ପାକିସ୍ତାନ ମୁର୍ଦ୍ଦାବାଦ୍ କହିଲେ ଡିସ୍କାଉଣ୍ଟରେ ମିଳୁଛି ଚିକେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନକୁ ଘୋର ବିରୋଧ କରାଯାଉଛି। ଆତଙ୍କବାଦୀ ହମଲାର ୧୦୦ ଘଣ୍ଟା ଭିତରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ ପ୍ରତିଶୋଧ ନେଇଛି। ତଥାପି ଯବାନଙ୍କ ମୃତ୍ୟୁର...
ନିଜ ହାତରେ ସଫେଇ କର୍ମଚାରୀଙ୍କ ପାଦ ସଫା କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରୟାଗରାଜ କୁମ୍ଭରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଥମେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ...
ମୁମ୍ବାଇରେ ଓଡିଆମାନଙ୍କ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଶାଳ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍ଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ମହାନଗରୀରେ ଝଟକଲା ଓଡ଼ିଶାର କଳା ଓ ସଂସ୍କୃତିର ଉତ୍କର୍ଷ
ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନୀ
ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତି,...
କୁମ୍ଭମେଳାରେ ନେତାଙ୍କ ବୁଡ଼ – ଜାଣନ୍ତୁ ମୋଦିଙ୍କ ପୂର୍ବରୁ କେଉଁ ବରିଷ୍ଠ ନେତା ହୋଇଛନ୍ତି ସାମିଲ
ଓଡ଼ିଶା ଲାଇଭ୍ ବ୍ୟୁରୋ
ଜାନୁଆରି ୧୫ରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ପବିତ୍ର କୁମ୍ଭମେଳା। ଏହି ପବିତ୍ର ମେଳା ଉତ୍ତରପ୍ରଦେଶର ପ୍ରାୟାଗରାଜଠାରେ ଅନୁଷ୍ଠିତ ହେଉଛି। ମେଳା ଅବସରରେ ଅନେକ ଶ୍ରଦ୍ଧାଳୁ ସଙ୍ଗମଠାରେ ବୁଡ଼ ପକାଇଛନ୍ତି।
ତେବେ ନେତାମାନଙ୍କଠାରେ...
ଆନ୍ଧ୍ର ପ୍ରଦେଶ ଓ କେରଳରେ ବିଜେପି କରିପାରେ ମେଣ୍ଟ!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ସମସ୍ତ ରାଜନୈତିକ ଦଳ ଅଙ୍କକଷିବା ଆରମ୍ଭ କରିଦେଇଛନ୍ତି। ସେହି ହିସାବରେ ମହାରାଷ୍ଟ୍ରରେ ଶିବସେନା ଓ ତାମିଲନାଡୁରେ ଏଆଇଏଡିଏମକେ ସହ ବିଜେପି...
ସ୍ୱିଜରଲାଣ୍ଡରେ ଆକାଶ ଅମ୍ବାନିଙ୍କ ପ୍ରି ୱେଡିଙ୍ଗ ସେଲିବ୍ରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକା ମେହେଟ୍ଟା ମାର୍ଚ୍ଚ ୯ରେ ବିବାହ କରିବାକୁ ଯାଉଛନ୍ତି। ଆକାଶଙ୍କ ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇଛି। ବିବାହ ପୂର୍ବରୁ...
ଜମ୍ମୁ କଶ୍ମୀର କୁଲଗାମରେ ସୁରକ୍ଷାବଳ- ଆତଙ୍କବାଦୀ ମୁହାଁମୁହିଁ: ଡିଏସ୍ପି ଅମନ ଠାକୁର ସହିଦ ୩ ଆତଙ୍କୀ...
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତି ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରବିବାର ଜମ୍ମୁ କଶ୍ମୀରର କୁଳଗାମ...
ବୌଦ୍ଧରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ – ୪୫ ଲକ୍ଷ ଚାଷୀଙ୍କ ତାଲିକା କୁଆଡ଼େ ଗଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁଭାରମ୍ଭ ହେଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା।
ଓଡ଼ିଶାରେ ଶୁଭାରମ୍ଭ ହେଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ...
ଭାରତକୁ ସୁସ୍ଥ ଓ ଆକ୍ଟିଭ ରହିବା ଲାଗି ଖେଳରେ ସକ୍ରିୟ ରହିବା ଦରକାର: ସଚିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟର ସଚିନ ତେନ୍ଦୁଲକର ରବିବାର କହିଛନ୍ତି ଭାରତ ସବୁବେଳେ ଖେଳପ୍ରେମୀ ଦେଶ ଭାବେ ସବୁଠି ପରିଚିତ। ମାତ୍ର ଏବେ ଭାରତକୁ ଖେଳରେ ସକ୍ରିୟ ରହୁଥିବା ଦେଶ ହେବା ଦରକାର।
ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ...
କଂଗ୍ରେସ ଭଳି କାହିଁକି ବିଜେପି ସରକାର କଲାନି କୃଷିଋଣ ଛାଡ଼? ମୋଦି କହିଲେ କାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷିଋଣ ଛାଡ଼ କରିଥିଲେ ହାତଗଣତି ଚାଷୀ ଉପକୃତ ହୋଇଥାନ୍ତେ - ମୋଦି।
ଉତ୍ତରପ୍ରଦେଶର ଗୋରଖପୁରରେ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି କୃଷିଋଣ...





















