ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛିା ରିପୋର୍ଟ ଅନୁସାରେ ଶ୍ରୀଲଙ୍କାରେ ୬ଟି ସ୍ଥାନରେ ବିସ୍ଫୋରଣ ଘଟିଛିା

ଏହି ବିସ୍ଫୋରଣରେ ଶ୍ରୀଲଙ୍କାର ୩ ଚର୍ଚ୍ଚ, ୨ ହୋଟେଲ ଓ ଅନ୍ୟ ଏକ ସ୍ଥାନରେ ଘଟିଛିା ବିସ୍ଫୋରଣରେ ଲଗାତର ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛିା ଶ୍ରୀଲଙ୍କା ମିଡିଆ ରିପୋର୍ଟ  ଅନୁସାରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତିା

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା

ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥବା ସନ୍ଦେହ କରାଯାଉଛିା

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଜରୁରୀକଳାଳୀନ ବୈଠକ ଡାକିଛନ୍ତିା

 

Comment