ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକାଠି ହେଉ – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକାଠି ହେବା ଦରକାର। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଆତଙ୍କବାଦ ବିରୋଧରେ ଭାରତ...
ଓଡ଼ିଶା କେମିତି କଲା ‘ଫନି’ ମୁକାବିଲା? ନବୀନ କହିବେ ପୂରା କାହାଣୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନ୍ୟାସନାଲ ଜିଓଗ୍ରାଫିକାଲ ଚ୍ୟାନେଲରେ ନବୀନ କହିବେ ଫନି ମୁକାବିଲାର ସଫଳ କାହାଣୀ।
ସାରା ବିଶ୍ୱ ଜାଣିବ ବାତ୍ୟା ‘ଫନି’ ମୁକାବିଲାର ସଫଳ କାହାଣୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ କେମିତି ତାଙ୍କ...
ବିଶ୍ୱର ଏମିତି ଦେଶ ଯେଉଁଠି ଚୁଇଙ୍ଗମ, ଜିନ୍ସ ଓ ବ୍ୟାୟାମ ଉପରେ ଲାଗିଛି ରୋକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ବିଭିନ୍ନ ଦେଶରେ ମଦ,ସିଗାରେଟ୍, ତମାଖୁ ଓ ପାନମସଲା ଭଳି ଅନେକ ଜିନିଷ ବ୍ୟାନ ହୋଇଥିବା ଶୁଣିଥିବେ। ତେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁ ଦେଶରେ ବିଭିନ୍ନ ପ୍ରକାର...
ନ୍ୟୁୟର୍କରେ ଟ୍ରମ୍ପଙ୍କୁ ଭେଟିଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଛନ୍ତି। ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ...
ପିଓକେରେ ଭୂମିକମ୍ପ – ୧୯କୁ ବଢ଼ିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକ୍ ଅଧିକୃତ କଶ୍ମୀର(ପିଓକେ)ର ମୀରପୁରଠାରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଭୟଙ୍କର ଭୂମିକମ୍ପ। ଏହି ଭୂମିକମ୍ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ୩୦୦ରୁ ଅଧିକ ଲୋକ ଆହତ...
ଭୂମିକମ୍ପରେ ଦୋହଲିଗଲା ପିଓକେ – ୫ ମୃତ, ଅନେକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ମଙ୍ଗଳବାର ଅପରାହ୍ଣ ୪.୩୫ରେ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପିଓକେରେ ବଡ଼ ଧରଣର କ୍ଷୟକ୍ଷତି ଘଟାଇଛି। ବିଭିନ୍ନ ଘର ଭୁଶୁଡ଼ି ପଡ଼ିଥିବା ବେଳେ...
ଚଳଚଞ୍ଚଳ ଆମେରିକାର ହଷ୍ଟନ ସହର – ଆରମ୍ଭ ହେବ ‘ହାଓଡୀ ମୋଦି’ ମେଗା ସୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ହଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ହାଓଡୀ ମୋଦି' ମେଗା ସୋ'ରେ ସମ୍ବୋଧିତ କରିବେ। ମୋଦିଙ୍କ ସହ ଉପସ୍ଥିତ ରହିବେ ଟ୍ରମ୍ପ।
ଚଳଚଞ୍ଚଳ ହୋଇପଡ଼ିଛି ଆମେରିକା ଟେକ୍ସାସ୍ର ହଷ୍ଟନ ସହର। ଆଜି...
ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ
ଓଡ଼ିଶାଲାଇଭ ବ୍ୟୁରୋ
ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏ ଘଣ୍ଟାରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି।
ତେବେ ଏହି ଭୂମିକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ। ହେଲେ...
ଭାଙ୍ଗୁନି ଇମ୍ରାନଙ୍କ ଗଉଁ – ଭାରତ ସହ ଆଲୋଚନାକୁ ନା କହିଲେ ପାକ୍ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁଠୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ହାମ୍ବଡ଼ା ନୀତି ଯାଉନି।
କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ବି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଗଉଁ ଭାଙ୍ଗୁନି।...
ବିଶ୍ୱର ଏହି ଦେଶରେ ନାହାନ୍ତି ନିଜର ସେନା, ସୁରକ୍ଷା ପାଇଁ ନିଅନ୍ତି ଅନ୍ୟ ଦେଶର ସାହାଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦେଶ ପାଇଁ ତାର ପ୍ରକୃତ ବଳ ହେଉଛି ତାର ସେନା। ଦୁନିଆରେ ଆଜି ଯେଉଁଦେଶର ସେନା ଯେତେ ଉନ୍ନତ ସେ ଦେଶ ସେତେ ଶକ୍ତିଶାଳୀ ବୋଲି କୁହାଯାଏ। ଅଧିକାଂଶ ଦେଶରେ...




















