ଏଣିକି Windows କମ୍ପ୍ୟୁଟରରେ ମିଳିବ କଲିଂ ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମାଇକ୍ରୋସଫ୍ଟ ଲଞ୍ଚ୍‌ କରିଛି ଏକ ନୂଆ ଆପ୍‌। Windows Insider ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟିଂ ଚାଲିଛି। ଏହି ଆପ୍‌ ଜରିଆରେ ଏଣିକି Windows କମ୍ପ୍ୟୁଟରରେ ଫୋନ୍‌ ଭଳି...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ଫ୍ରୁଟ୍ସ ପଲଉ

ଓଡ଼ିଶାଲାଇଭ୍ ବ୍ୟୁରୋ ପଲଉ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପର୍ବପର୍ବାଣୀ ସମୟରେ ଲୋକେମାନେ ବିଭିନ୍ନ ପ୍ରକାର ପଲଉ ତିଆରି କରି ଖାଇଥା’ନ୍ତି। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଫ୍ରୁଟ୍ସ ପଲଉ। ସାମଗ୍ରୀ ବାସୁମତି ଚାଉଳ କଳା...

ଘରୋଇ ଉପଚାରରେ କହୁଣୀର କଳାଦାଗକୁ କରନ୍ତୁ ଦୂର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ...

ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଚାର୍ଜ ବସାଇଥିଲେ, ବ୍ୟାଙ୍କରୁ ଉଡ଼ିଗଲା ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାବଧାନ! ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଫୋନ୍‌ ଚାର୍ଜ ବସାଉଛନ୍ତି କି? ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡ଼ିଯାଇପାରେ। ଏଭଳି ଖବର ଆସିଛି ରାଜଧାନୀ ଦିଲ୍ଲୀରୁ। ଖବର ଆସିବା ପରେ ଦିଲ୍ଲୀ...

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଗୋଲାପଜାମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଲାପଜାମୁ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଜାଣନ୍ତୁ, କେମିତି ଏହାକୁ ଘରେ ପ୍ରସ୍ତୁତ କରିବେ। ଶିରା ପ୍ରସ୍ତୁତି ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ କପ୍‌ ଚିନି ଓ ଦୁଇ କପ୍‌...

ସନ୍ଧ୍ୟା ଜଳଖିଆରେ କରନ୍ତୁ ବ୍ରେଡ୍‌ ଚପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳଖିଆ ଖାଇବାକୁ ପ୍ରାୟ ସମସ୍ତେ ଭଲପା’ନ୍ତି। ଏଥିପାଇଁ ଲୋକମାନେ ବାହାରେ ମିଳୁଥିବା ବରା, ପିଆଜି ଖାଇଥା’ନ୍ତି। ହେଲେ ଆପଣ ବ୍ରେଡ୍‌ରେ ତିଆରି ଏକ ନୂଆ ଏବଂ ମଜେଦାର ଖାଇବା ପ୍ରସ୍ତୁତି କରି...

କେମିତି ରଖିବେ ନଖକୁ ଲମ୍ବା ଓ ମଜବୁତ୍‌? ଆପଣାନ୍ତୁ ଏହି ଉପାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର, ଲମ୍ବା ଓ ମଜବୁତ୍‌ ନଖ ରଖିବା ପ୍ରାୟ ସବୁ ମହିଳାଙ୍କ ଇଛା। କିନ୍ତୁ କିଛି ମହିଳାଙ୍କର ନଖ ଜଲଦି ବଢ଼ି ନଥାଏ ତ କିଛି ମହିଳାଙ୍କର ନଖ ଭାଙ୍ଗିଯାଏ। ହେଲେ...

ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ‘କଞ୍ଚା ଲଙ୍କା ମଟନ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ମସଲାରେ କେହି କେବେ ମଟନ, ଚିକେନ୍‌ ଖାଇନଥିବେ। ହେଲେ ବିନା ପିଆଜରେ ରାନ୍ଧନ୍ତୁ ସ୍ଵାଦିଷ୍ଟ କଞ୍ଚା ଲଙ୍କା ମଟନ୍‌।  ସାମଗ୍ରୀ ଖାସି ମାଂସ – ୫୦୦ଗ୍ରାମ୍‌ ସୋରିଷ ତେଲ – ୨...

ସ୍ତନ କର୍କଟର କାରଣ କ’ଣ? ଜାଣନ୍ତୁ ଏହାର ପ୍ରତିକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ସ୍ତନ କର୍କଟ ପରୀକ୍ଷା କରାଇନିଅନ୍ତୁ। ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସ୍ତନ...

ପରିସ୍ରାର ରଙ୍ଗରୁ ଜାଣନ୍ତୁ ସ୍ଵାସ୍ଥ୍ୟ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ବି ରୋଗ ପାଇଁ ଆମେ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତରମାନେ ପରିସ୍ରା ପରୀକ୍ଷା କରାଇଥା’ନ୍ତି। କାରଣ ପରିସ୍ରାରୁ ଅନେକ ରୋଗର ସୂଚନା ମିଳିଥା’ଏ। ପରିସ୍ରାର ରଙ୍ଗକୁ ଯାଞ୍ଚ କରି ସ୍ୱାସ୍ଥ୍ୟଗତ...