International

କରୋନାକୁ ହରାଇଲା ଏହି ଦେଶ – ୬ ମାସରେ ଲୋକାଲ୍ କେସ୍ ‘ଶୂନ’

ଓଡ଼ିଶାଲାଇଭ୍ ବ୍ୟୁରୋ ତାଇୱାନରେ ଗତ ୬ ମାସରୁ ଅଧିକ ସମୟ ହେଲା କରୋନାର କୌଣସି ଲୋକାଲ୍ କେସ୍ ଚିହ୍ନଟ ହୋଇନି। ସାରା ବିଶ୍ୱ ଏବେ ମହାମାରୀ କରୋନା ଭାଇରସକୁ ଚିନ୍ତାରେ। ପ୍ରତିଦିନ ଏହି ଭାଇରସ୍ ଲକ୍ଷ...

ହାଉସ୍ କିପରଙ୍କ ମାସିକ ଦରମା ୧୮ ଲକ୍ଷ ୫୦ ହଜାର ଟଙ୍କା – ମିଳିବ ରାଜପ୍ରାସାଦରେ ରହିବା ଓ...

ଓଡ଼ିଶାଲାଇଭ୍ ବ୍ୟୁରୋ ହାଉସ୍ କିପରଙ୍କୁ ମାସକୁ ମିଳିବ ୧୮ ଲକ୍ଷ ୫୦ ହଜାର ଟଙ୍କା। ଏଥିସହ ରାଜପ୍ରାସାଦରେ ରହିବା ଓ ଖାଇବା ସୁବିଧା ମଧ୍ୟ ପ୍ରଦାନ କରାଯିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ – ଗଳାକାଟି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଫ୍ରାନ୍ସର ‘ନୋତରେ ଦେମ୍’ ଚର୍ଚ୍ଚ ପାଖରେ ଆତଙ୍କବାଦୀ ଆକ୍ରମଣ। ଜଣେ ଆତଙ୍କବାଦୀ ଛୁରୀ ମାଡ଼ରେ ଫ୍ରାନ୍ସରେ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଜଣେ ବ୍ୟକ୍ତି ହଠାତ୍ ଫ୍ରାନ୍ସର ନୋତରେ ଦେମ୍ ଚର୍ଚ୍ଚ...

ଏମିତି ସହର – ଯେଉଁଠି ମାତ୍ର ୮୬ ଟଙ୍କାରେ ବିକ୍ରି ହେଉଛି ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସମୟରେ ଘରଟିଏ କିଣିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆଉ ଯଦି ଘରଟି କୌଣସି ସହର ଭିତରେ ଥାଏ ତେବେ ତାର ମୂଲ୍ୟ ଯଥେଷ୍ଟ ବଢ଼ିଯାଏ। କିନ୍ତୁ...

ଶୀତ ଋତୁରେ ବଢୁଛି କରୋନା ସଂକ୍ରମଣ – ପୁଣି ଲକଡାଉନ୍ ଜାରି କରିବେ ତିନୋଟି ଦେଶ!

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁରୋପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ଆତଙ୍କ ଜାରି ରଖିଛି। ତେବେ ଗତ କିଛି ଦିନ ଧରି ୟୁରୋପରେ କରୋନା ସଂକ୍ରମିତଙ୍କ...

ପାକିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ – ୭ ମୃତ, ୭୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ପେଶଓ୍ୱାରରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ପେଶଓ୍ୱାରର ଏକ ମଦରାସାରେ (ଧାର୍ମିକ ଶିକ୍ଷାନୁଷ୍ଠାନ) ରେ ଏହି ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ...

ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଯୁଦ୍ଧ ଶେଷ – ଉଭୟ ପକ୍ଷର ୫ ହଜାର ସୈନ୍ୟ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାତାର ୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଯୁଦ୍ଧ ଶେଷ ହୋଇଛି। ଗତକାଲି ରାତିରେ ଦୁଇ ଦେଶ ଯୁଦ୍ଧ ଶେଷ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏନେଇ...

ପରମ ବନ୍ଧୁ ମୋଦୀଙ୍କୁ ଟ୍ରମ୍ପଙ୍କ ‘ଅପବାଦ’ ଉପହାର

କମଳାକାନ୍ତ ପତି କରୋନା ପରିସଂଖ୍ୟାନ ନେଇ ଭାରତକୁ ମିଛୁଆ ବୋଲି କହିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥର ପରମ ବନ୍ଧୁ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଭାରତକୁ ଏକ...

ପାକିସ୍ତାନର ହିଙ୍ଗଲାଜ ଭବାନୀ ଶକ୍ତିପୀଠ – ଏଠି ହିନ୍ଦୁ, ମୁସଲମାନ କରନ୍ତି ମା’ଙ୍କ ପୂଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାମାରୀ କରୋନା ଦୁର୍ଗା ପୂଜା ଉପରେ ପ୍ରଭାବ ପକାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ କମିନାହିଁ। ସମସ୍ତ ପ୍ରକାର କଟକଣାକୁ ଧ୍ୟାନରେ ରଖି ମା’ଙ୍କୁ ପୂଜା କରାଯାଉଛି। ଭାରତରେ ଦେବୀ ମା’ଙ୍କର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେଲେ ନାସା ବୈଜ୍ଞାନିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେଲେ ଭୋଟର। ବର୍ତ୍ତମାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସା ବୈଜ୍ଞାନିକ କେଟ୍ ରୁବିନ୍ସ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ମତସାବ୍ୟସ୍ତ...