ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସରେ ଏକ ବିଶାଳ ରକ୍ତଦାନ ଶିବିର ମଙ୍ଗଳବାର ଦିନ ଆୟୋଜିତ ହୋଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ବହୁ ଯୁବକ, ଛାତ୍ରଛାତ୍ରୀମାନେ ରକ୍ତଦାନ...
ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ – ‘‘ପ୍ରତି ପରିବାରକୁ ଅଢ଼େଇ ଲିଟର କିରୋସିନି’’
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଦ୍ୟୁତ ସରବରାହ ସ୍ୱାଭାବିକ ନହେବା ଯାଏଁ କିରୋସିନି
୧୦ ଦିନରେ ଥରେ ମିଳିବ କିରୋସିନି
ମାଗଣାରେ ଦିଆଯିବ ୧୦ ଲକ୍ଷ ମହମବତୀ
...
କୁନ୍ଦୁରା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଉଛି ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାକ୍ତରଖାନାରୁ ଶବ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ି ଶୁଭାରମ୍ଭ କରିଥିଲେ ମଧ୍ୟ ଏହି ବ୍ୟବସ୍ଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟର କୁନ୍ଦୁରା ଡାକ୍ତରଖାନାରେ ଲାଗୁ ହୋଇପାରି ନାହିଁ। ଫଳରେ...
ଡିଜିଟାଲ ମିଡିଆରେ ବାତ୍ୟା ପ୍ରଭାବିତ ଅଞ୍ଚଳର ବ୍ୟାପକ କଭରେଜ୍ ପାଇଁ ଅଭିଯାନ ‘ମିସନ ଫନି’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=TVtIKJ9wYNA]
ଓଡ଼ିଶାଲାଇଭ ପକ୍ଷରୁ ଜନକଲ୍ୟାଣ ସାମ୍ବାଦିକତା ଅଭିଯାନ ଲାଗି କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଲୋକଙ୍କ ସହଯୋଗ କାମନା।
ଭୀଷଣ ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳରେ ଯେଉଁ ତାଣ୍ଡବ ସୃଷ୍ଟି କରିଛି ସେଥିରେ...
ବାତ୍ୟା ମୁକାବିଲା Update @10PM
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=TVtIKJ9wYNA]
ବାତ୍ୟା ‘ଫନି’ର ମୁକାବିଲାକୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।
ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀମନ୍ଦିର ମରାମତି କାମ, ୩ ଦିନ ଭିତରେ ଖୋଲିବ କୋଣାର୍କ
‘ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ...
ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲା – ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍
ଓଡ଼ିଶାଲାଇଭ ବ୍ୟୁରୋ
ଗଞ୍ଜାମ ତାରାତାରିଣୀ ମନ୍ଦିର ନିକଟରେ ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ୨୦ବର୍ଷ ପରେ ପ୍ରକାଶ ପାଇଛି। ୪ ଜଣ ଅଭିଯୁକ୍ତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଅତିରିକ୍ତ...
ପରଲୋକରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କର ବୁଧବାର ଦିନ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା।
ପ୍ରଫେସର ମିଶ୍ର ଅର୍ଥନୀତିଜ୍ଞ,...
ପୁସ୍ତକ ‘ବାମନ ଅର୍ଜି’ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁସ୍ତକ 'ବାମନ ଅର୍ଜି' ଲୋକାର୍ପିତ ହୋଇଯାଇଛି। ଏପ୍ରିଲ ୨୮ରେ ଏକ କାର୍ଯ୍ୟକ୍ରମରେ ଏହି ପୁସ୍ତକଟି ଲୋକାର୍ପଣ ହୋଇଥିଲା। ‘ବାମନ ଅର୍ଜି’ ପୁସ୍ତକର ଲୋକାର୍ପଣ କରିଥିଲେ ଲେଖକ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର।
ଲେଖକ ଚନ୍ଦ୍ରହାସ...
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଟକରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ନବ ଉତ୍କଳର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ ପାଳିତ ହୋଇଯାଇଛି।...
ଏଯାଏଁ ମଧୁବାବୁଙ୍କ ସମାଧିପୀଠ ‘ଗୋରାକବର’ ପାଇଲାନି ପର୍ଯ୍ୟଟନସ୍ଥଳୀର ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠ 'ଗୋରାକବର' ସାରା ରାଜ୍ୟରେ ବେଶ ପରିଚିତ। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ବହୁ ଦିନରୁ...





















