National

ବନ୍ୟା ପରେ ଏବେ ମହାମାରୀ ଚିନ୍ତା – କେରଳରେ ୩୦୦୦ ମେଡିକାଲ କ୍ୟାମ୍ପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ବନ୍ୟା ପରେ ଏବେ ମହାମାରୀ ରୋଗ ବ୍ୟାପିବାର ଚିନ୍ତା। ଏଥିପ୍ରତି ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର। କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ରବିବାର ଦିନ ରାଜ୍ୟରେ ବର୍ଷା...

ବନ୍ୟା ବିପନ୍ନଙ୍କ ଆଶ୍ରୟ ଶିବିରରେ ବାହାଘର

ଓଡ଼ିଶାଲାଇଭ୍‍ ବ୍ୟୁରୋ କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ଏସବୁ ଭିତରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଆଶ୍ରୟ ଶିବିରରେ ନୂଆ ସଂସାର ଗଢ଼ିଛନ୍ତି ବିପନ୍ନ ନବଦମ୍ପତି। ପାଣିରେ ଘର ବୁଡ଼ି...

ପ୍ରେମିକାକୁ ମନାଇବା ପାଇଁ ତିନି ଶହ ବ୍ୟାନର ଓ ହୋର୍ଡିଂରେ ଲେଖିଲେ ‘ଆଇ ଆମ୍‌ ସରି’

ଓଡ଼ିଶାଲାଇଭ୍‍ ବ୍ୟୁରୋ ପ୍ରେମିକାର ମାନଭଞ୍ଜନ ପାଇଁ ଅଭିନବ ପନ୍ଥା ଆପଣେଇ ନେଇଛି ପ୍ରେମିକ। ସହରସାରା ଲାଗିଥିବା ପ୍ରାୟ ତିନି ଶହ ବ୍ୟାନର ଓ ଫ୍ଲେକ୍‌ସ ହୋର୍ଡିଂରେ ପ୍ରେମିକାର ନାଁ ସହ ଲେଖାଯାଇଛି ‘ଆଇ ଆମ୍‌...

ରାତି ୯ଟା ପରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବ୍ୟାଙ୍କ ସୁରକ୍ଷା ଦିଗରେ କେନ୍ଦ୍ର ଗୃହ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଜାରି। ଆସନ୍ତା ଫେବ୍ରୁଆରି ମାସରୁ ରାତି ୯ଟା ପରେ କୌଣସି ଏଟିଏମରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଏଟିଏମ୍‌ ଏବଂ ଏଟିଏମରେ...

ଆଧାର କାର୍ଡ ଜାଲିଆତି ରୋକିବାକୁ ଆଉ ଏକ ଉପାୟ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଏଣିକି ଆଧାର କାର୍ଡଧାରୀଙ୍କ ବାୟୋମେଟ୍ରିକ୍‌ ତଥ୍ୟରେ ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସର ପରଦା ସଂପର୍କିତ ତଥ୍ୟ ସହ କାର୍ଡଧାରୀଙ୍କ ମୁହଁ ସଂପର୍କିତ ତଥ୍ୟ ରଖିବାକୁ ସ୍ଥିର କରିଛନ୍ତି ଆଧାର କାର୍ଡ...

ଏସିଆନ୍‌ ଗେମ୍ସ – ସୁଟିଂରେ ଦୀପକ କୁମାର ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୧୮ ଏସିଆନ୍‍ ଗେମ୍‍ରେ ଭାରତକୁ ଆଜି ୧୦ ମିଟର ଏୟାର ରାଇଫଲରେ ଆଉ ଏକ ପଦକ ମିଳିଛି। ଭାରତୀୟ ସୁଟର ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର୍‌ ଏୟାର୍‌...

କେରଳରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁ ସଂଖ୍ୟା ଛୁଇଁଲା ୩୫୭

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ପ୍ରଳୟଙ୍କାରୀ ବନ୍ୟା। ବନ୍ୟା ପାଣି କମିବାର ନାଁ ଧରୁନି। ଦିନ ଯେତିକି ଗଡ଼ୁଛି ପାଣି ମଧ୍ୟ ସେତିକି ବଢ଼ୁଛି। ଫଳରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏପଟେ ଶନିବାର ଆଉ ୩୩...

ସେପ୍ଟେମ୍ବର ୧ରୁ ସୁରତରେ ‘ଓଡ଼ିଶା ପର୍ବ’: ନାଚ-ଗୀତରେ ଝୁମିବେ, ଓଡ଼ିଆ ଖାଦ୍ୟର ମଜା ନେବେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁରଟରେ 'ଓଡ଼ିଶା ପର୍ବ'ର ତୃତୀୟ ସଂସ୍କରଣ ନୂଆଦିଲ୍ଲୀ ପରେ ପ୍ରଥମ ଥର ପାଇଁ ସୁରଟରେ ଏହି ଉତ୍ସବ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ 'ଓଡ଼ିଆ ସମାଜ' ପକ୍ଷରୁ ଜୋରଦାର ପ୍ରସ୍ତୁତି ...

ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ମହାସଚିବ ରହିଥିଲେ। ମହାସଚିବ ରହିଥିବା ବେଳେ...

କେରଳରେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଦେଖିଲେ ପ୍ରଧାନମନ୍ତ୍ରୀ – ୫୦୦ କୋଟି ସହାୟତା ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି। କେରଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଦେଖିଛନ୍ତି...