‘ଶ୍ୱଶୁରଘର ଲୋକେ କଥା ନ କହିଲେ ତାହା କ୍ରୁରତା ନୁହେଁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାଶୁଘରକୁ ନୂଆ କରି ଯାଇଥିବା ବୋହୂ ସହିତ ଯଦି ଶ୍ୱଶୁରଘରର ଲୋକେ କିଛିଦିନ ପାଇଁ କଥା ନ କୁହନ୍ତି ତାହା କ୍ରୁରତାରେ ଗଣାଯିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...
ମିତାଲି ରାଜଙ୍କ ସେକ୍ସି ଫଟୋ; ସୋସିଆଲ ମିଡିଆରେ ବବାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାଇଲିସ କ୍ୟାପଟେନ ମିତାଲୀ ରାଜ ନିକଟରେ ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ସମାଲୋଚନା (ଟ୍ରୋଲ) କରାଯାଉଛି।
ମିତାଲି ଛାଡିଥିବା...
ନବୀନ ନିବାସ ସମ୍ମୁଖରେ ଅଘଟଣ: ବ୍ଲେଡରେ ହାତ କାଟିଦେଲେ ନିଜକୁ ତାଳଚେର ବିଧାୟକଙ୍କ ସ୍ତ୍ରୀ କହୁଥିବା ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ବିଜେପି-ବିଜେଡି ବାକ୍ ଯୁଦ୍ଧରେ ବ୍ୟସ୍ତ ରହିଥିବା ବେଳେ ହାଇ ସିକ୍ୟୁରିଟି ଜୋନ୍ ଭାବେ ପରିଚିତ ନବୀନ ନିବାସ...
ଡରିଗଲା କି ଚୀନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ସେମିନାରରେ ଯୋଗଦେଇ ଭାରତର ସେନାଧ୍ୟକ୍ଷ ବିପିନ ରାୱତ, ଚୀନର ଆଭିମୁଖ୍ୟ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ସେଥିରେ କ୍ଷୋଭ ପ୍ରକାଶ କରିଛି ଚୀନ।
ବିକ୍ସ...
ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଶୁକ୍ରବାରଠୁ ହୁଲସ୍ତୁଲ ହେବ ଗୃହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହ ମୁଲତବୀ କରି ଦେଇଛନ୍ତି ବାଚସ୍ପତି। ତେବେ ଶୁକ୍ରବାରଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ କମ୍ପିବ। ଶାସକ...
ବେଦାନ୍ତକୁ କାରଣ ଦର୍ଶାଅ ନୋଟିସ: ଆସପଣ୍ଡ ଭୁଶୁଡି ଶହଶହ ଏକର ଜମିରେ ମାଡିଥିଲା ପାଉଁଶ ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡା କାତିକେଲାରେ ଥିବା ବେଦାନ୍ତ କମ୍ପାନୀକୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍।
ଆସପଣ୍ଡ ଭୁଶୁଡି ଶହଶହ ଏକର ଜଳମଗ୍ନ ହେବା ଘଟଣାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ନୋଟିସ ଜାରି କରିଛନ୍ତି।...
ଗୌରୀ ଲଙ୍କେଶ୍ ହତ୍ୟା: ବିପଦରେ ଟାବଲଏଡ ସାମ୍ବାଦିକତା
ଭାସ୍କର ପରିଚ୍ଛା
ବାଙ୍ଗାଲୋରରେ ବରିଷ୍ଠ ସାମ୍ବାଦିକା ଓ ହିନ୍ଦୁତ୍ୱ ରାଜନୀତିର କଟ୍ଟର ବିରୋଧୀ କୁହାଯାଉଥିବା ଗୌରୀ ଲଙ୍କେଶ୍ଙ୍କ ହତ୍ୟା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ବିଭିନ୍ନ ସହରରେ ଏ ନେଇ ବିକ୍ଷୋଭ/ଶୋଭାଯାତ୍ରା ଆୟୋଜିତ...
ମୁମ୍ବାଇ ସିରିଜ ବିସ୍ଫୋରଣ: ୨୫୭ ଜୀବନ ନେଇଥିବା ଅବୁ ସଲେମକୁ ଆଜୀବନ ଜେଲ୍, ୨ ଜଣଙ୍କୁ ଫାଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ବର୍ଷ ପରେ ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଣ୍ଡର ୱାର୍ଲ୍ଡ ଡନ୍ ଅବୁ ସଲେମଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର...
ଡେରା ଆଶ୍ରମରେ ‘ତାଜମହଲ’; ରାମରହିମଙ୍କ ରଙ୍ଗୀନ ଦୁନିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଡେରା ସଚ୍ଚା ସୌଦା’ର ଗୁମର କିଛି ରହସ୍ୟ ଉପନ୍ୟାସ ଭଳି। ଯେତେ ଭିତରକୁ ଯିବ, ସେତିକି ରହସ୍ୟ ଉପରୁ ପର୍ଦ୍ଦା ଉଠିବ। ପୁଣି କିଛି ନୂଆ ରହସ୍ୟ ମନ ଭିତରେ ସୃଷ୍ଟି...
ପ୍ରେମ କରୁଛନ୍ତି ‘ପରିଣିତି’; ବଲିଉଡ୍-କ୍ରିକେଟରଙ୍କ ପ୍ରେମ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ହିରୋଇନ, କ୍ରିକେଟରଙ୍କ ପ୍ରେମରେ ପଡ଼ିବା କିଛି ନୂଆ ନୁହେଁ। ଏବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀଙ୍କ ପ୍ରେମକାହାଣୀ ତ ହାଣ୍ଡରେ ପଡ଼ି ହାଟରେ ଗଡୁଛି। ଅନୁଷ୍କା-କୋହଲୀଙ୍କ ଯୋଡ଼ିକୁ ନେଇ...





















