International

ଆଫଗାନିସ୍ତାନ-ଭାରତ ସଂପର୍କର ଭବିଷ୍ୟତ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନ ତାଲିବାନୀଙ୍କ ଦଖଲକୁ ଯିବା ଘଟଣାରେ ଯଦିଓ ଭାରତ ଏପର୍ଯ୍ୟନ୍ତ ବିଶେଷ କିଛି ପ୍ରତିକ୍ରିୟା ରଖିନାହିଁ, ତଥାପି ଏହି ଘଟଣାରେ ଭାରତ ହିଁ ସର୍ବାଧିକ କ୍ଷତି ସହିବା ସ୍ପଷ୍ଟ ଦେଖାଯାଉଛି। ୧୯୯୯ ମସିହା...

ଆଫଗାନିସ୍ତାନରେ କାହିଁକି ପଛଘୁଞ୍ଚା ଦେଲା ଆମେରିକା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତି ବାଇଡେନଙ୍କ ନିଷ୍ପତ୍ତିକୁ ସମାଲୋଚନା ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ସେଠାରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ...

ତାଲିବାନକୁ ଚୀନ, ପାକିସ୍ତାନର ସମର୍ଥନ – ଅଡୁଆରେ ଭାରତ!

ଓଡ଼ିଶାଲାଇଭ୍ ବ୍ୟୁରୋ ତାଲିବାନ୍ କବ୍‌ଜାରେ ଆଫଗାନିସ୍ତାନ ୨୦ ବର୍ଷ ପରେ ଆଫଗାନରେ ତାଲିବାନୀ ରାଜ୍ ତାଲିବାନ୍‌କୁ ଚୀନ ଓ ପାକିସ୍ତାନର ସମର୍ଥନ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ, ନୂଆ ଆଫଗାନିସ୍ତାନକୁ ସ୍ଵୀକୃତି...

ତାଲିବାନର ଆଫଗାନିସ୍ତାନ ଦଖଲ – ମହିଳାଙ୍କ ଲାଗି ଫେରିବ କି ୨୦ ବର୍ଷ ତଳର ସେଇ ଦୁର୍ଦ୍ଦିନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଲିବାନର ଆଫଗାନିସ୍ତାନ ଦଖଲ ମହିଳା ଓ ଶିଶୁଙ୍କୁ ନେଇ ଚିନ୍ତା ମହିଳାଙ୍କୁ ତାଙ୍କ ଅଧିକାର ଦିଆଯିବ କହିଲେ ତାଲିବାନ ନେତା ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ସଙ୍କଟମୟ...

ଭାରତ ଆସିବାକୁ ଚାହୁଁଥିବା ଆଫଗାନବାସୀଙ୍କ ପାଇଁ ‘ଇ-ଏମରଜେନ୍ସି ଏକ୍ସ-ମିସ୍କ ଭିସା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନରେ ତାଲିବାନିମାନଙ୍କ ଆକ୍ରମଣ ପରେ ସେଠାରେ ଦେଖାଦେଇଛି ଭୟଙ୍କର ପରିସ୍ଥିତି। ଏଭଳି ପରିସ୍ଥିତିରେ ଆଫଗାନର ଯେଉଁ ନାଗରିକମାନେ ଭାରତ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଭାରତ ସରକାରଙ୍କ  ଗୃହ ମନ୍ତ୍ରାଳୟ ପକ୍ଷରୁ...

ତାଲିବାନିଙ୍କୁ ଆଫଗାନର ପ୍ରଥମ ମହିଳା ମେୟର ଜରୀଫା ଗଫାରୀଙ୍କ ଖୋଲା ଚ୍ୟାଲେଞ୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ “ମୁଁ ଅପେକ୍ଷା କରିଛି କେତେବେଳେ ତାଲିବାନମାନେ ଆସିବେ ମତେ ଏବଂ ମୋରି ଭଳି ଅନ୍ୟ ଲୋକମାନଙ୍କୁ ମାରିବେ”, ଏଭଳି କହି ତାଲିବାନିଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆଫଗାନିସ୍ତାନର ୨୭ ବର୍ଷୀୟା ପ୍ରଥମ...

ଅଶାନ୍ତ ଆଫଗାନିସ୍ତାନ : କେମିତି ଏତେ ପ୍ରଭାବଶାଳୀ ହେଲା ତାଲିବାନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ ୨୦ ବର୍ଷ ପରେ ଆଫଗାନରେ ତାଲିବାନ ରାଜ ଭୟ ଓ ଆତଙ୍କରେ ଆଫଗାନବାସୀ ଦେଶ ଛାଡ଼ିବାକୁ ବିମାନ ବନ୍ଦରରେ ଭିଡ଼ (ଶୁଭଶ୍ରୀ ନାୟକ): ଆଫଗାନିସ୍ତାନକୁ ତାଲିବାନିମାନେ...

ଆଫଗାନିସ୍ତାନରୁ ଆସିଲା ଅଭାବନୀୟ ଦୃଶ୍ୟ – ଉଡ଼ନ୍ତା ବିମାନରୁ ଖସି ପଡ଼ିଲେ ୩ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନରୁ ଆସିଲା ଛାତିଥରା ଦୃଶ୍ୟ। କାବୁଲର ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଆରମ୍ଭ କଲା ବେଳେ ବିମାନରୁ ଖସି ପଡ଼ିଲେ ୩ ଯାତ୍ରୀ। ଉଡ଼ନ୍ତା ବିମାନରୁ ୩ ଜଣ ଯାତ୍ରୀ ଖସି...

ଆଫଗାନିସ୍ତାନରେ ସରିଲା ଯୁଦ୍ଧ – ହ୍ଵାଇଟ୍ ହାଉସ୍ ଆଗରେ ଆଫଗାନୀ ନାଗରିକଙ୍କ ବିକ୍ଷୋଭ  

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ଛାଡ଼ି ପଳାଇଲେ କଲେ ଆଫଗାନ ରାଷ୍ଟ୍ରପତି କାବୁଲ ବିମାନ ବନ୍ଦରରେ ବିକଳ ଚିତ୍ର ଆଫଗାନ ସ୍ଥିତି ପାଇଁ ଆମେରିକା ଦାୟୀ - ଆଫାଗାନୀ ନାଗରିକ ଆଫଗାନିସ୍ତାନରେ ଲାଗି ରହିଥିବା ଯୁଦ୍ଧ...

ତାଲିବାନ୍ କବ୍‌ଜାକୁ ଯାଉଛି ପୂରା ଆଫଗାନିସ୍ତାନ – ଖୁବଶୀଘ୍ର ହୋଇପାରେ ବିଦ୍ରୋହୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ତାଲିବାନ ବିଦ୍ରୋହୀମାନେ ଦେଶର ପ୍ରାୟ ସମସ୍ତ ସ୍ଥାନକୁ କବ୍‌ଜା କରିସାରିଥିବା ବେଳେ ଏବେ ରାଜଧାନୀ କାବୁଲକୁ କବ୍‌ଜା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରବିବାର...