Independence Day

ଟାଟା ମୋଟର୍ସର କ୍ଷୁଦ୍ର ଇଲେକ୍ଟ୍ରୋନିକ ପରିବହନ ଯାନ ‘ଏସିଇ ଇଭି’ର ବଜାର ପ୍ରବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ପରିବହନ ଯାନ ନିର୍ମାଣକାରୀ କମ୍ପାନି ଟାଟା ମୋଟର୍ସ ଛୋଟ ଇଲେକ୍ଟ୍ରୋନିକ ପରିବହନ ଯାନ ‘ଏସିଇ ଇଭି’ର ବଜାର ପ୍ରବେଶ କରିଛି। ଟାଟା ମୋଟର୍ସର ନୂତନ ‘ଏସିଇ...

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଶୁକ୍ରବାର ରାତି ସୁଦ୍ଧା ବାତ୍ୟାର...

ୱିମେନ୍ ବିଜନେସ୍ ମେଳାରେ ସୋଆକୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ)କୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ...

ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ...

ଭକ୍ତଙ୍କ ଗହଣରେ ଏ ବର୍ଷ ପୁରୀ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷ ପରେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉତ୍ସବରେ ସାମିଲ ହେବେ ଶ୍ରଦ୍ଧାଳୁ। କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହେଉଥିଲେ...

କାରାଗାରର କୋଠରୀ ଭିତରୁ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୫)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ପରିବା ବ୍ୟାଗ୍‌ରୁ ଟମାଟୋ ଗାଏବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଳୁ ଏବଂ କ୍ଷୀର ମୂଲ୍ୟରେ ବୃଦ୍ଧି ପରେ ଟମାଟୋର ମୂଲ୍ୟରେ ଆଶାତିତ ଭାବେ ବୃଦ୍ଧି ହୋଇଛି। ହଠାତ୍ ଟମାଟୋ ମୂଲ୍ୟ ୪୦ରୁ ୮୦ ଟଙ୍କାରେ ପହଞ୍ଚିଛି। ଟମାଟୋ ମୂଲ୍ୟ ବୃଦ୍ଧି ଯୋଗୁଁ...

ଏବେ ସହିଦଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସୁରକ୍ଷା ପାଇଁ ଯୁଦ୍ଧ ସମୟରେ ପ୍ରାଣ ହରାଉଥିବା ଓଡ଼ିଆ ସହିଦ ଯବାନମାନଙ୍କ ପରିବାରଙ୍କ ନିମନ୍ତେ ରାଜ୍ୟ ସରକାର ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅନୁକମ୍ପା ରାଶି ୫...

‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ : କିଏ ହେବ କେଉଁ ଦଳର ପ୍ରାର୍ଥୀ ଚାଲିଛି କସରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏଥିପାଇଁ ବୁଧବାର ଜିଲ୍ଲାପାଳଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଗୁରୁବାରଠାରୁ ପ୍ରାର୍ଥିପତ୍ର ଦାଖଲ କରାଯିବ। ପ୍ରାର୍ଥୀମାନେ ମେ’...