International

ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ, ବିମାନ ଯୋଗେ ଓଡ଼ିଶା ଫେରିଲା ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନଠାରେ ଜଣେ ଓଡ଼ିଆ ଶ୍ରମିକ ପୁରୁଷୋତ୍ତମ ସାହୁଙ୍କର ମୃତ୍ୟୁ ହେବା ପରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତାଙ୍କ ପ୍ରଚେଷ୍ଠାରେ ଓଡ଼ିଶା ଫେରିଛି ମୃତଦେହ। ମୃତ ଶରୀର ବାହାରିନରୁ ବିମାନ ଯୋଗେ ଦିଲ୍ଲୀ ଏବଂ ସେଠାରୁ...

ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଦିଆଯାଇଥାଏ। କେବଳ ଭାରତରେ...

ପତନର ଦ୍ୱାରଦେଶରେ ପାକ୍ ଅର୍ଥନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଅର୍ଥନୀତି ଡୁବିବା ଅବସ୍ଥାରେ ପହଞ୍ଚି ସାରିଛି। ଅର୍ଥନୀତିକୁ ସୁଧାରିବା ପାଇଁ ସମସ୍ତ ନିୟନ୍ତ୍ରଣ ନୀତି କାମ ନ କରିବା ପରେ ବିଶ୍ୱ ସମୁଦାୟ ସମ୍ମୁଖରେ ତ୍ରାହିତ୍ରାହି...

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହାଠାରୁ ୟୁନେସ୍କୋ ପକ୍ଷରୁ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଗୋଟିଏ...

ବିଦେଶରେ ଚମକିଲେ ନବରଙ୍ଗପୁରର ବାପା-ପୁଅ: ଅନ୍ତର୍ଜାତୀୟ କରାଟେ ଓ କୋବୁଡୋରେ ଉଭୟଙ୍କୁ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ...

ତୁର୍କୀ ଓ ସିରିଆରେ ଜାରି ରହିଛି ଭାରତର ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପ ପାଇଁ ଧ୍ଵଂସସ୍ତୂପରେ ପରିଣତ ହୋଇଛି ତୁର୍କୀ ଓ ସିରିଆ। ଏ ପର୍ଯ୍ୟନ୍ତ ଦୁଇ ଦେଶରେ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ଏହି ଦୁଇ ଦେଶରେ...

ତୁର୍କୀ-ସିରିଆରେ ମୃତ୍ୟୁର ତାଣ୍ଡବ: ୨୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଭଙ୍ଗା କୋଠା ତଳେ ଶଢ଼ିଲାଣି ଶବ

ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଏବଂ ସିରିଆରେ ଗତ ୬ ତାରିଖରେ ମୃତ୍ୟୁର ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ଭୂମିକମ୍ପ। ଶନିବାର ଦିନ ମୃତ୍ୟୁ ସଂଖ୍ୟା ୨୬ ହଜାର ଟପି ଥିବାବେଳେ ଅନେକ ଜୀବନ ଏବେ ଭଙ୍ଗା...

ତୁର୍କୀ-ସିରିଆ ଭୂମିକମ୍ପ: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ଭଙ୍ଗା କୋଠା ତଳେ ଦବି ରହିଛି...

ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି। ଅନେକ ଜୀବନ ଏବେ ମଧ୍ୟ ଭଙ୍ଗା କୋଠା ତଳେ ଦବି ରହିଛି। ମୃତ୍ୟୁ ସଂଖ୍ୟା...

ତୁର୍କୀ ଓ ସିରିଆରେ ଭୂମିକମ୍ପ: ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଆରମ୍ଭ କଲା ‘ଅପରେସନ ଦୋସ୍ତ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସ୍ଥିତି ଅତି ଭୟଙ୍କର ହୋଇଛି। ଭୂମିକମ୍ପ ଯୋଗୁଁ ଏହି ଦୁଇଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଥିବାବେଳେ ହଜାର ହାଜର ଲୋକ ଏବେବି ବିଭିନ୍ନ...

ତୁର୍କୀ ଭୂମିକମ୍ପ: ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ଗଲା ୨ଟି ଏନଡିଆରଏଫ୍ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ଵଂସ ହୋଇଛି ଅନେକ ସହର। ଏଥିରେ ପ୍ରାୟ ୪୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେବି ଘର ଗୁଡ଼ିକର ଭଗ୍ନାବଶେଷରେ ଫସି ରହିଛନ୍ତି ଅନେକ ଲୋକ।...