ଚୀନ୍ ନିର୍ମାଣ କଲା ଇଲେକ୍ଟ୍ରିକ୍ ବିମାନ – ଥରେ ଚାର୍ଜ କଲେ ଉଡ଼ିବ ୩୦୦ କିଲୋମିଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେକ୍ନୋଲୋଜି କ୍ଷେତ୍ରରେ ପାଦେ ଆଗରେ ଚୀନ୍। ଉଡ଼ାଇଲା ଦେଶର ପ୍ରଥମ ଇଲେକ୍ଟ୍ରିକ୍ ବିମାନ।
ସାରା ବିଶ୍ୱରେ ଯେତେବେଳେ ଇଲେକ୍ଟ୍ରିକ୍ କାର୍କୁ ପ୍ରୋତ୍ସାହନ ଦେଉଛି, ସେସମୟରେ ଚୀନ୍ ଆଉ ପାଦେ ଆଗକୁ ଯାଇ ନିର୍ମାଣ...
ବାଗଦାଦୀର ଉତ୍ତରାଧିକାରୀକୁ ମଧ୍ୟ ନିହତ କଲା ଆମେରିକା – ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିରିଆରେ ଅବସ୍ଥାପିତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିହତ। ଆମେରିକାର ଏୟାର ଷ୍ଟ୍ରାଇକ୍ରେ ବାଗ୍ଦାଦୀର ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏୟାର...
ଆତଙ୍କୀ ସଙ୍ଗଠନ ISISର ମୁଖ୍ୟ ବାଗ୍ଦାଦି ନିହତ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସିରିଆରେ ଅବସ୍ଥାପିତ ଆତଙ୍କୀ ସଙ୍ଗଠନ ଆଇଏସ୍ଆଇଏସ୍ର ମୁଖ୍ୟ ବକର ଅଲ୍ ବାଗ୍ଦାଦି ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି। ସିରିଆରେ ଆମେରିକା ସେନା ପକ୍ଷରୁ ହୋଇଥିବା ସିକ୍ରେଟ୍ ଅପରେସନରେ ବାଗ୍ଦାଦି ନିହତ...
ଲଣ୍ଡନରେ ପ୍ରବାସୀ ଓଡ଼ିଆ ପାଳିଲେ ନୂଆଁଖାଇ ଭେଟଘାଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଣ୍ଡନରେ ପ୍ରବାସୀ ଓଡ଼ିଆ ପାଳିଲେ ନୂଆଁଖାଇ ଭେଟଘାଟ୍ ଉତ୍ସବ।
ଲଣ୍ଡନରେ ନୂଆଁଖାଇ ଭେଟଘାଟ୍ ଉତ୍ସବ ପାଳନ କଲେ ପ୍ରବାସୀ ଓଡ଼ିଆ। ଅକ୍ଟୋବର ୨୦ରେ ଲଣ୍ଡନର ପାଇନର ସହରରେ ଥିବା ୱେଷ୍ଟ ଲଜ୍ ପ୍ରାଇମେରୀ...
ଗୁରୁବାର ହ୍ୱାଇଟ୍ ହାଉସରେ ଦୀପାବଳି ପାଳିବେ ଡୋନାଲ୍ଡ ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର ୨୪ତାରିଖରେ ହ୍ୱାଇଟ୍ ହାଉସରେ ପାଳିବେ ଦୀପାବଳି। ଭାରତରେ ଅକ୍ଟୋବର ୨୭ ତାରିଖରେ ଦୀପାବଳି ପାଳନ ହେବାକୁ ଥିବାବେଳେ ଏହାର ତିନିଦିନ ପୂର୍ବରୁ ହ୍ୱାଇଟ୍ ହାଉସରେ ଦୀପାବଳି...
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ, ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କ ନାଁ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ତିନିଜଣ ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଅଭିଜିତ୍ ବାନାର୍ଜୀ ତାଙ୍କ ପତ୍ନୀ ଏସ୍ତର ଡୁପ୍ଲାଓ ଓ ମାଇକେଲ କ୍ରେମରଙ୍କୁ...
ଜାପାନରେ ପ୍ରଳୟଙ୍କାରୀ ଝଡ଼, ଭାରତ ବଢ଼ାଇଲା ସହାୟତାର ହାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନର ରାଜଧାନୀ ଟୋକିଓ ସହ ଦେଶର ବିଭିନ୍ନ ଅଞ୍ଚଳରେ ତାଣ୍ଡବଲୀଳା ସୃଷ୍ଟି କରିଛି ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ‘ହେଗୀବିସ’। ଝଡ଼ର ପ୍ରଭାବରେ ଜାପାନର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ଏଥିପାଇଁ ଭାରତ...
ଭାରତ ଗସ୍ତ ସାରି କାଠମାଣ୍ଡୁ ଅଭିମୁଖେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଭାରତ ଗସ୍ତ ସାରି ଫେରିଲେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍। ଭାରତ ଗସ୍ତ ସାରି ଜିନ୍ପିଙ୍ଗ୍ ନେପାଳ ଯିବେ। ଏଥିପାଇଁ ଚେନ୍ନାଇ ବିମାନ ବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା...
କିଏ ଏହି ୪୩ ବର୍ଷୀୟ ପ୍ରଧାନମନ୍ତ୍ରୀ? ଯାହାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା ୨୦୧୯ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଚଳିତ ବର୍ଷ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ତେବେ ଅବି ଅହମ୍ମଦ ଅଲୀଙ୍କୁ...
ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତି ପାଇଁ ଘୋଷଣା ହେଲା ସମ୍ମାନଜନକ ନୋବେଲ ପୁରସ୍କାର। ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀଙ୍କୁ ଚଳିତ ବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ପଡ଼ୋଶୀ ଏରିଟ୍ରିଆ ସହ ଶାନ୍ତି...





















