ଶ୍ରୀଲଙ୍କାରେ ହେଲା ପୁଣି ଏକ ବିସ୍ଫୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଶ୍ରୀଲଙ୍କାରେ ଆଉ ଏକ ବିସ୍ଫୋରଣ ହୋଇଛି। ଶ୍ରୀଲଙ୍କା ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ପୁଗୋଡ଼ା ସହରର ଏକ କୋର୍ଟ ପଛରେ ଏହି ବିସ୍ଫୋରଣ ହୋଇଛି। ଏହି ବିସ୍ପୋରଣରେ...
ଶ୍ରୀଲଙ୍କାରେ ପୁଣି ବିସ୍ପୋରଣ, ବସ୍ଷ୍ଟାଣ୍ଡରୁ ମିଳିଲା ୮୭ ଡେଟୋନେଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ଘଟିଲା ପୁଣି ଏକ ବିସ୍ଫୋରଣ। ଚର୍ଚ୍ଚ ପାଖର ଏକ ଭ୍ୟାନରେ ଜୋରଦାର ବିସ୍ଫୋରଣ ଘଟିଛି। ବମ ନିରୋଧକ ଦଳର ଅଧିକାରୀ ଏହାକୁ ନିଷ୍କ୍ରିୟ କରୁଥିବା ବେଳେ ଏହା...
ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୬୧କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୩ ଭାରତୀୟ
ଓଡ଼ିଶାଲାଇଭ ବ୍ୟୁରୋ
ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଲାଣି। ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବା ସୂଚନା ମିଳିଛି। କଲମ୍ବୋସ୍ଥିତ...
ଶ୍ରୀଲଙ୍କାରେ ଅଷ୍ଟମ ବିସ୍ଫୋରଣ, ଲାଗିଲା ରାତ୍ରିକାଳୀନ କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିନର ବଡ଼ ଖବର। ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ଖବର ଅନୁଯାୟୀ, ଶ୍ରୀଲଙ୍କାରେ ଅଷ୍ଟମ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥି ସହିତ ବିସ୍ଫୋରଣରେ ମୃତ୍ୟୁ...
ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୩୫ ବିଦେଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ଳୋକ ଥିବା ନେଇ...
ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣ – ୧୨୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଛି ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଛି। ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ...
ଶ୍ରୀଲଙ୍କାର ୬ଟି ସ୍ଥାନରେ ବିସ୍ଫୋରଣ, ୫୨ ମୃତ, ୨୮୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛିା ରିପୋର୍ଟ ଅନୁସାରେ ଶ୍ରୀଲଙ୍କାରେ ୬ଟି ସ୍ଥାନରେ ବିସ୍ଫୋରଣ ଘଟିଛିା
ଏହି ବିସ୍ଫୋରଣରେ ଶ୍ରୀଲଙ୍କାର ୩ ଚର୍ଚ୍ଚ,...
୧୬୦ ଫୁଟ ଉଚ୍ଚ ଖମ୍ବରେ ଝୁଲି ଶୋଇଛନ୍ତି ଶ୍ରମିକ, ଭିଡିଓ ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଇନାର ଏକ ଅଭୁତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ ନିର୍ମାଣାଧିନ କାମ ସମୟର। ଭାଇରାଲ ଭିଡିଓରେ ସମସ୍ତ ଶ୍ରମିକମାନେ ବିଜୁଳି ଖୁଣ୍ଟି ତିଆରି କରୁଥିବାର ନଜର...
ଜନ୍ମ ବେଳେ ଶିଶୁର ଓଜନ ଥିଲା ୨୫୮ଗ୍ରାମ୍, ଏବେ ୩ କେଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନରେ ସବଠୁ କମ୍ ଓଜନର ଜନ୍ମିତ ଶିଶୁ ଏବେ ବାହାର ଦୁନିଆ ଦେଖିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର ସବୁଠାରୁ ଛୋଟ ଓ କମ୍ ଓଜନ ବିଶିଷ୍ଟ ଶିଶୁପୁତ୍ର ଭାବେ ଜାପାନରେ ଗତବର୍ଷ...
ବଲୁଚିସ୍ତାନରେ ୧୪ ବସ୍ ଯାତ୍ରୀଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ବଲୁଚିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ଗୋଟେ ଯାତ୍ରୀବାହୀ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଗୁଳିକାଣ୍ଡରେ ୧୪ ଜଣ ବସ୍ ଯାତ୍ରୀ ପ୍ରାଣ ହରାଇଛନ୍ତି।...



















