ଭାରତୀୟ ବାଳକ ମନସୁର୍ ଅନିସ୍ ରଚିଲେ ବିଶ୍ୱ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁବାଇସ୍ଥିତ ଶାର୍‌ଜା ଦିଲ୍ଲୀ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ନ୍ତି ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳକ ମନ୍‌ସୁର୍ ଅନିସ୍। ପାଠପଢ଼ା ସହିତ  ସେ ରଚିଛନ୍ତି ବିଶ୍ୱ ରେକର୍ଡ। ଦୁବାଇରେ ସେ ପାଇଛନ୍ତି...

ତୈଳ ଦର ବୃଦ୍ଧିକୁ ବିରୋଧ: ୧୮ରୁ ଆନ୍ଦୋଳନ କରିବ ବିଜେଡି, ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନ ଘେରିଲା କଂଗ୍ରେସ

ଓଡିଶାଲାଇଭ୍ ବ୍ୟୁରୋ ତୈଳ ଦର ବୃଦ୍ଧିକୁ ବିରୋଧ କରିବାକୁ ବିଜେଡିର ଛାମୁଆ ସଙ୍ଗଠନ ଅଣ୍ଟା ଭିଡିଛନ୍ତି। ୧୮ ତାରିଖରୁ ଛାତ୍ର, ଯୁବ ଓ ମହିଳା ବିଜେଡି ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ...

ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ସହ ଲିଙ୍କ୍ ହେବ ଆଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ନମ୍ବର ଏବଂ ପ୍ୟାନ୍ କାର୍ଡରେ ଆଧାର ଲିଙ୍କ୍ କରିବା ପରେ ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ବି ଆଧାର ସଂଯୋଗ...

ଆଇନ୍ ଶୃଙ୍ଖଳାକୁ ଅସ୍ତ୍ର: ବିଧାନସଭାରେ ହଙ୍ଗାମା କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ବାଭାବିକ ଢଙ୍ଗରେ ଗୁରୁବାର ଚାଲିଥିଲା ବିଧାନସଭା। ହେଲେ ଶୁକ୍ରବାର ଯଥା ପୂର୍ବଂ ତଥା ପରଂ ସ୍ଥିତି। ଆରମ୍ଭରୁ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ ବିରୋଧୀ। ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ...

ନବୀନ ନିବାସ ପରେ ବିଧାନସଭା: ଜୀବନ ହାରିବାକୁ ଉଦ୍ୟମ କଲେ ବିଧାୟକଙ୍କ ପତ୍ନୀ ଦାବି କରୁଥିବା ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ବର ମହିଳା ଥାନାରୁ ଡିସିପି ଅଫିସ୍। ନବୀନ ନିବାସରୁ ବିଧାନସଭା ସମ୍ମୁଖ। ଏମିତି ଗତ ୬ ମାସ ହେଲା ଘୂରି ବୁଲୁଛନ୍ତି ନିଜକୁ ତାଳଚେର ବିଧାୟକଙ୍କ ପତ୍ନୀ ଦାବି କରୁଥିବା ମହିଳା।...

କଲେଜ ନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ପ୍ରାର୍ଥୀଙ୍କୁ ଘାରିଛି ଲିଙ୍ଗଡୋ କମିଶନ ଭୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ୨୩ରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ କ୍ୟାମ୍ପସ ଉଠୁଛି ପଡୁଛି। ଶୁକ୍ରବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସରେ...

ମାହାଙ୍ଗା ଅଣ୍ଡାମାଡ଼କୁ ସାଢେ ୩ ମାସ: ଟ୍ୱିଟ୍ କରିଥିଲେ ବୈଜୟନ୍ତ, ଶୁକ୍ରବାର ଗିରଫ ହେଲେ ୬

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାରେ ଶୁକ୍ରବାର ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକମାନେ ହେଲେ ଶରତ ମହାରଣା, ଶରତ ଜେନା, ଶାନ୍ତନୁ ମଲ୍ଲିକ, ରାଜେଶ ସାହୁ, ସନ୍ତୋଷ...

ବଲାଙ୍ଗୀରରେ ୨ଟି ଅଘଟଣ: ମେଡିକାଲରେ ଅଗ୍ନିକାଣ୍ଡ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ୨ଟି ଅଘଟଣ ଘଟିଛି। ଗୋଟିଏ ଅଘଟଣ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଘଟିଥିବା ବେଳେ ଆଉ ଗୋଟିଏ ସଇଁତଳା ବଡମାଲସ୍ଥିତ ଗୋଳାବାରୁଦ କାରଖାନାରେ ଘଟିଛି। ଏହି ଦୁଇଟି...

ମା’କୁ ଦେଖି କାନ୍ଦିଲେ ରାମରହିମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୋହତକ ସୋନେରିଆ ଜେଲରେ ମା’ ନସିବ କୌରକୁ ଦେଖି କାନ୍ଦି ପକାଇଲେ ବଳାତ୍କାରୀ ବାବା ରାମରହିମ। ଅଗଷ୍ଟ ୨୫ରୁ ଜେଲ ଯିବା ପରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ରାମରହିମ...

ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା ବହୁ ପ୍ରାଚୀନ ଓ ପୁରାତନ। ନିକଟରେ ଏହାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା। ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଯାହାକି ଓଡ଼ିଆ ଭାଷା ସାହିତ୍ୟକୁ  ଋଦ୍ଧିମନ୍ତ କରିବା...