ସରକାରଙ୍କୁ ଧନ୍ୟବାଦ ଦେଲେ ବିଦାୟୀ ଡିଜିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦେଶର ୨୪ ଘଣ୍ଟା ନ ପୁରୁଣୁ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଅବସରରେ ବିଦାୟୀ ଡିଜିପି କେ.ବି.ସିଂହ ମଧ୍ୟ ଉପସ୍ଥିତ ଥିଲେ।...
ଶ୍ୟାମାମଣି ଦେବୀ ଓ ଧ୍ରୁବଚରଣ ବିଶ୍ୱାଳ ପାଇବେ କେଳୁଚରଣ ମହାପାତ୍ର ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ପାଇଁ ସମ୍ମାନସ୍ପଦ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ୨୦୧୭ ମସିହାରେ ଓଡ଼ିଶୀ ଗୀତ ପାଇଁ ଓଡ଼ିଶାର କୋଇଲି ଶ୍ରୀମତୀ ଶ୍ୟାମାମଣୀ ଦେବୀ ଓ...
ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର କରିବ: ଡିଜିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାୟିତ୍ୱ ନେଲେ ରାଜ୍ୟର ନୂତନ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା
କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ଡିଜିପିଙ୍କୁ ସ୍ୱାଗତ...
୫ ବର୍ଷରେ ବଦଳିଲେଣି ୩ ପୋଲିସ ଡିଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସବାହିନୀକୁ ଅତ୍ୟାଧୁନିକ ଢାଞ୍ଚାରେ ଗଢ଼ିବା ପାଇଁ ରାଜ୍ୟ ଗୃହ ବିଭାଗ ସବୁବେଳେ ଫୋକସ୍ ଦେଇ ଆସୁଥିବା କୁହାଯାଉଛି। ହେଲେ ଏହି ଢାଞ୍ଚାରେ ପରିବର୍ତ୍ତନ ଆସିବା ପୂର୍ବରୁ ବାରମ୍ବାର ପୋଲିସ ମୁଖିଆଙ୍କୁ...
ହାଇସ୍କୁଲରେ ମିଶିବ ୟୁପି ସ୍କୁଲ; ସିବିଏସ୍ଇ ପରିସରରେ ଖୋଲିବ ବହି ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇସ୍କୁଲରେ ମିଶିବ ୟୁପି ସ୍କୁଲ୍। ରାଜ୍ୟର ୧୬୦୩ ସରକାରୀ ୟୁପି ସ୍କୁଲକୁ ନିକଟବର୍ତ୍ତୀ ହାଇସ୍କୁଲରେ ମିଶାଯିବ। ଏହି ହାଇସ୍କୁଲ ଗୁଡିକ ଏଣିକି ନୋଡାଲ ହାଇସ୍କୁଲ ନାଁରେ ନାମିତ କରାଯିବ। ଦୁଇ ସ୍କୁଲ...
ଆଧାର ଲିଙ୍କର ଶେଷ ତାରିଖ ଡିସେମ୍ବର ୩୧
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଯୋଜନାରେ ଆଧାର ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ତେବେ ସରକାର ଏହି ଲିଙ୍କର ଅବଧିକୁ ବଢ଼ାଇ ଦେଇଛନ୍ତି। ହିତାଧିକାରୀ ଡିସେମ୍ବର ୩୧ ସୁଦ୍ଧା ଆଧାର ଲିଙ୍କ୍ କରିବାକୁ ସରକାର...
୧୫ ଦିନରେ ଆନ୍ଦୋଳନ: ଖରା, ବର୍ଷାରେ ବସି ରହିଛନ୍ତି ୫ ହଜାର ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୈଠକ ପରେ ପରେ ବୈଠକ ହେଉଛି। ହେଲେ ଦାବି ସମାଧାନ ହୋଇପାରୁନି। ଫଳରେ ୧୫ ଦିନ ହେଲା ଶିକ୍ଷକ, ଅଧ୍ୟାପକ ଖରା, ବର୍ଷା ମାଡ଼ ଖାଇ ରାଜଧାନୀର ଲୋୟର ପିଏମ୍ଜିରେ ବସି...
ଗୋରଖପୁରରେ ଥମୁନି ଶିଶୁ ମୃତ୍ୟୁ: ୭୨ ଘଣ୍ଟାରେ ୬୧ ଶିଶୁଙ୍କ ପ୍ରାଣ ଗଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ବିଆରଡି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଗତ ୭୨ ଘଣ୍ଟା ମଧ୍ୟରେ ୬୧ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନସେଫାଲାଇଟିସ ୱାର୍ଡରେ ୧୧...
ବିଜୁ କ୍ରୀଡ଼ା ପୁରସ୍କାର: ପ୍ରୋତ୍ସାହନ ରାଶି ପାଇଲେ ୧୦ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ୨୦୧୬ ମସିହା ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା’ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ...
ସପ୍ତମ ବେତନ କମିଶନ: କିଏ ପାଇବେ କେତେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି।
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ସପ୍ତମ ବେତନ କମିଶନ ଲାଗୁ ହେବା ଘୋଷଣା ପରେ ସାରା ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ...





















