National

ଅଳାବାଙ୍କରେ ମର୍ମନ୍ତୁଦ ଦୁର୍ଘଟଣା, ୫ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁହୁଡ଼ି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତରଙ୍କ ନାଁ ସଂଗ୍ରାମ...

ଏୟାରଟେଲ୍ ଆରମ୍ଭ କଲା ୭୬ ଟଙ୍କିଆ ପ୍ରିପେଡ୍ ପ୍ୟାକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟେଲି କମ୍ୟୁନିକେସନ୍ ସର୍ଭିସ୍ କମ୍ପାନି ଏୟାରଟେଲ୍ ନିଜର ନୂଆ ସ୍କିମ୍ ୭୬ ଟଙ୍କାର ପ୍ରିପେଡ୍ ପ୍ୟାକ୍ ଲଞ୍ଚ୍ କରିଛି। ଏହି ପ୍ୟାକର ଅବଧି ୨୮ଦିନ ରହିଛି। ଏଥିରେ ୧୦୦ ଏମବି ...

ମାତ୍ର ୨୦ବର୍ଷ ବୟସର ଯୁବକ ୨୦ହଜାର କୋଟି ଟଙ୍କାର ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦ବର୍ଷ ବୟସରେ ସଠିକ୍ ଭାବେ କ୍ୟାରିୟର ବାଛିବା ଏତେ ସହଜ ହୋଇ ନଥାଏ। ତେବେ ଏମିତି ଜଣେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କା ସମ୍ପତ୍ତିର...

୧୪ ବର୍ଷ ଧରି କୋମାରେ ଥିବା ମହିଳା ହେଲେ ଗର୍ଭବତୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖାପାଖି ୧୪ ବର୍ଷ ଧରି କୋମାରେ ଥିବା ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଘଟଣାକୁ ନେଇ ପୋଲିସ ଯୌନ ଶୋଷଣ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ପ୍ରଶ୍ନ ଉଠୁଛି...

ଉତ୍ତରପ୍ରଦେଶରେ ଏକାଠି ଲଢ଼ିବେ ମାୟାବତୀ-ଅଖିଳେଶ, କଂଗ୍ରେସ ଏକଘରିକିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ ମାୟାବତୀ ଏବଂ ଅଖିଳେଶଙ୍କ ମଧ୍ୟରେ ହେଲା ଆସନ ବୁଝାମଣା। ଭାରତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ମେଣ୍ଟ...

ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ମନ୍ତ୍ରୀମାନେ ଖାଇଥାନ୍ତି ମିଠା?

ଓଡ଼ିଶାଲାଇଭ ବ୍ୟୁରୋ ବଜେଟ ଉପସ୍ଥାପନ ପୂର୍ବରୁ ସମସ୍ତ ଅଧିକାରୀ ଖାଇଥାନ୍ତି ମିଠା। ଜାଣନ୍ତୁ ବଜେଟ ସହ ମିଠାର କ’ଣ ରହିଛି ମହତ୍ତ୍ୱ? ନରେନ୍ଦ୍ର ମୋଦିଙ୍କ ସରକାର ଖୁବଶୀଘ୍ର ନିଜ କାର୍ଯ୍ୟକାଳର ଶେଷ ବଜେଟ ଦେଶବାସୀଙ୍କ ଆଗରେ...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ କହିଛନ୍ତି। ଏଥିନେଇ ଉଚ୍ଚ ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା। ବୈଠକରେ ରାଷ୍ଟ୍ରପତି ଜିନପିଙ୍ଗ୍ ସେନାକୁ...

ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ, ଜବତ ହେବ ସବୁ ସମ୍ପତ୍ତି

ଓଡିଶାଲାଇଭ୍ ବ୍ୟୁରୋ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଛି। ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ ହୋଇଛନ୍ତି। ପିଏମଏଲଏ (ପ୍ରିଭେନସନ ଅଫ୍...

ମୁଁ କିଛି ଭୁଲ କରିନି, ପିଏନବି ସ୍କାମ ଏକ ସିଭିଲ ଟ୍ରାନ୍‌ଜାକ୍ସନ ଥିଲା – ନୀରବ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇରେ ସପୃକ୍ତ ବ୍ୟବସାୟୀ ନୀରବ ମୋଦି ଭାରତକୁ ଫେରିବେ ନାହିଁ ବୋଲି କହିଛନ୍ତି। ଭାରତରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା କାରଣରୁ ଭାରତ...

ବାରିପଦାରେ ମୋଦି – ୪,୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରିପଦା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଆସି ବାରିପଦା ସରକାରୀ ହାଇସ୍କୁଲ ପଡ଼ିଆରେ ମୋଦି ପହଞ୍ଚି ୪ ହଜାର ୫୦୦ କୋଟି ଟଙ୍କାର...