ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପାଳିଲା ରଜ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପକ୍ଷରୁ ଓଡ଼ିଶାର ଗଣପର୍ବ ରଜ ପାଳନ ହୋଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବକୁ ଭର୍ଚୁଆଲ୍ ଜରିଆରେ ପାଳନ କରାଯାଇଥିଲା। ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି...
ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ପଶ୍ଚିମ ଓଡ଼ିଶା କମ୍ୟୁନିଟି ଅଫ୍ ୟୁଏଇର ଶ୍ରଦ୍ଧାଞ୍ଜଳି ସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶା କମ୍ୟୁନିଟି ଅଫ୍ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ...
ବଙ୍ଗୋପସାଗରରେ ୧୯୭୦ର ‘ଦି ଗ୍ରେଟ୍ ଭୋଳା’ ଥିଲା ସବୁଠୁ ଭୟଙ୍କର ବାତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗର ଘୁର୍ଣ୍ଣିବାତ୍ୟା ପାଇଁ ସବୁବେଳେ ଏକ ପ୍ରକୃଷ୍ଟ ସ୍ଥାନ ହୋଇଆସିଛି। ବିଭିନ୍ନ ସମୟରେ ପ୍ରଚଣ୍ଡ ବାତ୍ୟାମାନ ଆସି ଧନ ସମ୍ପତ୍ତି ନଷ୍ଟ କରିବା ସହ ଅନେକଙ୍କ ଜୀବନ ନେଇଛି। ତେବେ ୧୯୭୦ ମସିହା...
ଆମେରିକାରେ ବଦଳିଲା ନିୟମ, ଦୁଇଟି ଡୋଜ୍ ଟିକା ନେଇଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସ୍କ ପିନ୍ଧିବା ନୀତିରେ କୋହଳ କରିଛି ଆମେରିକା। ଯେଉଁମାନେ କୋଭିଡ୍ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି, ସେମାନଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ସେମାନେ ବିନା ମାସ୍କରେ ଗହଳି ନଥିବା...
ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି – ବାହାରିନରେ ପାଳନ ହେବ ‘ଆଜାଦୀ କା ଅମୃତ’ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାହାରିନରେ ପାଳନ ହେବ 'ଆଜାଦୀ କା ଅମୃତ' ମହୋତ୍ସବ। ଏଥିପାଇଁ ଶୁକ୍ରବାର ବାହରିନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରସ୍ତାବ ଆହ୍ଵାନ ବୈଠକ...
ଓସା ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଦୂର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ଉତ୍କଳ ଦିବସକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି।
ଓଡ଼ିଆ ସୋସାଇଟ୍ ଅଫ୍...
ଶେଷ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଆଇସିସି ବିଶ୍ଵ ଚାମ୍ପିୟନସିପ ଫାଇନାଲକୁ ପ୍ରବେଶ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବଂ ଇଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ରେ ଇଂଲଣ୍ଡକୁ ମାତ୍ ଦେଇ ମହାବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଚାରିମ୍ୟାଚ୍...
ଋଷଭ ପନ୍ତ ହେଲେ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ଯୁବ ଓ୍ଵିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଜାନୁଆରି ମାସ ପାଇଁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦି ମନ୍ଥ ବା ଶ୍ରେଷ୍ଠ କ୍ରିକେଟର ଭାବେ ମନୋନିତ...
କମଳା ହ୍ୟାରିସ୍ – ଆଇନଜୀବୀରୁ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇ ଆଜି ଇତିହାସ ରଚିବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ। କମଳାଙ୍କୁ ନେଇ ଏବେ ସାରା ଭାରତ...
ଆକାଶ ମାର୍ଗରୁ ନିଖୋଜ ହେଲା ଇଣ୍ଡୋନେସିଆର ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକାଶ ମାର୍ଗରେ ନିଖୋଜ ହେଲା ଇଣ୍ଡୋନେସିଆର ବିମାନ। ଶନିବାର ଜାକର୍ତ୍ତା ବିମାନବନ୍ଦରରୁ ‘ବୋଇଙ୍ଗ୍ ୭୩୭-୫୦୦’ ନାମକ ବିମାନ ଉଡ଼ାଣ ଭରିବାର ୪ ମିନିଟ ପରେ ଆକାଶ ମାର୍ଗରୁ ହିଁ ନିଖୋଜ ହୋଇଯାଇଥିବା...





















