National

ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2PM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ପ୍ରକାଶ ପାଇଲା ଉଭୟ ଅନଲାଇନ-ଅଫଲାଇନ୍ ଓଜେଇଇ ରେଜଲ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ପରୀକ୍ଷା...

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାଲାଇଭ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଜି ଜନ୍ମଦିନ। ୧୯୭୦ ମସିହା ଜୁନ ୧୯ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ରାହୁଲ। ଆଜି ସେ ତାଙ୍କ ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ...

ବୃହତ ବ୍ୟବଧାନରେ ହାରିଲା ଆଫଗାନିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଆଇସିସି ବିଶ୍ଵକପର ୨୪ତମ ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୫୦ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦଳ ପକ୍ଷରୁ ଏହି ମ୍ୟାଚରେ ନୂଆ ରେକର୍ଡ ମଧ୍ୟ...

ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି

ଓଡ଼ିଶାଲାଇଭ ବ୍ୟୁରୋ ଓମ ବିର୍ଲା ହେଲେ ଲୋକସଭାର ବାଚସ୍ପତି। ସର୍ବସମ୍ମତି କ୍ରମେ  ଲୋକସଭାର ବାଚସ୍ପତି ଭାବେ ସେ ନିର୍ବାଚିତ ହୋଇଛନ୍ତି। ଲୋକସଭା ବାଚସ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ତାଙ୍କ ନାଁ ପ୍ରସ୍ତାବିତ ହୋଇଥିଲା। ଏହି...

ଆଜିର ମୁଖ୍ୟ ଖବର @11AM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ।...

ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ନବୀନ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ। ଏହି ...

‘ଏକ ଦେଶ ଏକ ନିର୍ବାଚନ’ ଉପରେ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ ବ୍ୟୁରୋ ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ...

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା...

ଏସ୍ଆଇଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ନିର୍ବାଚନରେ ଜବତ କଳା ଟଙ୍କାର ହେବ ଖୋଳତାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ସାଧାରଣ ନିର୍ବାଚନ ସମୟରେ ଜବତ...

ପ୍ରକାଶ ପାଇଲା NEST ପରୀକ୍ଷା ଫଳ – ଓଡ଼ିଶା ଟପର ହେଲେ କାହ୍ନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଲା ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(NEST) ୨୦୧୯ର ଫଳାଫଳ। ଏହି ପ୍ରବେଶିକା ପରୀକ୍ଷାରେ ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ଟପର ହୋଇଥିବା ବେଳେ ଓଡିଶାରୁ କାହ୍ନା ଜୈନ୍‌ ଟପର...