ଲୋକେ କାହିଁକି ପିଅନ୍ତି ମଦ?
ଗୀତା ଦାସ
ମଦ କାହିଁକି ଲୋକେ ପିଅନ୍ତି? ପଢ଼ନ୍ତୁ ଏ ବାବଦରେ କ’ଣ କହନ୍ତି ଡାକ୍ତର, ସମାଜବିଜ୍ଞାନୀ ଓ ମନ–ବିଶେଷଜ୍ଞ।
ମଦ ପିଇବାକୁ ଭଲ ଲାଗିବାର କାରଣ ବହୁ ଅଂଶରେ ଶାରୀରିକ। ମଦ୍ୟାସକ୍ତର କ୍ରେଭିଂ ବା...
ତ୍ୱଚା ସମସ୍ୟା ଦୂର କରେ ବିଟ୍, ଜାଣନ୍ତୁ କେମିତି କରିବେ ପ୍ରୟୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦର ଦେଖାଯିବାକୁ ସବୁ ଝିଅଙ୍କର ଇଚ୍ଛା। ଏଥିପାଇଁ ସାଧାରଣତଃ ଝଅମାନେ ବିଭିନ୍ନ ପ୍ରକାରର କ୍ରିମ ଲଗାଇଥାନ୍ତିା ଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତିା ଏହି ସବୁ ପ୍ରଡକ୍ଟ କିଛି ସମୟ...
କେଉଁ ପରିବାକୁ କେତେ ସମୟ ସିଝାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ କଲାବେଳେ କିଛି ଲୋକ ପନିପରିବାକୁ ଅଧିକ ସିଝାଇ ଦେଇଥାନ୍ତି। ଫଳରେ ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇଯାଏ। ଜାଣନ୍ତୁ କେଉଁ ପରିବା କେତେ ମାତ୍ରାରେ ସିଝାଇବା ଆବଶ୍ୟକ।
ଫଳ ଓ ପନିପରିବାରେ...
କେମିତି କରିବେ କେଶରେ ପେଣ୍ଟିଂ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ କେଶ ପ୍ରତି ଝିଅଙ୍କର ଅଧିକ ଦୁର୍ବଳତା ରହିଥାଏା କେଶକୁ ସଜାଇବା ପାଇଁ ଝିଆମାନେ କେତେ କ’ଣ ଉପାୟ ଆପଣେଇଥାନ୍ତିା ଖାସକରି ହେୟାର୍ ପେଣ୍ଟିଂ କରିବା ଆଜିକାଲି ଖୁବ୍ ଲୋକପ୍ରିୟ ହୋଇଛି।...
ବଢ଼ୁଛି ତାତି – ମାଠିଆର ଚାହିଦା ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଦିନକୁ ଦିନ ବଢୁଛି ତାତି। ସହରର ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ...
ଆଶ୍ଚର୍ଯ୍ୟ : ଆଖିରୁ ବାହାରୁଛି ତମ୍ବା ଓ କାଠ ଗୁଣ୍ଡ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁନିଆରେ ଅଜବ ପ୍ରକାର ରୋଗ ବିଷୟରେ ଲୋକେ ଶୁଣିଥିବେ, ଯାହାର ଚିକିତ୍ସା ବହୁ କଷ୍ଟକର ହୋଇଥାଏ। ଏଭଳି ଏକ ବିରଳ ରୋଗର ଶିକାର ହୋଇଛନ୍ତି ଜଣେ ନାବାଳିକା।
କୌଣସି ଲୋକର ଆଖିରୁ କେବେ...
ଜାଣନ୍ତୁ ଏପ୍ରିଲ ମାସର ରାଶିଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ମାସର ରାଶିଫଳ। ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି?
ମେଷ : ବାଧା ସତ୍ତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ। ଦୂରଯାତ୍ରା କରିବାର ଥିଲେ ଏହା ସଫଳ ହେବ। ପରକୁ ସାହାଯ୍ୟ କରି...
ରୋଷେଇଘରୁ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯାଇ ବିଭିନ୍ନ ମେଡିସିନ୍ ଖାଇଥାନ୍ତି। କିନ୍ତୁ ଆପଣଙ୍କ ଘରେ ବିଶେଷ କରି ରୋଷେଇ ଘରେ ଅନେକ ପ୍ରକାର ସାମଗ୍ରୀ...
ଏହି ଦେଶରେ ସେଲଫି ନେବା ମନା, ନମାନିଲେ ମୃତ୍ୟୁଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସମୟରେ ଅଧିକରୁ ଅଧିକ ଲୋକଙ୍କ ଭିତରେ ସେଲଫି ନେବାର କ୍ରେଜ ରହିଛି। ବେଳେ ବେଳେ ସେଲଫି ନେବା ପାଇଁ ଏମିତି ପାଗଳ ହୋଇଥାନ୍ତି ସେ ସମୟରେ ସବୁକିଛି ଭୁଲି ଯାଇଥାନ୍ତି। ...
ଫେସିଆଲ୍ କରିବା ସମୟରେ ଆପଣାନ୍ତୁ କେତେକ ସତର୍କତା
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ୱଚାରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ପାଇଁ ଫେସିଆଲ୍ ଅତ୍ୟନ୍ତ ଜରୁରୀ। ତେବେ ଫେସିଆଲ୍ କରୁଥିଲେ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବା ଆବଶ୍ୟକ। ଯାହାଦ୍ୱାରା ଆପଣ ଅଧିକ ଫାଇଦା ପାଇପାରିବେ।
-ଫେସିଆଲ୍...





















