ହୋଇପାରିଲାନି କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ବୈଠକ, ଧର୍ମେନ୍ଦ୍ରଙ୍କ କଟାକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟ ଅତିଥୀଭବନରେ ହେବାକୁ ଥିବା କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ବୈଠକ ହୋଇପାରିନାହିଁ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ ଓ ଏନଏଚଆଇ ଅଧିକାରୀ ଉପସ୍ଥିତ ଥିଲେ ମାତ୍ର ବୈଠକରେ ମୁଖ୍ୟ...
ଆକ୍ସନ ମୋଡ୍ରେ ଭାରତ, ଜମ୍ମୁ କଶ୍ମୀରରେ ମୁତୟନ ହେଲେ ୧୦୦ କମ୍ପାନି ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆକ୍ରମଣ ପରେ ଭାରତ ଆକ୍ସନ ମୁଡରେ ପଦକ୍ଷେପ ଗ୍ରହଣ କରିଛି। ଶନିବାର ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ୧୦୦ଟି ଅତିରିକ୍ତ ପାରାମିଲିଟାରୀ କମ୍ପାନି ମୁତୟନ କରାଯାଇଛି।
ଗୃହ ବିଭାଗର ଜରୁରୀ...
ପାକିସ୍ତାନ ଛାନିଆ! ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱମା ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡ୍ରେ ରହିଛି ଭାରତ। ଏହି ଆକ୍ରମଣ ପାଇଁ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିବା ପରେ ଭାରତ ପାକିସ୍ତାନ ଏବଂ ଜୈସ୍ ଉପରେ...
ଅଜବ ପରମ୍ପରା – ବୁଦ୍ଧ ପୂର୍ଣ୍ଣିମାରେ ଘର ଛାଡି ଜଙ୍ଗଲରେ ରୁହନ୍ତି ଗାଁ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍ ଜିଲ୍ଲା ବେଲୱା ଚୌଧୁରୀ ଗାଁରେ ରହିଛି ଏଭଳି ଏକ...
ବିଶ୍ୱର ସବୁଠୁ ଧନୀ ବିଲେଇ – ୧,୩୮୫ କୋଟିର ମାଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସବୁଠୁ ଧନୀ ବିଲେଇ ପ୍ୟାରିସରେ ରହିଛି। ଏହି ବିଲେଇର ସମ୍ପତ୍ତି ମୂଲ୍ୟ ହେଉଛି ୧,୩୮୫ କୋଟି ଟଙ୍କା। ଫ୍ରାନ୍ସର ଜଣାଶୁଣା ଫ୍ୟାସନ ଡିଜାଇନର କାର୍ଲ ଲେଗରଫେଲ୍ଡଙ୍କ ମୃତ୍ୟୁ ପରେ ବିଲେଇ...
ବାରଣାସୀର କୁବାଈ ଘାଟ – ଗାଧୋଇଲେ ହୋଇଥାଏ ଛାଡ଼ପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ପାଇଁ ବାରଣାସୀ ସହର ସମଗ୍ର ଦେଶରେ ଖୁବ୍ ପ୍ରସିଦ୍ଧିଲାଭ କରିଛି। ବାରଣାସୀର ମହତ୍ତ୍ୱ ଗଙ୍ଗାଘାଟ ହିଁ ବୃଦ୍ଧି କରିଥାଏ। କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି...
୪ ବର୍ଷ ଶିଶୁର ଜୀବନ ବଞ୍ଚାଇଲା ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୪ ବର୍ଷର ଶିଶୁକୁ ସୁରକ୍ଷା ଦେବା ସହ ଜୀବନ ବଞ୍ଚାଇଲା ହାତୀ। ଏହି ଘଟଣାଟି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ। ଯେପର୍ଯ୍ୟନ୍ତ ହାତୀ ପଲ ଯାଇନଥିଲେ ସେପର୍ଯ୍ୟନ୍ତ ଶୁଣ୍ଢ ସହିତ ଦୁଇ...
ସାଢ଼େ ତିନି ହଜାର ପାହାଚ ଚଢ଼ିଲେ ରାହୁଲ, ତିରୁପତି ବାଲାଜିଙ୍କୁ କଲେ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ଅଭିଯାନ। ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନୀ ପ୍ରଚାରକୁ ସରଗରମ କରିଛନ୍ତି।
ତେବେ ଆଜି ଦିନିକିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ରାହୁଲ...
ଏଥର ଆଇପିଏଲ୍ରେ ହେବନି ଉଦ୍ଘାଟନୀ ସମାରୋହ – ସହିଦଙ୍କ ପରିବାରକୁ ଦିଆଯିବ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଆଇପିଏଲ୍ ସିଜନ୍ର ଭବ୍ୟ ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଏହି କାର୍ଯ୍ୟକ୍ରମରେ ବ୍ୟୟ ହେଉଥିବା ସମସ୍ତ ଟଙ୍କା ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ଦିଆଯିବ। ଶୁକ୍ରବାର ଏନେଇ ବିସିସିଆଇ...
ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ଦୁଇଦିନିଆ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ୨୩-୨୪ ଫେବ୍ରୁଆରିରେ କମ୍ପିବ ଓଡ଼ିଶାର ସ୍ୱର
ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟରୁଚି, ବସ୍ତ୍ର ଏବଂ ସଙ୍ଗୀତର ବଡ଼ ଆକର୍ଷଣ
୪ ଓଡ଼ିଆଙ୍କୁ ‘ଓଡ଼ିଶାର ବରପୁତ୍ର’...





















