ଆଜିଠୁ ଆରମ୍ଭ ରାଜ୍ୟସ୍ତରୀୟ ଆଦିବାସୀ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା। ଭୁବନେଶ୍ଵର ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଏହି ମେଳା ଆୟୋଜନ କରାଯାଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାରେ ଝଲସିବ ଆଦିବାସୀ...
ଜୁନ ୧୨ରେ ବାରବାଟୀରେ ହେବ ଟି-ଟ୍ଵେଣ୍ଟି ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ। ଆସନ୍ତା ଜୁନ ୧୨ ତାରିଖରେ ମ୍ୟାଚ୍ ଖେଳାଯିବ।...
ଦାମନଯୋଡ଼ି: ସାମାନ୍ୟ ବଚସାରୁ ୨ ଜଣଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମାନ୍ୟ ବଚସାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ଏହି ଅଭାବନୀୟ କାଣ୍ଡ ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଞ୍ଚଳରେ। ମୃତକ ଦୁଇଜଣ ହେଲେ ଝଡ଼ିଗୁଡ଼ା ଗ୍ରାମର ଦେବେନ୍ଦ୍ର ଜାନୀ ଏବଂ...
ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ସାଉଥ ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ହେଲା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାରେ ପଛରେ ପଡ଼ିଛି। ହାତ ଗଣତି କୋତୋଟି ଫିଲ୍ମ ଦର୍ଶକଙ୍କୁ ଖୁସି କରିବାରେ ମଧ୍ୟ ବିଫଳ ହୋଇଛି। ଏବେ...
ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ଝାରଖଣ୍ଡ ହାଇକୋର୍ଟ। ଲାଲୁ...
ଓଡ଼ଗାଁରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍ଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପାବନ କ୍ଷେତ୍ରରେ ୧୨ ଦିନ ଧରି ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଗତ ୧୦ ତାରିଖରେ ଶ୍ରୀରାମ ନବମୀ ତିଥିରୁ...
ପିଲାଙ୍କଠାରେ କୋଭିଡ ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ମାସର ବ୍ୟବଧାନ ପରେ ପୁଣି କୋଭିଡ ଡର ସାଧାରଣ ଲୋକଙ୍କୁ ଛାନିଆ କରିଛି। ଦେଶରେ କୋଭିଡି ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀର ସ୍ଥିତି ଚିନ୍ତା ବଢ଼ାଇଛି। ଇତି ମଧ୍ୟରେ ଓଡ଼ିଶାରେ କୋଭିଡ...
ଆସନ୍ତା ୨୯ରୁ ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ଆସନ୍ତା ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ୍-୨ ତଥା ମାଟ୍ରିକ ପରୀକ୍ଷା...
ସୁନ୍ଦରଗଡ଼ରେ ମିଶନ ଶକ୍ତିର ମା’ଙ୍କୁ ରୋଜଗାର ଦେଉଛି ‘ଉତ୍କଳ କିଚେନ୍’ – କମ୍ ମୂଲ୍ୟରେ ମିଳୁଛି ସ୍ୱାସ୍ଥ୍ୟକର ଓ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଇଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ...
କେମିତି ହୋଇଥିଲା ହୋଟେଲ ‘ଦି ତାଜ’ର ନିର୍ମାଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଦି ତାଜ’ ଟାଟା ଗ୍ରୁପର ‘ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡ’ର ଏକ ବ୍ରାଣ୍ଡ। ନିକଟରେ ହୋଟେଲ ‘ଦି ତାଜ’କୁ ବିଶ୍ଵର ସବୁଠାରୁ ଶକ୍ତିଶାଳି ହୋଟେଲ ବ୍ରାଣ୍ଡ ଭାବେ ଚୟନ କରାଯାଇଛି। ହେଲେ...





















