National

ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୧୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଜାନୁଆରୀ ୮ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା କେନ୍ଦ୍ର ସଂସଦୀୟ...

ଦୀପିକାଙ୍କ ହାତ ଧରିଲେ ରଣବୀର – କୋଙ୍କଣୀ ରୀତିନୀତିରେ ଇଟାଲୀରେ ହେଲା ବାହାଘର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନଭେମ୍ବର ୨୧ରେ ବେଙ୍ଗାଳୁରୁ ଏବଂ ୨୮ରେ ମୁମ୍ବାଇରେ ହେବ ରିସେପ୍‌ସନ୍ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଦୀପିକା ପାଦୁକୋନଙ୍କ ହାତ ଧରିଛନ୍ତି ବଲିଉଡ ଷ୍ଟାର ରଣବୀର। ଇଟାଲୀର ଲେକ୍ କୋମୋସ୍ଥିତ ଡେଲ୍...

ପାକିସ୍ତାନକୁ ଆଫ୍ରିଦିଙ୍କ ପରାମର୍ଶ – ନିଜକୁ ସମ୍ଭାଳି ପାରୁନ, କାଶ୍ମୀର କ’ଣ ସମ୍ଭାଳିବ?

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ପୁଣି ଚର୍ଚ୍ଚାରେ।  ସୋସିଆଲ ମିଡିଆରେ ସାହିଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ...

ନିର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ  https://eci.gov.in ଉନ୍ମୋଚନ କରିଛନ୍ତି। ଏହି ନୂଆ ୱେବସାଇଟକୁ ସହଜରେ ବ୍ୟବହାର କରାଯାଇପାରିବ। ଏହି ୱେବସାଇଟ ମାଧ୍ୟମରେ ନିର୍ବାଚନ କମିଶନଙ୍କ...

ଶ୍ରୀହରିକୋଟାରୁ ଜିସାଟ-୨୯ର ସଫଳ ଉତ୍‌କ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଜିସାଟ-୨୯ ଉତ୍‌କ୍ଷେପଣ କରାଯାଇଛି। ଏହି ଜିସାଟ-୨୯ ବୁଧବାର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଏହି ଉପଗ୍ରହ ଜରିଆରେ ସୀମାନ୍ତ ଅଞ୍ଚଳର ତଥ୍ୟ ସହଜରେ ପାଇହେବ।...

ଯୁବତୀକୁ ପାଇବା ପାଇଁ ପେଚା ବଳି, ମରିଗଲେ ବାପା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଗୁଣି ଗାରେଡ଼ି ଉପରେ ଆଜି ବି ଲୋକେ ବିଶ୍ୱାସ କରୁଛନ୍ତି। କେତେବେଳେ କିଏ ପିଲାବଳି ଦେଲାଣି ତ ଆଉ...

ଛତିଶଗଡ଼ରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ପୋରଣ – ୬ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର-ଭୋପାଳପଟନମ୍‌ ରାସ୍ତାରେ ପୁଣିଥରେ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣ ହୋଇଛି। ବୁଧବାର ସକାଳେ ହୋଇଥିବା ଏହି ଲ୍ୟାଣ୍ଡମାଇନ୍‌ ଫୁଟିବାରୁ ୬ ଜଣ ଆହତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା...

ଆଜି ବିଶ୍ୱ ମଧୁମେହ ଦିବସ, ଦ୍ୱିତୀୟ ସ୍ଥାନରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱ ମଧୁମେହ ଦିବସ। ଚଳିତବର୍ଷର ବିଷୟବସ୍ତୁ ରହିଛି 'ପରିବାର ଓ ମଧୁମେହ'। ସାରା ବିଶ୍ୱରେ ୪ ଶହ ମିଲିୟନ ମଧୁମେହ ରୋଗୀ ଅଛନ୍ତି। ମଧୁମେହ ରୋଗୀ ତାଲିକାରେ ଭାରତ ଦ୍ୱିତୀୟ...

ମହିଳାଙ୍କ ପେଟରେ ଦେଢ଼ କେଜି ଲୁହା, ଡାକ୍ତର ଦେଲେ ନୂଆ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାନସିକ ବିକାରଗ୍ରସ୍ତ ଜଣେ ମହିଳାଙ୍କ ପେଟରୁ  ଦେଢ଼ କେଜି ଓଜନର ଲୁହାକଣ୍ଟା ବାହାର କରାଯାଇଛି। ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ ପ୍ରାୟ ଦେଢ କିଲୋ ସୁନା ଏବଂ ଲୁହାକଣ୍ଟା ଗିଳିବା ପରେ ମହିଳାଜଣଙ୍କ...

ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କର ବୁଧବାର ୧୨୯ତମ ଜୟନ୍ତୀ ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ପାର୍ଟି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉଭୟ...