Independence Day

କଟକରୁ ଭୁବନେଶ୍ଵର ରାସ୍ତା ହେଲା ଗ୍ରୀନ କରିଡର – ଅଧିକ ଚିକିତ୍ସା ପାଇଁ ଏସସିବିରୁ ସୁରତ ଗଲେ ଗୁରୁତର...

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳେ କଟକଠାରୁ ଭୁବନେଶ୍ଵର ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା। ଏଥିପାଇଁ ଆଜି ସକାଳ ୯ଟାରୁ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ କଟକରୁ ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ ରାସ୍ତା ଶୂନଶାନ ହୋଇଯାଇଥିଲା। ଜଣେ...

ରାଜ୍ୟରେ ୯ ହଜାର ତଳକୁ ଖସିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୯ ହଜାର ତଳକୁ ଖସିଲା କୋଭିଡି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୮,୮୪୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍...

‘ଅମର ଯବାନ ଜ୍ୟୋତି’ ସ୍ଥାନାନ୍ତରକୁ ନେଇ କଂଗ୍ରେସ-ବିଜେପି ଟୁଇଟର୍ ଓ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ମିଶ୍ରଣ କରାଯାଇଛି। ଏହାକୁ ନେଇ...

କାହିଁକି ଅଲଗା ହେଲେ ଧନୁଶ-ଐଶ୍ୱର୍ଯ୍ୟା ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହର ୧୮ବର୍ଷ ପରେ ଅଲଗା ହୋଇଛନ୍ତି ତାମିଲ ସୁପରଷ୍ଟାର ଧନୁଶ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ। ପରସ୍ପର ସହମତିରେ ଧନୁଶ-ଐଶ୍ୱର୍ଯ୍ୟା ଅଲଗା ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଖବର...

ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳକାୟ ଗ୍ରାନାଇଟ୍ ପ୍ରତିମୂର୍ତ୍ତି। ଆସନ୍ତା ୨୩ ତାରିଖ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ...

ରାଜ୍ୟରେ ୯,୮୩୩ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷ ବୟସର ୯୭୨ ଜଣ ରହିଛନ୍ତି। ସଂଗରୋଧ...
home isolation-2

ଗୃହ ସଙ୍ଗରୋଧ ବେଳେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍ଷଣ ନଥିବା ବା ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇ ପାରିବେ। ଗୃହ ପୃଥକାବାସ ସମୟରେ ପରିବାର ଲୋକ ତଥା ସେ ନିଜେ କିଭଳି...

କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...

ବଢ଼ୁଛି ୧୮ରୁ କମ୍ ବର୍ଷ ପିଲାଙ୍କ କୋଭିଡ ସଂକ୍ରମଣ ହାର, ଦିନକରେ ୧ ହଜାର ଉପରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮...

ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ...