National

୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଡିଏଲ୍ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ୧୬ରୁ ୧୮ ବର୍ଷ ବୟସର ନାବାଳକ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ହୋଇଛି। ଇଲେକ୍ଟ୍ରିକ୍ ସ୍କୁଟର ଚଲାଉଥିବା ପିଲାଙ୍କ ପାଇଁ ନିୟମ ଲାଗୁ ହୋଇଛି। ପରିବହନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ...

୨୦୧୯ରେ କ୍ଷମତାକୁ ଫେରିବେ କି ମୋଦି? ଭରସା ଏହି ୫ଟି ରାଜ୍ୟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଜେପି ହାତରୁ ଖସିଯାଇ କଂଗ୍ରେସ ଶାସିତ ରାଜ୍ୟରେ ପରିଣତ ହୋଇଛି। ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି ୨୦୧୯ ଲୋକସଭା ନିର୍ବାଚନରେ ସରକାର କ୍ଷମତାକୁ ଆସିବା ପାଇଁ ନରେନ୍ଦ୍ର...

ହକି ବିଶ୍ୱକପ୍‌ରୁ ଭାରତ ବିଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ହକି ବିଶ୍ୱକପ ଜିତିବାର ସ୍ୱପ୍ନ ତୁଟିଛି। ଗୁରୁବାର ସନ୍ଧ୍ୟାରେ କ୍ୱାର୍ଟର ଫାଇନାଲ ଖେଳରେ ନେଦରଲାଣ୍ଡଠାରୁ ୧-୨ରେ ପରାସ୍ତ ହେବା ପରେ ଖେଳରୁ ଭାରତୀୟ ଟିମ ବାହାରିଯାଇଛି। ଗୁରୁବାରର ମ୍ୟାଚ ଜିତିଥିଲେ...

ଅନଲାଇନ୍‌ ଔଷଧ ବିକ୍ରୟ ଉପରେ ଲାଗିଲା ରୋକ, ଇ-କମର୍ସ ସାଇଟକୁ ଝଟକା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର କୌଣସି କମ୍ପାନୀ ଅନଲାଇନ ମାଧ୍ୟମରେ ଔଷଧ ବିକ୍ରି କରିପାରିବ ନାହିଁ। ଇ-କମର୍ସରେ ହେଉଥିବା ଅନଲାଇନ ଔଷଧ ବିକ୍ରୟ ଉପରେ ସରକାର ରୋକ ଲଗାଇଛନ୍ତି। ବର୍ତ୍ତମାନ ଭାରତର କୌଣସି ସ୍ଥାନରେ ଏବେ ଅନଲାଇନ...

ଜାଣନ୍ତୁ କେମିତି ଥିଲା କ୍ରିକେଟର ଯୁବରାଜଙ୍କ ଲଭଷ୍ଟୋରି

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟକୁ ନେଇ ଚର୍ଚ୍ଚାରେ ରହୁଥିବା ଯୁବରାଜ ସିଂହ ତାଙ୍କ ପ୍ରେମକୁ ନେଇ ବି ଚର୍ଚ୍ଚାରେ ରହିଥିଲେ। ସାଧାରଣତଃ ଷ୍ଟାରମାନଙ୍କ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ସେହି ଚର୍ଚ୍ଚିତ ଷ୍ଟାରମାନଙ୍କ ମଧ୍ୟରେ କ୍ରିକେଟର...

ଭାରତର ପ୍ରଥମ ନ୍ୟୁଜ୍ ରିଡର – ପ୍ରତିମା ପୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତୁ ଜାଣିବା ଭାରତର ପ୍ରଥମ ନ୍ୟୁଜ୍ ରିଡର ପ୍ରତିମା ପୁରୀଙ୍କ ବିଷୟରେ କିଛି ଅଜଣା କଥା। ଆଜିକାଲିର ମୋବାଇଲ ଯୁଗରେ ସାରା ଦୁନିଆର ଖବର ହାତମୁଠାରେ ମିଳି ପାରୁଛି। ଭାରତରେ ଟେଲିଭିଜନର ସେବା...

ମହାନଦୀକୁ ନେଇ ବଢ଼ିଲା ଆଶା, ଛତିଶଗଡ଼ରେ କଂଗ୍ରେସ ଶାସନକୁ ଆସିବା ପରେ ହୋଇପାରେ ସମାଧାନ!

ଓଡ଼ିଶାଲାଇଭ ବ୍ୟୁରୋ ଛତିଶଗଡ଼ରେ କଂଗ୍ରେସ ଶାସନକୁ ଆସିବା ଏବଂ ବିଜେପି ଶାସନରୁ ହଟିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦକୁ ନେଇ ଆଶା ସଞ୍ଚାର ହୋଇଛି। ଗୁରୁବାର ସମ୍ବଲପୁରରେ ଜାତୀୟ...

କୃଷିଋଣ ଛାଡ଼ ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କ ଋଣ ଛାଡ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି କୃଷି ପ୍ରଧାନ ରାଜ୍ୟରେ କଂଗ୍ରେସ ବହୁମତ ସହ ବିଜୟୀ...

କେସିଆରଙ୍କ ମୁଣ୍ଡରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହେଲେ କେସିଆର। ତେଲେଙ୍ଗାନାରେ ଦ୍ଵିତୀୟ ଥର ପାଇଁ ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି। ଗୁରୁବାର ତେଲେଙ୍ଗାନାର ରାଜଭବନଠାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଅନ୍‌ଲାଇନ୍‌ ଠକାମିର ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଅନ୍‌ଲାଇନ୍‌ରୁ ଜିନିଷ କିଣି ଲୋକେ ଠକାମିର ଶିକାର ହେଉଛନ୍ତି। ତେବେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଟୁଇଟ୍‌ କରି ଏହି ଠକାମି ବିଷୟର ସୂଚନା...