National

ଏଣିକି ୧୧୨ ଡାଏଲ କଲେ ମିଳିବ ପୋଲିସ,ଫାୟାର ଓ ଜରୁରୀକାଳିନ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ  ସର୍ବଭାରତୀୟ ସ୍ତରରେ ଜାରି କରାଯାଇଛି ଏକକ ହେଲ୍ପଲାଇନ୍‌ ନମ୍ବର। ଜରୁରୀକାଳୀନ ସହାୟତା ଲାଗି ଫୋନ୍‌ ନମ୍ବର ୧୧୨କୁ ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ୧୬ଟି ରାଜ୍ୟ...

ଅନିଲ ଅମ୍ବାନିଙ୍କୁ ସୁପ୍ରିମକୋର୍ଟରୁ ଝଟକା – ହୋଇପାରେ ଜେଲ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟରୁ ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ ଅନିଲ ଅମ୍ବାନିଙ୍କୁ ବଡ଼ ଝଟକା ଲାଗିଛି। କୋର୍ଟ ଅବମାନନା ନେଇ ଅନିଲ ଅମ୍ବାନି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏରିକ୍ସନ ଇଣ୍ଡିଆର ଆବେଦନର ଶୁଣାଣି କରି କୋର୍ଟ...

ଆଜି ଓଡ଼ିଶା ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖେଇ ଆସୁଛି ନିର୍ବାଚନ। ଓଡ଼ିଶାରେ ସ୍ଥିତି ଦୃଢ଼ କରିବାକୁ ଜଣେ ପରେ ଜଣେ ନେତାଙ୍କ ଲାଗିଛି ଧାଡ଼ି। ଏହି କ୍ରମରେ ବୁଧବାର ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର...

କଟକରୁ ଆଗ୍ରା ଯାଉଥିଲା ୧୦ କୋଟି ଟଙ୍କା, ଛତିଗଶଗଡ଼ରେ ଜବତ ହେଲା କାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ରେ କାର୍‌ରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା। କଟକରୁ ଛତିଶଗଡ଼ ଦେଇ ଆଗ୍ରା ଯାଉଥିବା ବେଳେ ଏହି ଟଙ୍କା ବୋଝେଇ କାର୍‌କୁ ଛତିଶଗଡ଼ ପୋଲିସ ଜବତ କରିଛି।...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶାଖାପାଟଣାର ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି।...

ଇମ୍ରାନ ଖାନ୍‌ଙ୍କୁ କଡ଼ା ଜବାବ ଦେଲା ଭାରତ : ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ କେଉଁଠି ଅଛି?

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କଡ଼ା ଜବାବ ଦେଇଛି ଭାରତ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ ଦାୟୀ କରିବା ପଛରେ କିଛି ପ୍ରମାଣ ନାହିଁ ବୋଲି ଇମ୍ରାନ କହିବା ପରେ ଭାରତୀୟ...

ଲଣ୍ଡା ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି – ଆତ୍ମା ଶାନ୍ତି ପାଇଁ କଲେ ହୋମ ଯଜ୍ଞ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ହମଲାରେ ୪୨ ଯବାନ ସହିଦ ହେବା ଘଟଣାରେ ଆକ୍ରୋଶରେ ରହିଛି ପୁରା ଦେଶ। ସମଗ୍ର ଦେଶରେ ଲୋକେ ଏହାକୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ...

ଦେହରେ ଟାଟୁ କରି ପୁଲୱାମା ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ସିଆରପିଏଫ୍ ଯବାନଙ୍କୁ ହରାଇ ଦେଶ ଶୋକରେ ବୁଡ଼ିଛି। ଏହାର ପ୍ରତିଶୋଧ ନେବା ପାଇଁ ସାରା ଦେଶରେ ଜନ ଆକ୍ରୋଶ ଦେଖାଦେଇଛି। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି...

କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଉଥିଲେ ଏଲିଜାବେଥ ବାଥରୀ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକେ ସିରିଏଲ କିଲର କଥା ଶୁଣିଥିବେ, ଯିଏକି ପୂରା ଯୋଜନାବଦ୍ଧ ଭାବେ ହତ୍ୟା କରିଥିବେ। କିନ୍ତୁ ଏମିତି ଜଣେ ସିରିଏଲ କିଲର ମହିଳା ଅଛନ୍ତି ତାଙ୍କ କାହାଣୀ ଶୁଣିଲେ ଲୋମ ଟାଙ୍କୁରି...

ତାମିଲନାଡୁରେ ଏଆଇଡିଏମ୍‌କେ ସହ ମେଣ୍ଟ ଘୋଷଣା କଲା ବିଜେପି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାମିଲନାଡୁରେ ବିଜେପି ଏଆଇଡିଏମ୍‌କେ ସହ ମେଣ୍ଟ ଘୋଷଣା କରିଛି। ତାମିଲନାଡୁରେ ବିଜେପି ୫ଟି ଆସନରେ ନିର୍ବାଚନ ଲଢ଼ିବ। ମେଣ୍ଟକୁ ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ...