜନାରୁ ବଞ୍ଚିତ ରାମପାତ୍ରପୁର ଗ୍ରାମର ବୃଦ୍ଧଦମ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗରିବ ଗୁରୁବା ଏବଂ ଅସହାୟଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳଠାରୁ ଆରମ୍ଭ କରି ରହିବା ପାଇଁ ଘର ଏବଂ ବିଭିନ୍ନ ଭତ୍ତା ପ୍ରଦାନ...
ଜୁନ ୨୦ରୁ ରୋମ ଏବଂ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ଜୁନ ୨୦ ତାରିଖରେ ଏକାଧିକ ଅଧିକାରୀଙ୍କୁ ସାଙ୍ଗରେ ଧରି ରୋମ ଏବଂ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ...





















