ଇମ୍ରାନ ଖାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।
ଏହାର କିଛି ସମୟ ପୂର୍ବରୁ...
ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଏକ ଘଣ୍ଟା ମଧ୍ୟରେ ଇମ୍ରାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଛନ୍ତି...
ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ଇମ୍ରାନଙ୍କ ସମର୍ଥକମାନେ ଅସନ୍ତୋଷ ଜାହିର କରିଛନ୍ତି। ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ନିଆଁ...
କଣ୍ଟା ଆସନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଚୌକି ଏମିତି କଣ୍ଟକିତ ଆସନ, ଏଠି ଯିଏ ବି ବସିଛି ସିଏ ଲହୁଲୁହାଣ ହୋଇଛି।
କ୍ଷମତାଚ୍ୟୁତ ହେବାର ପ୍ରାୟ ବର୍ଷକ ପରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରାଯାଇଛି। ପାକିସ୍ତାନୀ ରେଞ୍ଜର ବାହିନୀର ସୈନ୍ୟମାନେ ଇମ୍ରାନଙ୍କୁ ଗିରଫ କରି ହାଜତକୁ...
ମଧୁବାବୁଙ୍କ ଜୟନ୍ତୀ ଅବସରରେ ବାହାରିନ ଓଡ଼ିଆ ସମାଜ ପାଳନ କଲା ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ବାହାରିନର ୱିଣ୍ଡହମ୍ ଗ୍ରାଣ୍ଡ ହୋଟେଲଠାରେ ଏପ୍ରିଲ ୨୮ ତାରିଖରେ ଛତିଶଗଡ଼ ରାଜ୍ୟପାଳ...
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରାଯାଇଛି। ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରାଇଥିବା ଋଷ ଅଭିଯୋଗ କରିଛି।
ଋଷ ପକ୍ଷରୁ ଜାରି...
ଆମେରିକାରେ ‘ଉତ୍କଳ ଉତ୍ସବ’ ପାଳିଲେ ଫ୍ଲୋରିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଫ୍ଲୋରିଆ ତରଫରୁ ଟାମ୍ପା ସହରଠାରେ ‘ଉତ୍କଳ ଉତ୍ସବ’ ପାଳନ କରାଯାଇଛି। ଏହି ଉତ୍ସବରେ ସାମିଲ ହୋଇଥିଲେ ଟାମ୍ପା ତଥା ନିକଟବର୍ତ୍ତୀ ଅର୍ଲାଣ୍ଡୋ...
ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ, ବିମାନ ଯୋଗେ ଓଡ଼ିଶା ଫେରିଲା ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନଠାରେ ଜଣେ ଓଡ଼ିଆ ଶ୍ରମିକ ପୁରୁଷୋତ୍ତମ ସାହୁଙ୍କର ମୃତ୍ୟୁ ହେବା ପରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତାଙ୍କ ପ୍ରଚେଷ୍ଠାରେ ଓଡ଼ିଶା ଫେରିଛି ମୃତଦେହ। ମୃତ ଶରୀର ବାହାରିନରୁ ବିମାନ ଯୋଗେ ଦିଲ୍ଲୀ ଏବଂ ସେଠାରୁ...
ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଦିଆଯାଇଥାଏ।
କେବଳ ଭାରତରେ...




















