National

ପାକିସ୍ତାନର ଘୋଷଣା – ଶୁକ୍ରବାର ଭାରତ ଫେରିବେ ଅଭିନନ୍ଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନରେ ରହିଥିବା ଭାରତୀୟ ପାଇଲଟ ଅଭିନନ୍ଦନ ଶୁକ୍ରବାର ନିଜ ଦେଶକୁ ଫେରିବେ। ପାଇଲଟଙ୍କୁ ଆସନ୍ତା କାଲି ଛାଡ଼ିବା ନେଇ ଘୋଷଣା କରିଛନ୍ତି ପାକ୍‌ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ସଂସଦରେ ଇମ୍ରାନ ଏହା...

ଚାଞ୍ଚଲ୍ୟକର: ପାକିସ୍ତାନୀ ପଥର ମାଡ଼ କରୁଥିଲେ, କିନ୍ତୁ ଅଭିନନ୍ଦନ ଗୁଳି ଚଳାଇନଥିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ଦିନ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ କିଭଳି ପାକିସ୍ତାନୀଙ୍କ ହାବୁଡ଼ରେ ପଡ଼ିଲେ ଓ କିଭଳି ସେ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ ତାର ଏକ ଚାଞ୍ଚଲ୍ୟକର ରିପୋର୍ଟ...

ଆଜି ସନ୍ଧ୍ୟା ୫ଟାରେ ପ୍ରେସମିଟ କରିବେ ୩ ସେନା ମୁଖ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ସଂଘର୍ଷପୂର୍ଣ୍ଣ ରହିଛି। ଏହି ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ତିନି ସେନା ମୁଖ୍ୟ ପ୍ରେସମିଟ କରିବେ। ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା...

ପାଇଲଟଙ୍କୁ ଫେରାଇବା ପାଇଁ ସର୍ତ୍ତ ରଖିଲା ପାକ୍‌  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହି ମଧ୍ୟରେ ପାକ୍‌ ଜଣେ ଭାରତୀୟ ପାଇଲଟଙ୍କୁ ଗିରଫ କରି ରଖିଛି। ଭାରତୀୟ ପାଇଲଟ ପାକ୍‌ରେ ରହିଥିବାରୁ ତାଙ୍କୁ ଫେରାଇ...

ଖୁବଶୀଘ୍ର ସୁଧୁରିବ ଭାରତ-ପାକ୍‌ ସମ୍ପର୍କ : ଟ୍ରମ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ହେବ ବୋଲି...

ମୁମ୍ବାଇରେ ହାଇ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲାକୋଟରେ ଜୈଶ-ଏ-ମହମ୍ମଦ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହାସହ ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ମଧ୍ୟ ଅଛନ୍ତି। ଏହି ଭିତ୍ତିରେ ଆତଙ୍କୀ ଆକ୍ରମଣକୁ ନଜରରେ...

“ଭାରତ ଏକ ହୋଇ ରହିବ, ଏକ ହୋଇ ଲଢ଼ିବ”

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡିଓ କନଫରେନ୍ସିଂ ଜରିଆରେ ବୁଥ୍‌ସ୍ତରୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ମିଶନ ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ମେରା ବୁଥ୍‌ ସବସେ ମଜବୁତ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।...

ବାରମ୍ବାର ମିଛ କହୁଛି ପାକ୍‌ – ସତ ବାହାର କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଖରାପ ହେଉଥିଲାବେଳେ ପାକିସ୍ତାନ କିନ୍ତୁ ଗୋଟିଏ ପରେ ଗୋଟିଏ ମିଛି କହିଚାଲିଛି। ଗୁରୁବାର ପାକ୍‌ର ଆଉ ଏକ ମିଛ ଧରାପଡ଼ିଛି। ବୁଧବାର ପାକିସ୍ତାନ ଦାବି...

ଭାରତୀୟ ପାଇଲଟଙ୍କୁ ଛାଡ଼ି ଦେବାକୁ ଦାବି କଲେ ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ ଭାରତୀୟ ପାଇଲଟଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ...

ପ୍ରତିରକ୍ଷାମନ୍ତ୍ରୀ ଡାକିଲେ ବୈଠକ – ଆସନ୍ତା କାଲି ଜମ୍ମୁ କଶ୍ମୀର ଯିବେ ସୀତାରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ପାକ୍‌ ଭିତରେ ସମ୍ପର୍କ ଖରାପ ହେବାରେ ଲାଗିଛି। ପାକ୍‌କୁ କଡ଼ା ଜବାବ ଦେବାପଇଁ ଭାରତର ପ୍ରସ୍ତୁତି ଜୋର କରିଛି। ସେପଟେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଜରୁରୀ ବୈଠକ ଡାକିଛନ୍ତି। ବୈଠକରେ ସ୍ଥଳସେନା ମୁଖ୍ୟ,...