ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ବଜେଟ ଅଧିବଶେନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ କେନ୍ଦ୍ର ବଜେଟ ଅଧିବଶେନ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ।
ଫେବ୍ରୁଆରି ୧୩ରେ ହେବ ଶେଷ
ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ।
ଶୁକ୍ରବାର ଅରୁଣ ଜେଟଲୀଙ୍କ...
ଭାରତର ବିରଳ ମନ୍ଦିର – ଲଙ୍କାରେ ହେଉଛି ଅଭିଷେକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ବର୍ଷରେ ଅନନ୍ୟ ପରମ୍ପରା ରହିଛି। ଠିକ୍ ସେହିପରି ଅଦ୍ୱିତୀୟ କୀର୍ତ୍ତିରାଜୀ ସହ ବିରଳ ମନ୍ଦିରର ଅଭାବ ନାହିଁ। ବିଶେଷକରି ଦକ୍ଷିଣ ଭାରତରେ ଥିବା ମନ୍ଦିରଗୁଡ଼ିକର ନିର୍ମାଣ ଶୈଳୀ ଏବଂ ପୂଜା...
ଧର୍ମ ସଂସଦର ଘୋଷଣା – ୨୧ରୁ ରାମ ମନ୍ଦିର ନିର୍ମାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁମ୍ଭମେଳାଠାରେ ଆୟୋଜିତ ଧର୍ମ ସଂସଦରେ ଆଜି ଏକ ବଡ଼ ଘୋଷଣା କରାଯାଇଛି। ଫେବ୍ରୁଆରି ୨୧ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରାଯିବ। ସନ୍ଥ ମହାସଭାର ସଦସ୍ୟ କହିଛନ୍ତି ଯେ ଯଦି...
କାନ ନୁହେଁ ନାକରେ ଶୁଣୁଛନ୍ତି ଏହି ବ୍ୟକ୍ତି!
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ବଡବାନୀ ଜିଲ୍ଲାର ଏକ ଛୋଟ ଗାଁ ବନ୍ଧନପୁରାରେ ରହୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ। ବନ୍ଧନପୁରା ଗ୍ରାମରେ ବସବାସ କରୁଥିବା ଟିଲୁଙ୍କୁ କାନ ବଦଳରେ ନାକରେ ଶୁଣାଯାଏ। ଏହି ଦୃଶ୍ୟ...
ନାକରୁ ବାହାରିଲା ୧୨ ବର୍ଷ ତଳର ମୁଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୋର୍ରେ ଛିଙ୍କିବାରୁ ନାକ ଭିତରୁ ବାହାରିଲା ୧୨ ବର୍ଷ ତଳେ ହଜିଯାଇଥିବା ମୁଦି। ଏଭଳି ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାରେ ଅବିଗେଲ ଥୋମପସନ ନାମକ ଜଣେ ମହିଳାଙ୍କଠାରେ। ଏହି ଘଟଣା ଶୁଣି...
ଲଟେରି ଜିତି ଟ୍ରକ ଡ୍ରାଇଭର ହେଲେ କୋଟିପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ଟ୍ରକ ଡ୍ରାଇଭର କେବେ ବି ଭାବିନଥିବ ହଠାତ କୋଟିପତି ବନିଯିବେ। ରାତାରାତି ତାଙ୍କର ଭାଗ୍ୟ ଏମିତି ଚମତ୍କାର ଦେଖାଇଲା ଯେ ଜ୍ୟାକ୍ପଟରେ ୨ ହଜାର କୋଟିରୁ ଅଧିକ ଟଙ୍କା ଜିତି...
ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା – ପ୍ରବଳ ଥଣ୍ଡାରେ ଶିଶୁର ଜ୍ୟାକେଟ ଖୋଲିଲେ ସୁରକ୍ଷାକର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ମହିଳା ହଟହଟା ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ଯୋଗୁଁ ପ୍ରବଳ ଥଣ୍ଡା ସତ୍ତ୍ୱେ ୩ ବର୍ଷ ଶିଶୁର ଜ୍ୟାକେଟ ଖୋଲିବାକୁ ପଡ଼ିଛି। ବିଶ୍ୱନାଥ ଜିଲ୍ଲାରେ...
୫ ମିନିଟର ସକ୍ଷାତକାରକୁ ରାହୁଲ ଦେଲେ ରାଜନୈତିକ ରୂପ – ମନୋହର ପାରିକର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ତାଙ୍କ ସହ ୫ ମିନିଟର ସକ୍ଷାତକାରକୁ ରାହୁଲ ରାଜନୈତିକ ରୂପ ଦେଇଛନ୍ତି ବୋଲି...
ଭାରତରେ କମୁଛି ଦୁର୍ନୀତି, ଆଗରେ ପାକିସ୍ତାନ-ଋଷ-ଚୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁନିଆର ଦୁର୍ନୀତି ଗ୍ରସ୍ତ ଦେଶର ତାଲିକା ପ୍ରକାଶ ପାଇଛି। ଯାହା ହିସାବରେ ଗତ ବର୍ଷମାନଙ୍କ ତୁଳନାରେ ଭାରତର ସ୍ଥିତିରେ ସୁଧାର ଆସିଛି।
୧୮୦ଟି ଦେଶକୁ ନେଇ ଏହି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ...
ମଧୁ କିଶୋରଙ୍କ କଟାକ୍ଷ – “ରାହୁଲ ଗାନ୍ଧି ଦେବେ ‘ଫ୍ରି ସେକ୍ସ’ର ପ୍ରତିଶ୍ରୁତି”
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ହେବିୱେଟ ନେତା ବିଭିନ୍ନ ଟିଭି ଶୋ ଏବଂ ନିର୍ବାଚନୀ ରାଲିରେ ପରସ୍ପର ମଧ୍ୟରେ ଆରୋପ ପତ୍ୟାରୋପ...





















