କ’ଣ କଲେ ସନ୍ନି ଲିଓନୀ? କୋଚିରେ କାହିଁକି ହେଲା ଏତେ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଣ ଷ୍ଟାରରୁ ବଲିଉଡ୍ ଷ୍ଟାର ବନିଥିବା ସନ୍ନି ଲିଓନୀ, ଇଣ୍ଟରନେଟରେ ସବୁଠୁ ଅଧିକ ଖୋଜା ପଡୁଥିବା ଭାରତୀୟ।
ଗତ ପାଞ୍ଚ ବର୍ଷ ହେଲା ଗୁଗଲ ସର୍ଚ୍ଚରେ ସବୁଠୁ ଲୋକପ୍ରିୟ ଭାରତୀୟ ହେଉଛନ୍ତି ସନ୍ନି...
ବୁଲେଟ୍ ଟ୍ରେନ୍ ବନାମ ବିପଦମୁକ୍ତ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ରୁତ ଯାତ୍ରା ନା ନିରାପଦ ଯାତ୍ରା, କାହାକୁ ବାଛିବ ଭାରତ?
କଳିଙ୍ଗ-ଉତ୍କଳ ଏକ୍ସପ୍ରେସ୍ ଟ୍ରେନର ଦୁର୍ଘଟଣାର ଦୁଃଖ ମନରୁ ଲିଭୁନାହିଁ। ଯେତେବେଳେ ଅବହେଳା ଯୋଗୁଁ ଦୁର୍ଘଟଣାର ଖବର ଆସୁଛି, ସେତେବେଳେ ଚିନ୍ତା ଅଧିକ...
କଟକରୁ ସ୍ପେନ: ଅନାଥ ଝିଅ କେମିତି ହେଲେ କୋଟିପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁ ଝିଅକୁ ବାପାମାଆ ଅଲୋଡ଼ା ଭାବି ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ, ସେ ଝିଅ ଆଜି ମାଦ୍ରିଦ୍ ୟୁନିଭର୍ସିଟିର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ। କୋଟିପତି ବାପା-ମାଆଙ୍କ ଅଲିଅଳ ଉତ୍ତରାଧିକାରୀ। ଝିଅଟିର ନାଁ...
ସୋସିଆଲ ମିଡିଆରେ ଅନାଥ ପିଲାଙ୍କ ଜୀବନ କାହାଣୀ ଆଣିଦେଇଛି ନୂଆ ପ୍ରେରଣା
ନୀଳାମ୍ବର ରଥ
ସେମାନଙ୍କ କାହାଣୀ ଏହି ନ୍ୟୁ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଲେ ଏହା ନିଶ୍ଚୟ ଜୀବନ ସମ୍ପର୍କରେ ଏକ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ।
ଓଡ଼ିଶାରୁ ଯାଇ ସ୍ପେନ୍ର ମାଦ୍ରିଦ୍...
ହାତ ପାଆନ୍ତାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବ ପ୍ରୋଜେକ୍ଟ ଧନ୍ୱନ୍ତରୀ ଓ ଆରୋଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କିଛି ଜିଲ୍ଲାରେ ହାତପାଆନ୍ତାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆବଶ୍ୟକ ସୁବିଧା ଥିବା ୧୧ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗେଲ...
ନବୀନଙ୍କୁ ବିପୁଳ ସମ୍ବର୍ଦ୍ଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ-ଦୂରତା ବଜାୟ ରଖିବ। ଏ ନିର୍ବାଚନ ଠିକ୍ ସମୟରେ ହେଉ ବା ଆଗୁଆ ହେଉ ଲଢ଼ିବା ପାଇଁ ବିଜେଡି ଦଳ...
ଟ୍ରେନ ଦୁର୍ଘଟଣା: ଭାଇରାଲ ହେଲା ଅଡିଓ କ୍ଲିପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଲିଲା ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା
ଉତ୍ତରପ୍ରଦେଶର ମୁଜାଫରନଗରଠାରେ ପୁରୀ-ହରିଦ୍ୱାର ଟ୍ରେନ ଦୁର୍ଘଟଣାର ପର୍ଦ୍ଦାଫାସ୍ ହେବାରେ ଲାଗିଛି। ରବିବାର ଦିନ ଦୁଇଜଣ ରେଳଲାଇନ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଦୁର୍ଘଟଣା ସମ୍ପର୍କରେ କିଛି ସୁରାକ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା...
ଆଇଓସିଏଲ ବିବାଦର ଅନ୍ତ: ୧୫ ବର୍ଷ ପାଇଁ ବାର୍ଷିକ ୭୦୦ କୋଟି ଟଙ୍କାର ଋଣ ଦେବ ରାଜ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାରକୁ ନେଇ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ୨୦୧୬-୧୭ ବର୍ଷଠାରୁ ରାଜ୍ୟ ସରକାର ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ...
ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ: ୨୩ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ ଆଜି ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉତ୍ତରପ୍ରଦେଶ ମୁଜାଫରନଗରଠାରେ ସଂଧ୍ୟା ୫.୪୬ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନଟି ଗତକାଲି ପୁରୀରୁ ବାହାରିଥିଲା ଓ...
ଇନଫୋସିସ୍ କଳିକୁ ନେଇ କର୍ପୋରେଟ୍ ଇଣ୍ଡିଆରେ ହଲ୍ଚଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଟା ପରେ ଏବେ ଇନଫୋସିସ୍ର ପାଳି। ଇନଫୋସିସ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ବିଶାଳ ସିକ୍କାଙ୍କ ଆକସ୍ମିକ ଇସ୍ତଫା କମ୍ପାନି ଭିତର ଓ ବାହାର ଦୁନିଆ ଉଭୟରେ...





















