ଦେଶର ବିଭିନ୍ନ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ତାରିଖରେ ତିରୁବନନ୍ତପୁରମ୍ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି
୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍ରେ ନିର୍ମାଣ ହେବ ବାଲୁକା କଳା
ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି...
ଜିଲ୍ଲାପାଳ ହେବାର ସ୍ଵପ୍ନ ଏବେ ହେବ ସହଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁମାନେ ଭବିଷ୍ୟତରେ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଳ ହେବାର ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଛତିଶଗଡ଼ ସରକାର।
ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ନିମନ୍ତେ ପ୍ରସ୍ତୁତି...
ରକେଟମ୍ୟାନ୍ ହେଲେ ଇସ୍ରୋ ଚେୟାରମ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ବୈଜ୍ଞାନିକ ହେବା ସାଙ୍ଗକୁ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଜଣାଶୁଣା ଡକ୍ଟର କେ.ଶିଭନ । ତାଙ୍କର ଅନେକ ଜର୍ଣ୍ଣାଲ ପ୍ରକାଶିତ ହୋଇସାରିଛି। ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ଜିଣିଛନ୍ତି ଶିଭନ।
ପ୍ରସିଦ୍ଧ ବୈଜ୍ଞାନିକ...
କମୁଛି ଅପରାଧ ହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ଓ ରାଜ୍ୟରେ ହ୍ରାସ ପାଇଛି ଅପରାଧ ହାର। ବର୍ତ୍ତମାନ ସାଇବର ଓ କୋଷ୍ଟାଲ୍ ସୁରକ୍ଷା ପ୍ରମୁଖ ସମସ୍ୟା ପାଲଟିଛି। ଗ୍ଵାଲିୟର୍ ଡିଜିବି ସମ୍ମିଳନୀରୁ ଫେରିବା ପରେ ଓଡ଼ିଶା ପୁଲିସ୍ ଡିଜି...
ଉଠୁନି ପରଦା: ସସପେନ୍ସରେ ଛାତ୍ର ଶ୍ରୀୟାସ୍ ମୃତ୍ୟୁ ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜର +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀୟାସ୍ ମୁତ୍ୟୁ ଘଟଣା ଏବେ ବି ସସ୍ପେନ୍ସରେ। ଏହି ଘଟଣା ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ପୋଲିସ ପାଇଁ...
ବେନାମି ସମ୍ପତି ଥିଲେ ୭ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହୁସିଆର୍ ସରକାରୀ ବାବୁ। ବେନାମି ସମ୍ପତ୍ତି ରଖିଥିଲେ ଭୋଗିବାକୁ ପଡିବ ଜେଲ୍।
ବେନାମି ସମ୍ପତି ରଖୁଥିବା ବାବୁମାନେ ଏଣିକି ସଚେତନ ହୋଇଯାନ୍ତୁ। ନଚେତ୍ ଭୋଗିବାକୁ ପଡିପାରେ ଜେଲ୍ ଦଣ୍ଡ। ଏଭଳି ସୂଚନା ଦେଇଛନ୍ତି...
ଯାତ୍ରୀବାହୀ ଟ୍ରେନରେ ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୋକମାରେ ପାଟଣା-ମୋକାମା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ଫାଷ୍ଟ୍ ପାସେଞ୍ଜରର ଦୁଇଟି ଇଞ୍ଜିନ୍...
ନୃସିଂହ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁଟିନେଲେ ୩ ଅଷ୍ଟଧାତୁ ମୂର୍ତ୍ତି, ୩୦୦ଗ୍ରାମ୍ ସୁନା ଓ ୧୦କେଜି ରୁପା
ଠାକୁର ଓ ଠାକୁରଙ୍କ ସମ୍ପତ୍ତି ଲୁଟିବାକୁ ଭୟ କଲେନି ଦୁର୍ବୃତ୍ତ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେଣ୍ଢାସ୍ଥିତ ପ୍ରାଚୀନ...
ଜମୁଛି ଶିଶିର ସରସ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଟ୍ ୨୯୩ ଷ୍ଟଲ
ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ
ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାରେ ଏକତ୍ରିତ ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବ୍ୟବସାୟୀ।...
ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଇଛି ଏନ୍କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଡକାୟତ। ସେମାନଙ୍କଠାରୁ ୨ଟି ଦେଶୀ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ପୋଲିସ। ଏମାନଙ୍କ...





















