‘ହେ ଚକାନୟନ’ ଭଜନ ଗାଇବା ପାଇଁ ମୁଁ ରାତି ସାଢ଼େ ୩ଟା ଯାଏଁ ଅପେକ୍ଷା କରିଥିଲି – ଶାନ୍ତିଲତା...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=JRtUGAplPuA ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ’ ପାଲଟିଥିଲା ଏକ କ୍ଲାସିକ୍‍।  ‘‘ମତେ ଯେତେବେଳେ କେହି ଜାଣି ନଥିଲେ ମହାପ୍ରଭୁ ଟିକେ ଆଡ଼ ନୟନରେ ଚାହିଁଥିଲେ। ରାତି ସାଢ଼େ ୩ଟା ବେଳେ ମୁଁ ଏହି...

କାଳ, ଆତ୍ମା ଓ କର୍ମ

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି...

ହରିୟାଣାରେ ବିଜେପିକୁ ସାହା ସ୍ୱାଧୀନ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ସରକାର ଗଢ଼ିବାକୁ ବିଜେପି କଷୁଛି ଗଣିତ। ହରିୟାଣାରେ ପୁଣି ବିଜେପି ସରକାର। ମନୋହରଲାଲ୍‌ ଖଟ୍ଟର ହେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ। ସରକାର ଗଠନ...

ଜଗତ୍‌ସିଂହପୁରର ସୈକ୍, ବ୍ରହ୍ମପୁରର ଚିନ୍ମୟୀ – କେମିତି ପାଲଟିଲେ ଯକ୍ଷ୍ମା ସଚେତନତା ଆମ୍ବାସଡର?

ଅନୁଜ ଦାସ ନିଜେ ଜିତିଲେ, ଏବେ ବୁଲି ବୁଲି ପ୍ରଚାର କରୁଛନ୍ତି ‘ଟିବି ହାରିବ, ଦେଶ ଜିତିବ’। ସମୟ ବଦଳିଛି। ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ ଭୟ ରହିଛି। କେଉଁଠି ରୋଗୀ...

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ସରଳ କୁମାର ଦାସ   ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ। ସେପ୍ଟେମ୍ବର ୨୦୧୯...

ବସ୍ତୁ ଓ ଆତ୍ମା

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...

ପ୍ରସାର ଓ ପ୍ରସିଦ୍ଧିର ପରିସୀମା

ଜଗନ୍ନାଥ ପ୍ରସାଦ ଦାସ ପ୍ରସିଦ୍ଧି ଓ ମହତ୍ଵ ଅଲଗା ଜିନିଷ। ପ୍ରସିଦ୍ଧି ହେଉଛି ଖ୍ୟାତି (ବା ଅପଖ୍ୟାତି), ବ୍ୟାପକ ପରିଚିତ, ବେଶି ଜଣାଣୁଣା ହୋଇଥିବା। ମହତ୍ଵ ହେଉଛି ଉତ୍କର୍ଷ, ଶ୍ରେଷ୍ଠତ୍ୱ। କିଏ କେତେ ପ୍ରସିଦ୍ଧ ତା ସର୍ଭେ...

ଭବାନୀପାଟଣାର ଦୃଷ୍ଟିହୀନ ଝିଅ ମେଘମାଳା – ସଙ୍ଗୀତ ଭିତରେ ଯିଏ ଦେଖନ୍ତି ଦୁନିଆ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-FykxIpU6l0&t=41s ‘‘ମୁଁ ଜନ୍ମରୁ ଦୃଷ୍ଟିହୀନ। ଆଖି ଦେଖାଇବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ହେଲେ ଡାକ୍ତର ମନା କରିଦେଲେ। ମୋ’ ମାଆ ଏବଂ ବାପା ଗୋଟିଏ ଗୋଟିଏ ଆଖି ଦେବା ପାଇଁ କହିଥିଲେ।...

ଲେଖକର ଅବସର ବୟସ

ଜଗନ୍ନାଥ ପ୍ରସାଦ ଦାସ ଲେଖାଲେଖି ପ୍ରାୟ ବନ୍ଦ କରିଦେଇଥିବା ବୟସ୍କ ଲେଖକକୁ ଯଦି ‘ଆପଣ ଲେଖୁନାହାନ୍ତି କାହିଁକି’ ବୋଲି ପଚରାଯାଏ, ତା’କୁ ନିଶ୍ଚୟ କଷ୍ଟ ହୁଏ। କିନ୍ତୁ ଯଦି କିଏ ପଚାରେ ‘ଆପଣ ଲେଖୁଛନ୍ତି କାହିଁକି’ ତା’କୁ...

ଦେବ ଭାଷା ଓ ଆମ ଭାଷା

ଜଗନ୍ନାଥ ପ୍ରସାଦ ଦାସ ସଂସ୍କୃତ ଭାଷା ସବୁ ସମୟରେ ନିଜକୁ ଦେବତାଙ୍କର ଭାଷା ବୋଲି ଦାବି କରି ଆସିଛି। ଏହାର ପ୍ରତିବାଦରେ ଷୋଡ଼ଶ ଶତାବ୍ଦୀ କବି ଏକନାଥ ଦୁଃଖ ଓ କ୍ରୋଧର ସହିତ କହିଥିଲେ, ସଂସ୍କୃତ ଭାଷାକୁ...