ଝିଅ ଝୁରୁଛି, ମାଆ କାନ୍ଦୁଛି; ଦୁଃଖ ଦେଇଗଲା ଓଭରବ୍ରିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାକୁ ୪ ଦିନ ବିତିଯାଇଛି। ଠିକାଦାର ସଂସ୍ଥା ମାଲିକ ଓ କିଛି ଇଂଜିନିୟର ଗିରଫ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଦୁର୍ଘଟଣାରେ ମୃତ ସତ୍ୟବ୍ରତ...
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବାଣୀବିହାର ପରିସରରେ ପ୍ରାକ୍ ନିର୍ବାଚନୀ ହିଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ର ସଂସଦ ନିର୍ବାଚନ ଆସନ୍ତା ୧୬ ତାରିଖରେ। ସେଥିପାଇଁ ଉଠୁଛି ପଡ଼ୁଛି ରାଜ୍ୟର ବିଭିନ୍ନ କଲେଜ ସମେତ ବିଶ୍ୱବିଦ୍ୟାଳୟ। ହେଲେ ନିର୍ବାଚନ ପୂର୍ବରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରାକ୍ ନିର୍ବାଚନୀ...
ଯମୁନା ନଦୀରେ ବୁଡିଗଲା ଡଙ୍ଗା: ପ୍ରାଣ ହରାଇଲେ ୨୨ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ବାଘପତ ଜିଲ୍ଲାର ଯମୁନା ନଦୀରେ ଡଙ୍ଗା ବୁଡି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚô ୧୨ ଜଣଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ଓ ଏନଡିଆରଏଫ୍ ଟିମ୍...
ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେଲା ବର୍ଣ୍ଣାଳିଙ୍କ କଭର ସଙ୍ଗ୍ ‘ଆର୍ଜୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=60iJW24Uhs8]
ଲତା ମଙ୍ଗେସକରଙ୍କ ଲୋକପ୍ରିୟ ହିନ୍ଦୀ ଗୀତ 'ତେରେ ବିନା ଜିନ୍ଦଗି ସେ କୋଇ ସିକ୍ୱା ନହିଁ' ଉପରେ ଆଧାରିତ କଭର୍ ସଙ୍ଗ୍ ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଯୁବ...
ଆଗୁଆ ଜାମିନ୍ ପାଇଁ ହାଇକୋର୍ଟ ଗଲେ ‘ପଣ୍ଡା ଇନଫ୍ରା’ର ଦୁଇ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା ପ୍ରତି ମୁହୂର୍ତ୍ତରେ ଭିନ୍ନ ମୋଡ ନେଉଛି। 'ପଣ୍ଡା ଇନଫ୍ରା'ର ଦୁଇ ନିର୍ଦ୍ଦଶେକ ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କ ବିରୋଧରେ କମିଶନରେଟ୍ ପୋଲିସ 'ଲୁକ୍ ଆଉଟ୍...
ବିଧାନସଭାରେ ପୁଣି ପିସି ତାତି: ‘ମାଡ ତତ୍ତ୍ୱ’ ପୁଣି ଦୋହରାଇଲେ ବାହିନୀପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସି କାରବାର ନେଇ ବିଧାନସଭାରେ ହଙ୍ଗାମା। ମଙ୍ଗଳବାର ପରି ବୁଧବାର ମଧ୍ୟ ବିରୋଧୀ ସଭ୍ୟଙ୍କ ହୋ ହଲ୍ଲାରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ପିସି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ସଭ୍ୟଙ୍କ...
ମାଲାମାଲ ମନ୍ତ୍ରୀ-ବିଧାୟକ: ଜାଣନ୍ତୁ ପାଉଥିଲେ କେତେ, ଏଣିକି ପାଇବେ କେତେ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ବିଧାୟକ, ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଦରମା ବୃଦ୍ଧି ହେବା ପରେ ଜନପ୍ରତିନିଧି ମାଲାମାଲ ହେବେ। ତେବେ ଆସନ୍ତୁ ଜାଣିବା ଜନପ୍ରତିନିଧିମାନେ କେତେ ପାଉଥିଲେ...
୨୦୨୨ ସୁଦ୍ଧା ଚାଷୀଙ୍କ ବାର୍ଷିକ ଆୟ ଦୁଇଗୁଣା ହେବ: ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
''ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ପାଇଁ ସଫଳ କୃଷି ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଜଳସେଚନ ବ୍ୟବସ୍ଥା ସହ ଅନ୍ୟ ଦିଗକୁ ବ୍ୟାପକ କରାଯାଇ ଚାଷୀଙ୍କ ବାର୍ଷିକ ଆୟ ବୃଦ୍ଧି କରିବାକୁ...
ବାଜିଲା କ୍ୟାବିନେଟ୍ ମୋହର: ବଢ଼ିଲା ବିଧାୟକ-ମନ୍ତ୍ରୀଙ୍କ ଦରମା, ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବଢ଼ିଛି। ଏ ସମ୍ପର୍କିତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ବିଧାୟକ, ମନ୍ତ୍ରୀଙ୍କ ଦରମା-ଭତ୍ତା ପ୍ରସଙ୍ଗକୁ...
ସାକାର ହେବ ବୁଲେଟ୍ ଟ୍ରେନ୍ ସ୍ୱପ୍ନ: ଗୁଜୁରାଟରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ସାକାର ହେବାକୁ ଯାଉଛି ବୁଲେଟ୍ ଟ୍ରେନ୍ ସ୍ୱପ୍ନ। ଏଥିପାଇଁ ଜାପାନ ବଢ଼ାଇବା ସହଯୋଗର ହାତ। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨ ଦିନିଆ ଭାରତ ଗସ୍ତରେ ଆସିବା ପରେ ବୁଲେଟ୍...





















