ମୁରିବାହାଲ ଓ ବଙ୍ଗମୁଣ୍ଡା ବ୍ଲକ ଲୋକଙ୍କୁ କୃଷି ଓ ପଶୁପାଳନ ଦେଉଛି ସ୍ଥାୟୀ ରୋଜଗାର
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି, ପଶୁପାଳନ, କୁକୁଡ଼ା ଚାଷ ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଯାଉଛି।...
ଜଳିବ ଓଡ଼ିଶା, ଆହୁରି ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ତାତି ଆହୁରି ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଯୋଗୁଁ ବର୍ଷା ହେବାର...
ଆଲିଆ-ରଣବୀରଙ୍କ ଲଭ୍ଷ୍ଟୋରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବଂ ବଲିଉଡ ଅଭିନେତା ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେବାକୁ ଯାଉଛି। ଏହି ଷ୍ଟାର କପଲଙ୍କ ବିବାହ ପାଇଁ ପ୍ରସ୍ତୁତି...
ଦୁଇ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ...
ଏଣିକି ୨୫୦ ଟଙ୍କାରେ ମିଳିବ କୋଭିସିଲ୍ଡର ବୁଷ୍ଟର ଡୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିରମ ଇନଷ୍ଟିଚ୍ୟୁଟର କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡର ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ କୋଭିସିଲ୍ଡ ବୁଷ୍ଟର ଡୋଜର ମୂଲ୍ୟ ୬୦୦ ଟଙ୍କା ରଖାଯାଇଥିବାବେଳେ ଏବେ ଏହି ମୂଲ୍ୟରେ ହ୍ରାସ କରାଯାଇଛି। ବର୍ତ୍ତମାନ ୨୫୦...
କଟକ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝି ଓ ବ୍ରହ୍ମପୁରରେ ବିବେକ ରେଡ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ୪୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ଦମୟନ୍ତୀ ମାଝି ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୨ ନମ୍ବର...
ଶପଥ ନେଲେ ଭୁବନେଶ୍ଵର ମେୟର ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶନିବାର ଶପଥ ଗ୍ରହଣ କରିଛନ୍ତି। ବିଏମ୍ସି କନଫରେନ୍ସ ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର...
ଏପ୍ରିଲ ୧୦ରୁ ବୁଷ୍ଟର ଡୋଜ ନେବେ ୧୮ରୁ ଊର୍ଦ୍ଧ୍ଵ ବୟସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ କୋଭିଡ ମହାମାରୀର...
ଡ୍ରେନେଜ ସମସ୍ୟାରୁ ମୁକୁଳିବେ ଭୁବନେଶ୍ଵର ବାସିନ୍ଦା – ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ(ବିଏମ୍ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା...
ପାକିସ୍ତାନରେ ରାଜନୈତିକ ଝଡ଼: ଇସ୍ତଫା ଦେବେ ଇମ୍ରାନ ଖାନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଇମ୍ରାନ ଖାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଏପ୍ରିଲ ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ଏଥିରେ ଇମ୍ରାନଙ୍କ ଚୌକି ଯିବା ପ୍ରାୟ...





















