ଏଥର ପିଲାଙ୍କ ପ୍ରସଙ୍ଗ – ଓଡ଼ିଶାରେ କୋଭିଡ୍-୧୯ ମୁକାବିଲା ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ସକାଳ ୧୦ଟା୩୦ରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଶିଶୁ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷା ବିଷୟରେ ଚର୍ଚ୍ଚା କୋଭିଡ୍‌ ଯୋଦ୍ଧାଙ୍କ କାହାଣୀ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ...

ସଟ୍‌ଡାଉନ୍‌ରେ ଚାଲିବ ଯାତ୍ରୀବାହୀ ବସ୍ – ପୋଲିସକୁ ଟିକେଟ ଦେଖାଇ ଯାଇପାରିବେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଟ୍‌ଡାଉନ୍‌ ବେଳେ ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଏନେଇ ଗତକାଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସଟ୍‌ଡାଉନ୍‌ ବେଳେ ବସ୍‌ ଚଳାଚଳ ଉପରେ କୌଣସି କଟକଣା...

ଏଡ୍‌ସ ରୋଗୀଙ୍କ ସହ ରହିଲେ କିମ୍ବା ଛୁଇଁଲେ ରୋଗ ବ୍ୟାପେ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=beoaEZUvMwU ଏଡ୍‌ସ ରୋଗୀଙ୍କ ସହ ରହିଲେ କିମ୍ବା ଛୁଇଁଲେ ରୋଗ ବ୍ୟାପେ ନାହିଁ। ସମାଜରେ ଏନେଇ ଥିବା ଭ୍ରମ ଦୂର ହେବା ଦରକାର। ୟୁନିସେଫ୍ 'ମୀନା' ଆନିମେସନ୍ ସିରିଜର 'ଗୋଟିଏ ଝିଅର କାହାଣୀ'...

ଶନିବାର, ରବିବାର ସଟ୍‌ଡାଉନ୍‌ – ଟୁଇନସିଟିରେ କେଉଁ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ରୋକିବା ପାଇଁ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସଟ୍‌ଡାଉନ୍‌ ବେଳେ କେଉଁ କର୍ମଚାରୀମାନେ କଟକ...

ଫେସବୁକ ବ୍ୟବହାରକାରୀ ସତର୍କ ରହନ୍ତୁ!

ଓଡ଼ିଶାଲାଇଭ ବ୍ୟୁରୋ ଫେସବୁକରେ ଅନେକ ସମୟରେ ଆପଣ ଏହିଭଳି ବିଜ୍ଞାପନ ଦେଖିଥିବେ ଯେଉଁଥିରେ କୁହାଯାଇଥିବ ଯେ ଖୁବ ମହଙ୍ଗା ସ୍ମାର୍ଟ ଫୋନ ଅତି  ଶସ୍ତାରେ ମିଳୁଛି। ଏହିଭଳି ମନଲୋଭା ବିଜ୍ଞାପନ ପ୍ରତି ସମସ୍ତେ ସତର୍କ...

ସଙ୍ଗରୋଧ କେନ୍ଦ୍ରରେ ମିଳୁଛି ନିମ୍ନମାନର ଖାଦ୍ୟ – ପଟ୍ଟାମୁଣ୍ଡାଇ ବଡ଼ମୋହନପୁରରେ ଅନ୍ତେବାସୀଙ୍କ ପ୍ରତିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଟ୍ଟାମୁଣ୍ଡାଇ ବଡମୋହନପୁର ସଙ୍ଗରୋଧ କେନ୍ଦ୍ରରେ ଅନିୟମିତତା ନିମ୍ନମାନର ଖାଦ୍ୟ ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଅନ୍ତେବାସୀ ଉପବାସରେ ରହି ପ୍ରତିବାଦ କଲେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ କେନ୍ଦ୍ରାପଡା ଜିଲ୍ଲା...

ଆମେରିକାରେ କାହିଁକି ଲାଗିଲା ନିଆଁ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୩ ଦିନ ହେଲା ବିକ୍ଷୋଭ ନିଆଁରେ ଆମେରିକା ଜଳୁଛି। ବିଶ୍ଵର କ୍ଷମତାଶାଳୀ ରାଷ୍ଟ୍ର ଆମେରିକାରେ ଏବେ ନିଆଁ ଲାଗିଛି। ଏହି ନିଆଁ ଗତ ତିନି ଦିନ ହେଲା କୁହୁଳୁଛି। ବର୍ଣ୍ଣ ବୈଷମ୍ୟ...

ଯୌତୁକ ନେବା ନାହିଁ କି ଦେବା ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=AnWIStJuLYU ଯୌତୁକ ହେଉଛି ଏକ କୁତ୍ସିତ ସମାଜିକ ପ୍ରଥା। ଏହା ଆମ ସମାଜ ପାଇଁ କ୍ଷତିକାରକ। ଯୌତୁକ ନେବା ଏବଂ ଦେବା, ଉଭୟ ଆଇନ ଅନୁଯାୟୀ ଅପରାଧ। ୟୁନିସେଫ ଆନିମେସନ୍ ସିରିଜ 'ମୀନା'ର...

ବାଲ୍ୟ ବିବାହକୁ ନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hiYT0plJRrY ବିବାହ କରିବାର ଆଇନଗତ ବୟସ ହେଉଛି ୧୮ ବର୍ଷ। ବାଲ୍ୟ ବିବାହ ଝିଅର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ସଠିକ ବୟସ ହୋଇନଥିବାରୁ ଗର୍ଭଧାରଣ କ୍ଷେତ୍ରରେ ଝିଅଙ୍କ...

ଦାରୁୱାଲାଜି, ମୁଁ ଆପଣଙ୍କୁ ମନେ ରଖିବି

ଡକ୍ଟର ମୃଣାଳ ଚାଟାର୍ଜୀ ବେଜାନ ଦାରୁୱାଲା ଆଉ ନାହାନ୍ତି। ଯାହାର ଜ୍ୟୋତିଷ ଭବିଷ୍ୟବାଣୀ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ଅନୁସରଣ କରିଥିଲେ, ଶୁକ୍ରବାର (ମେ ୨୯) ଅହମ୍ମଦାବାଦର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ...