ଜୁଲାଇ ପହିଲାରୁ ପଞ୍ଜାବବାସୀଙ୍କୁ ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ୩୦ ଦିନର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ପଞ୍ଜାବ ସରକାର ଏକ ମାସ ମଧ୍ୟରେ କେଉଁ କାମ ସବୁ କରିଛନ୍ତି ଏହି...
ଭୁବନେଶ୍ୱରରେ ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ଦକ୍ଷତା ରାଜଧାନୀରେ ପରିଣତ କରିବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଭୁବନେଶ୍ୱର ଏସ୍ଡିଆଇରେ ଉଦଘାଟିତ ହୋଇଛି। ଏହାକୁ ଦକ୍ଷତା ବିକାଶ, ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ...
ବାହାରିନରେ ପ୍ରତିଷ୍ଠା ହେବେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସନାତନ ଧର୍ମ ପ୍ରଚାରକ ସଂସ୍ଥା ଅକ୍ଷରଧାମ ସ୍ୱାମୀ ନାରାୟଣ ସଂସ୍ଥାନ ପକ୍ଷରୁ ଇସଲାମିକ ରାଷ୍ଟ୍ର ବାହାରିନରେ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ବାହାରିନ...
ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଆସୁଛି ସ୍ପ୍ରେଡ ହାପିନେସ ପାଉଣ୍ଡେସନ। କେରଳଠାରେ ପ୍ରାଣ ହରାଇଥିବା ସୋରଡ଼ା ବ୍ଲକର ଆସୁରବନ୍ଧ ପଞ୍ଚାୟତର ଗାନ୍ଧୀ ପାତ୍ରଙ୍କ ମରଶରୀରକୁ ସ୍ପ୍ରେଡ ହାପିନେସ ପାଉଣ୍ଡେସନ ତାଙ୍କ ଗାଁରେ...
ଜୁନ ୬ରୁ ୧୬ ତାରିଖ ସ୍କୁଲ ଖରାଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ହେବ ସ୍କୁଲ ଖରାଛୁଟି। ଆସନ୍ତା ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଖରାଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ...
ସୁଆଣ୍ଡୋରେ ଭି କେ ପାଣ୍ଡିଆନ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶମୂଳକ କାମ ବୁଲି ଦେଖିଛନ୍ତି। ପାଣ୍ଡିଆନ ଗୋପବନ୍ଧୁଙ୍କ ଘରକୁ ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି...
ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...
ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ପାନୀୟଜଳ ନିମନ୍ତେ ମେଗା ପ୍ରକଳ୍ପ,...
ମାହାଙ୍ଗା ହତ୍ୟାକାଣ୍ଡ: ଏକା ମାରି ଦେଲେ ୫ ଜଣଙ୍କୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରକ୍ତ ସମ୍ପର୍କର ମହତ୍ଵ ଭୁଲି ଯାଇ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ। କେବଳ ଭାଇ ନୁହେଁ, ଭାଇର ପୁରା ପରିବାରକୁ କଟୁରୀରେ ହାଣି ପ୍ରତିଶୋଧ ନେଲା ସାନ ଭାଇ।
କଟକ...
ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାରେ ଶୁକ୍ରବାର ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା। ଜିଲ୍ଲାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ଜିଲ୍ଲାର...





















