ବିଲ୍‌ଡରଙ୍କୁ ଓରେରା ଛାଟ – ସୋସାଇଟି ଗଢ଼ା ନ ହେବା ଯାଏଁ ତୁଲାଇବେ ପ୍ରକଳ୍ପର ମେଣ୍ଟେନାନ୍ସ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ମେଣ୍ଟେନାନ୍ସ ଦାୟିତ୍ଵ ତୁଲାଇବେ ବିଲ୍‌ଡର ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଅନ୍ତରୀଣ ରାୟରେ ବିଲ୍‌ଡରଙ୍କୁ ନିର୍ଦ୍ଦେଶ...

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନ ୨୦୨୨ରେ  ବିପୁଳ ଜନ ସମର୍ଥନ ପାଇଥିବା ଆମ ଆଦମୀ ପାର୍ଟି(ଆପ)ର ଭଗବନ୍ତ ସିଂ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆପ୍‌ର ବିପୁଳ ବିଜୟ ପରେ...

ନିର୍ଦ୍ଧାରିତ ସମୟରେ ଟିକାକରଣ: ସୁସ୍ଥ ଏବଂ ସୁରକ୍ଷିତ ହେବ ମା’ ଓ ଶିଶୁର ଜୀବନ

  ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=SPUjf93BywE] ବର୍ତ୍ତମାନ ସମୟରେ ଟିକାକରଣ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଟିକାକରଣ ଦ୍ଵାରା ଜୀବନ ସୁସ୍ଥ ଏବଂ ସୁରକ୍ଷିତ ହୋଇପାରିବ। ନିର୍ଦ୍ଧାରିତ ସମୟରେ ଶିଶୁ ଓ ଗର୍ଭବତୀଙ୍କ ଟିକାକରଣ କରିବା ଦ୍ଵାରା କ’ଣ ସବୁ ଫାଇଦା...

ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୮ ମହିଳାଙ୍କୁ ‘କଳିଙ୍ଗ ବୀରାଙ୍ଗନା’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ 'କଳିଙ୍ଗ ବୀରାଙ୍ଗନା' ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ...

ପଞ୍ଜାବରେ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହା ପରେ ସମସ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ...

ଆଉ ୬ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ୬ ଜଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ସରକାରୀ ଅଧିକାରୀଙ୍କୁ ବୁଧବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏହି ଅଧିକାରୀମାନଙ୍କ ମଧ୍ୟରେ ୩ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପୋଲିସ...

୧୮ ତାରିଖ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା, ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଗରମରେ ଆଉଟୁପାଉଟୁ ହେବେ ଓଡ଼ିଶାବାସୀ। ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

କୋଭିଡ କଟକଣା ମଧ୍ୟରେ ହେବ ବିଧାନସଭା ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ ଅଧିବେଶନ। ବଜେଟ ଅଧିବେଶନକୁ ସୂଚାରୁ ରୂପେ ତଥା ସବୁଦଳର ସହଯୋଗ ଓ ସହଭାଗିତାରେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର...

ପୌର ନିର୍ବାଚନ: ମୈଦାନରେ ୮୨ କାଉନସିଲର ଓ ୪ ପୌର ଅଧ୍ୟକ୍ଷ ପ୍ରାର୍ଥୀ

 ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୮୨ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଏବଂ ୪ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ...

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ : ଶ୍ରେଣୀ ଗୃହରେ ‘ହିଜାବ’ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦରେ ରହିଥିବା ହିଜାବ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହିଜାବ ପିନ୍ଧି ସ୍କୁଲ କଲେଜ ଯିବା ନିମନ୍ତେ ମୁସଲମାନ ଛାତ୍ରୀଙ୍କ ପକ୍ଷରୁ ହୋଇଥିବା ସମସ୍ତ...