ଟ୍ରିପଲ ତଲାକ୍ ଉପରେ ଆଜି ଲୋକସଭାରେ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଟ୍ରିପଲ ତଲାକ୍ ବିଲ ଉପରେ ଲୋକସଭାରେ ଆଲୋଚନା ହୋଇପାରେ। ଏହାକୁ ପାରିତ କରିବା ଲାଗି ପୂର୍ବରୁ ଅନେକ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି ମଧ୍ୟ ଏହି ବିଲ ପାରିତ...
ନୂଆବର୍ଷରେ ୬ ଟଙ୍କା ଯାଏଁ ଶସ୍ତା ହେବ ତେଲ ଦର!
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ଜୁଲାଇ ମାସ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୫୦ ଡଲାରରୁ ତଳକୁ ଖସି ଆସିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବା ସ୍ପଷ୍ଟ।...
ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ମୟଙ୍କ – ୭୬ ରନ୍ କରି ୭୧ ବର୍ଷର ଭାଙ୍ଗିଲେ ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆରେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ମୟଙ୍କ।
ମେଲବର୍ଣ୍ଣରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଇତିହାସ ରଚିଛନ୍ତି ମୟଙ୍କ...
ରାହୁଲଙ୍କୁ ଶକ୍ତ ଝଟ୍କା – କେସିଆର୍ଙ୍କ ସହ ହାତ ମିଳାଇବେ ଅଖିଳେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲଙ୍କ ବିଜେପି ବିରୋଧୀ ମହାମେଣ୍ଟକୁ ଝଟ୍କା ଦେଲେ ଅଖିଳେଶ ଯାଦବ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ...
ଅନ୍ତର୍ଜାତୀୟ ଗଲ୍ଫ ଖେଳାଳି ରାନ୍ଧାୱା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ଗଲ୍ଫ ଖେଳାଳି ଜ୍ୟୋତି ରାନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଳରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ପୋଲିସ କହିବାନୁଯାୟୀ, ରାନ୍ଧାୱା ଏବଂ ତାଙ୍କ ସାଥି...
୨୦୧୯ ପାଇଁ ଘର ସଜାଡ଼ିଲା ବିଜେପି, ୧୮ ରାଜ୍ୟର ପ୍ରଭାରୀ ତାଲିକା ପ୍ରକାଶ କଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ପାଗ ଭିଡ଼ିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।
୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ଚିନ୍ତାରେ ପକାଇ ଦେଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ହାତରୁ...
ଆଇଏସ୍ଆଇଏସ୍ ସହଯୋଗୀ ସଂଗଠନର ପର୍ଦ୍ଦାଫାଶ – ଟାର୍ଗଟେରେ ଥିଲା ଆର୍ଏସ୍ଏସ୍ କାର୍ଯ୍ୟାଳୟ ଓ ଦିଲ୍ଲୀ ପୋଲିସ ହେଡକ୍ୱାର୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନ୍ଆଇଏର ଚଢ଼ାଉରେ ଆଇଏସ୍ଆଇଏସ୍ ସହଯୋଗୀ ସଂଗଠନର ପର୍ଦ୍ଦାଫାଶ। ଆତଙ୍କବାଦୀଙ୍କ ଟାର୍ଗଟେରେ ଥିଲା ଆର୍ଏସ୍ଏସ୍ ମୁଖ୍ୟ କାର୍ଯ୍ୟାଳୟ ଓ ଦିଲ୍ଲୀ ପୋଲିସ ହେଡକ୍ୱାର୍ଟର।
ବୁଧବାର ଉତ୍ତର ପ୍ରଦେଶ ଓ ଦିଲ୍ଲୀର ୧୬ଟି ସ୍ଥାନରେ ରାଷ୍ଟ୍ରୀୟ...
ବ୍ୟାଙ୍କ କାରବାର ଠପ୍, ଦିନିକିଆ ଆନ୍ଦୋଳନରେ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ଦରମା ସଂଶୋଧନ, ବ୍ୟାଙ୍କ ମିଶ୍ରଣ, ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ କରିବା ଦାବିରେ ବ୍ୟାଙ୍କ କର୍ମଚାରୀମାନେ ବୁଧବାର ଦିନ ସାରା ଦେଶ...
୨୦୧୮ର ବଲିଉଡ ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ପାଇଁ ୨୦୧୮ ବର୍ଷ ବେଶ୍ ବିବାଦୀୟ ଥିଲା। ଅନେକ ବିବାଦ ଭିତରେ ବଲିଉଡ ଘେରି ହୋଇ ରହିଥିଲା। କିଏ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ତ କିଏ ଜେଲରେ ବିତାଇଥିଲେ...
୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ କହିବା କଷ୍ଟକର: ରାମଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ରାମଦେବ। କହିଲେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା କହିବା କଷ୍ଟକର।
୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଭାବେ ସମର୍ଥନ...




















