ଆଜିଠୁ ବିଶ୍ଵ ପୁସ୍ତକ ମେଳା ଆରମ୍ଭ, ଦିବ୍ୟାଙ୍ଗଙ୍କ ପ୍ରତିଭା ସହ ଜଡ଼ିତ ହେବେ ପାଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଜାନୁଆରୀ ୫ରୁ ଆରମ୍ଭ ହୋଇ ଜାନୁଆରୀ ୧୩ରେ ସରିବ।
ଶନିବାରଠାରୁ ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଆରମ୍ଭ ହୋଇଛି। ଚଳିତ ବର୍ଷ ପୁସ୍ତକ ପ୍ରଦର୍ଶନୀର ୨୭ତମ ସଂସ୍କରଣ।...
ଜାମ୍ମୁ-କାଶ୍ମୀରରେ ଗୁଳିବିନିମୟ, ଯବାନଙ୍କ ଉପରେ ସ୍ଥାନୀୟ ଲୋକଙ୍କ ପଥରମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ କାଶ୍ମୀରର ପୁଲୱାମାରେ ପୁଣି ଅସ୍ତ୍ର ବିରତି ଉଲଘଂନ ହୋଇଛି। ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ସୁରକ୍ଷାବଳ ଆତଙ୍କି ଲୁଚିରହିଥିବା ଅଞ୍ଚଳକୁ ସମ୍ପୁର୍ଣ୍ଣ ଘେରି ନେଇଛନ୍ତି। ଅଳ୍ପ...
ଆଜିର ବଡ଼ ଖବର (ଜାନୁଆରୀ ୦୫, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର 'ଆଜିର ବଡ଼ ଖବର'।
ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଛନ୍ତି। ୧୨ଦିନ ବ୍ୟବଧାନରେ...
ଓଡ଼ିଶା ପୂର୍ବରୁ ଛାଡ଼ଖଣ୍ଡରେ ମୋଦିଙ୍କ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୫ରେ ଓଡ଼ିଶା ପୂର୍ବରୁ ଛାଡ଼ଖଣ୍ଡରେ ମୋଦିଙ୍କ ରାଲି ରହିଛି। ଏହି ରାଲିରେ କଳାରଙ୍ଗରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର...
କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ୍ ବେବି – ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ୍ ବେବି। ନିକଟରେ ଏଭଳି ଏକ ବୟାନ ଦେଇ ବିବାଦରେ ଫସିଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି ବିସି ଜି ନାଗେଶ୍ୱର ରାଓ। ସେ କହିଛନ୍ତି, "ଟେଷ୍ଟ୍ ଟ୍ୟୁବ୍...
କେବଳ ରାଜନୀତି ନୁହେଁ ବ୍ୟାଡମିଣ୍ଟନରେ ବି ଦମଦାର ଖେଳାଳି ମମତା, ଭିଡିଓ ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଜି ଜନ୍ମଦିବସ। ସେ ୬୩ ବର୍ଷ ବୟସରେ ପହଞ୍ଚିଛନ୍ତି। ମମତାଙ୍କର କେବଳ ରାଜନୀତି ନୁହେଁ ଖେଳରେ ବ ଅଭିଜ୍ଞତା ରହିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବଳ...
ସଂସଦରେ ପୁଣି ଆଖି ମାରିଲେ ରାହୁଲ, କ୍ୟାମେରାରେ ହେଲା କଏଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ଆଜି ବହୁ ବିବାଦୀୟ ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଗରମାଗରମ ବିତର୍କ ଦେଖିବାକୁ ମିଳିଛି। ଜଣେ ଅନ୍ୟ ଜଣଙ୍କ...
ରାଫେଲକୁ ନେଇ ମହାଭାରତ – ରାହୁଲଙ୍କ ଅଭିଯୋଗର ଜବାବ ରଖିଲେ ନିର୍ମଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ବୋଫର୍ସରେ କଂଗ୍ରେସ ସରକାରର ପତନ ଘଟିଥିଲା, କିନ୍ତୁ ରାଫେଲ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାକୁ ସୁଯୋଗ ଦେବ - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ଲୋକସଭାରେ ରାଫେଲ ଡିଲକୁ ନେଇ ଆରୋପ...
ସିଡନୀ ଟେଷ୍ଟରେ ଭାରତର ରାଜ୍, ନିଜ ନାଁରେ ରେକର୍ଡ କଲେ ପୂଜାରା ଓ ପନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଡନୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତର ନିଜ ସ୍ଥିତି ମଜୁବତ କରିନେଇଛି। ଚେତେଶ୍ଵର ପୂଜାରା ଓ ଋଷଭ ପନ୍ତଙ୍କ ଦମଦାର ଶତକ ସହ ରବୀନ୍ଦ୍ର ଜାଡ଼େଜାଙ୍କ...
ପରଦାରେ ଦେଖିବେ ନରେନ୍ଦ୍ର ମୋଦିଙ୍କ ଜୀବନୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ପରଦାରେ ଖୁବଶୀଘ୍ର ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ।
ନିକଟରେ 'ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର' ଟ୍ରେଲର୍କୁ ନେଇ ବିବାଦରେ ଛନ୍ଦି ହୋଇଥିବା ଏବେ ଆଉ ଏକ ରାଜନୈତିକ...





















