International

କତାର: ୮ ପୂର୍ବତନ ଭାରତୀୟ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୁରୁବାର କତାରର ଏକ ଅଦାଲତ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ...

ଆରବ ସାଗରରେ ଆହୁରି ବ୍ୟାପକ ହେବ ସାମୁଦ୍ରିକ ସୁରକ୍ଷା, ୩ଟି ଯୁଦ୍ଧ ଜାହାଜ ମୁତୟନ କଲା ଭାରତୀୟ ନୌସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ-ଗାଜା ଯୁଦ୍ଧକୁ କେନ୍ଦ୍ର କରି ଏବେ ଲୋହିତ ସାଗର ଓ ଆରବ ସାଗରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଓ ଆମେରିକାର ବିରୋଧ କରି ୟେମେନର ହୁଥି ବିଦ୍ରୋହୀମାନେ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ। ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଇମ୍ରାନଙ୍କ ସହଯୋଗୀ ଶାହ ମହମୁଦ କ୍ୟୁରେସିଙ୍କୁ ମଧ୍ୟ...

୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହ: ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ।...

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବା ଲାଗି ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ...

ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚଲ୍ ଷ୍ଟାର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଚାଲିଛି ଖେଳାଳି ନିଲାମ। ୩୩୨ ଖେଳାଳିଙ୍କୁ ନେଇ ହେଉଥିବା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି ଆଇପିଏଲର ୧୦ଟି ଦଳ। ଏ ଯାଏଁ ଚାଲିଥିବା...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ, ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ଦିନିକିଆ କ୍ରିକେଟ ସିରିଜର ଦ୍ଵିତୀୟ ମ୍ୟାଚ। ଅଧିନାୟକ କେଏଲ୍‌ ରାହୁଲଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଆକର୍ଷଣୀୟ ବିଜୟ ହାସଲ...

ପୁଣି ଚର୍ଚ୍ଚାରେ ଦାଉଦ ଇବ୍ରାହିମ, କରାଚୀରେ ବିଷ ଦିଆଯାଇଥିବା ଖବର ହେଉଛି ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ମୋଷ୍ଟ ୱାଣ୍ଟେଡ଼ ଡନ୍ ଦାଉଦ ଇବ୍ରାହିମକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଦାଉଦକୁ ବିଷ ଦିଆଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଷକ୍ରିୟା ଯୋଗୁଁ...

ବିଜୟ ଦିବସ: ଆଜିର ଦିନରେ ଭାରତ ଆଗରେ ଧରାଶାୟୀ ହୋଇଥିଲା ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଡିସେମ୍ଵର ୧୬  ତାରିଖ ଦିନ ଧରାଶାୟୀ ହୋଇଥିଲା ପାକସ୍ତାନ, ବଡ଼ ବିଜୟ ହାସଲ କରିଥିଲା ଭାରତ। ୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି ଦିନ ପାକିସ୍ତାନଠାରୁ...

କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା ମାଷ୍ଟର୍ସ’, ୨୭ ଦେଶର ୩୨୪ ଖେଳାଳି କରୁଛନ୍ତି ପ୍ରତିଦ୍ଵନ୍ଦ୍ଵିତା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଛି 'ଓଡ଼ିଶା ମାଷ୍ଟର୍ସ' ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୭ଟି ଦେଶର ୩୨୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ପ୍ରତିଦ୍ଵନ୍ଦ୍ଵିତା...