International

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ କେଶଗୁଚ୍ଛ ୬୦ ଲକ୍ଷ ଟଙ୍କାରେ ନିଲାମ

ଓଡ଼ିଶାଲାଇଭ୍ ବ୍ୟୁରୋ ୮୧ ହଜାର ଆମେରିକୀୟ ଡଲାରରେ ନିଲାମ ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ କେଶ ଗୁଚ୍ଛ। ଯାହର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୬୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଆବ୍ରାହମ...
Naveen-Modi

ମୋଦୀ, ନବୀନଙ୍କ ପଛରେ ଗୁପ୍ତଚର ଲଗେଇଛି ଚୀନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ପ୍ରଭାବଶାଳୀ ଭାରତୀୟ ଲୋକଙ୍କ ପଛରେ ଚୀନ ଗୁପ୍ତଚର ଲଗାଇଥିବାର ଏକ ଚାଞ୍ଚଲ୍ୟକର ଖବର ଆସୁଛି। ଉଭୟ ଦେଶ ମଧ୍ୟରେ ସୀମା ସମସ୍ୟାର ସମାଧାନ...

କିଏ ସେହି ଖବରକାଗଜ ବିକାଳି, ଯିଏ ବିଲ୍ ଗେଟ୍ସଙ୍କଠାରୁ ବି ଅଧିକ ଧନୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ଖବରକାଗଜ ବିକାଳିଙ୍କୁ ନିଜଠୁ ବି ଧନୀ ବୋଲି ମାନନ୍ତି ବିଲ୍ ଗେଟ୍ସ। ଜାଣନ୍ତୁ ପୂରା ଘଟଣା.. “ଯଦି ତମେ ଗରିବ ପରିବାରରେ ଜନ୍ମ ନେଇଛ ତେବେ ସେଥିରେ ତମର କୌଣସି ଭୁଲ...

ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ମସିହାର ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ଆଲୋଚନା କରାଇଥିବାରୁ ତାଙ୍କୁ ଏହି...

ସାର୍ବଜନୀନ ବ୍ୟବହାର ପାଇଁ ବଜାରକୁ ଆସିଲା ପ୍ରଥମ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵବାସୀଙ୍କ ପାଇଁ ଖୁସି ଖବର। ଅନେକ ପ୍ରତିକ୍ଷାର ଅନ୍ତ ପରେ ସାର୍ବଜନୀନ ହେବାକୁ ଯାଉଛି ବିଶ୍ଵର ପ୍ରଥମ କୋଭିଡ-୧୯ ଟିକା। ରୁଷ୍ ଦ୍ଵାରା ପ୍ରସ୍ତୁତ କରୋନା ଟିକା 'ସ୍ପୁଟନିକ୍-ଭି'ର ପ୍ରଥମ ଦଫାକୁ...

ଏହି ସହରରେ ମରିବା ମନା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଚିତ୍ରମୟ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନା। ସେମିତି ଏକ ସହର ହେଉଛି ନରଓ୍ଵେର ଲାଙ୍ଗଇୟରବେନ୍। ଏହି ସହରରେ ମରିବା ମନା।...

ଅଜବ ଗାଁ – ୭ ଶହ ବର୍ଷ ହେଲା ପକ୍ଷୀଙ୍କ ପରି ବସା କରି ରହୁଛନ୍ତି ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଘର ଦେଖିଥିବେ। କିନ୍ତୁ ଇରାନର କନ୍ଦୋବନ ଗାଁରେ ଥିବା ଘରଗୁଡ଼ିକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ଏହି ଗାଁର ଲୋକେ ପକ୍ଷୀଙ୍କ...

ଅଜବ ନିୟମ – କେବଳ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ବୁଲିବାର ସୁଯୋଗ ଦେଉଛି ଏହି ଆଇଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ କରୋନାରୁ ସୁସ୍ଥ ହୋଇଥିବା ପର୍ଯ୍ୟଟକଙ୍କୁ  ବ୍ରାଜିଲର ଫର୍ଣ୍ଣାଡୋ ଡି ନୋରୋହ୍ନା ଆଇଲାଣ୍ଡକୁ ବୁଲି ଯିବା ପାଇଁ ଅନୁମତି ମିଳୁଛି। କରୋନା ମହାମାରୀ ଯୋଗୁଁ ଦେଶ ବିଦେଶର ବହୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି।...

ଓସା ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହେଲା ନୂଆଁଖାଇ ଭେଟଘାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଦୂର ଆମେରିକାରେ ପାଳନ ହେଲା ନୂଆଁଖାଇ ଭେଟଘାଟ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି। ଓଡ଼ିଆ ସୋସାଇଟ୍ ଅଫ୍...

ଟ୍ଵିଟରର ବଡ଼ ପଦକ୍ଷେପ – କପି ପେଷ୍ଟ ଟୁଇଟ୍‌ ଉପରେ ଲାଗିବ ଲଗାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି କପି-ପେଷ୍ଟ ଟୁଇଟ୍ ଉପରେ ଲଗାମ ଲଗାଇବା ପାଇଁ ଟ୍ଵିଟର ବଡ଼ ପଦକ୍ଷେପ ନେଇଛି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଯାହାକି ବିଭିନ୍ନ ରାଜନୈତିକ ଦଳ ଏବଂ...