ଜାଣନ୍ତୁ କାହା ସହ ଥିଲା ପୂଜା ହେଗ୍ଡେଙ୍କ ଆଫେଆର୍?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ମହେଞ୍ଜୋଦାରୋ’ ଫେମ୍ ହିରୋଇନ୍ ପୂଜା ହେଗ୍ଡେ ଏବେ ‘ହାଉସଫୁଲ୍-୪’ ଜରିଆରେ ବଲିଉଡକୁ ପୁଣି ଫେରୁଛନ୍ତି। ଆସନ୍ତୁ ନଜର ପକାଇବା ପୂଜାଙ୍କ ଆଫେଆର୍ ଉପରେ…
ପୂଜା ହେଗ୍ଡେ ବଲିଉଡର ଜଣେ ଟପ୍ ହିରୋଇନ୍...
ଅମୃତସରରେ ମାଡ଼ିଗଲା ଟ୍ରେନ – ଡିଆରଏମ୍ କହିଲେ, “ଦୁର୍ଘଟଣା ପାଇଁ ରେଳ ବିଭାଗ ଦାୟୀ ନୁହେଁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମୃତସରରେ ୬୦ ଲୋକଙ୍କ ମୃତ୍ୟୁ ପାଇଁ ରେଳବିଭାଗ ଦାୟୀ ନୁହେଁ ବୋଲି ସଫାସଫା ମନା କରିଦେଇଛନ୍ତି ଫିରୋଜପୁର ଡିଆରଏମ୍। ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।
ବିଜୟାଦଶମୀରେ...
ମିଛ ରାବଣର ସତ ମୃତ୍ୟୁ-୮ ମାସର ଛୁଆ ହେଲା ବାପା ଛେଉଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଜିଥିଲା ସେ ନକଲି ରାବଣ ହେଲେ ସେ କ'ଣ ଜାଣିଥିଲା ସତରେ ତା'ର ମୃତ୍ୟୁ ଘଟିବ! ଏମିତି ଦୁଃଖଦ ଘଟଣା ଘଟିଛି ପଞ୍ଜାବର ଅମୃତସରରେ।
ଆତସବାଜିରେ ଚତୁର୍ଦିଗ ହେଉଥିଲା ପ୍ରକମ୍ପିତ। ଅସତ୍ୟ ଉପରେ...
ଅମୃତସର ଟ୍ରେନ ଟ୍ରାଜେଡି, ଚାଲିଗଲା ୬୦ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟାଦଶମୀ ଭଳି ଖୁସିର ଅବସରରେ ଅମୃତସରରେ ଖେଳିଯାଇଛି ଦୁଃଖର ଲହରୀ । ଟ୍ରେନ ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି।
ପଞ୍ଜାବର ଅମୃତସରରେ ଘଟିଯାଇଛି ଅଭାବନୀୟ କାଣ୍ଡ। ଶୁକ୍ରବାର ରାତିରେ ଅମୃତସରରେ ବିଜୟାଦଶମୀ...
ଏବେ ବାହାଘରକୁ ନା କହିଲେ ରଣବୀର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ମସ୍ତାନୀଙ୍କ ସହ ବିବାହ ତାରିଖକୁ ଘୁଞ୍ଚାଇଲେ ବାଜିରାଓ। କହିଲେ, ଏବେ ବିବାହ ନାହିଁ। ପ୍ରଥମେ କ୍ୟାରିଅର ଉପରେ ଫୋକସ୍।
ବଲିଉଡରେ ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିବା...
ଓଡ଼ିଶା ବାହାରେ ଦୁର୍ଗା ପୂଜାର ଧୁମ୍ – ନିଆରା ଢଙ୍ଗରେ ମା’ଙ୍କୁ ପୂଜିଥାନ୍ତି ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା' ଦୁର୍ଗାଙ୍କ ପୂଜା ଧୁମ୍ଧାମ୍ରେ ପାଳନ କରାଯାଇଥାଏ।
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଚାରି ଦିଗ ମହମହ ବାସି ଉଠୁଛି। କାରଣ ଧରାପୃଷ୍ଠକୁ ଓହ୍ଲାଇଛନ୍ତି...
ରାମ ମନ୍ଦିର ପାଇଁ ସରକାର ଆଣନ୍ତୁ ଆଇନ: ମୋହନ ଭାଗବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ଆସିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ତେଜିଲା। ଏନେଇ ଆଜି ବଡ଼ ବୟାନ ଦେଇଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ...
‘ମି ଠୁ’ ଜାଲରେ ବଲିଉଡର ଦବଙ୍ଗ ଖାନ୍ ସଲମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନ ଖାନ୍ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଅଭିଯୋଗ ଆଣିଲେ ପୂଜା ମିଶ୍ରା।
'ମି ଠୁ' ଆନ୍ଦୋଳନ ଏବେ ସାରା ଦେଶରେ ଜୋର୍ ଧରିଛି। ଏହି ଆନ୍ଦୋଳନର ଶିକାର ହେଉଛନ୍ତି ଜଣେ ଜଣେ...
ଆରପାରିରେ ଏନ୍ ଡି ତିୱାରୀ – ଜନ୍ମଦିନରେ ଶେଷ ନିଶ୍ୱାସ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଡି ତିୱାରୀଙ୍କର ଆଜି ଦେହାନ୍ତ ଘଟିଛି। ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ସେ ନିଶ୍ୱାସ ଛାଡ଼ିଛନ୍ତି। ସବୁଠୁ ବଡ଼ କଥା ହେଉଛି...
ମଧ୍ୟପ୍ରଦେଶରେ ରାଜଧାନୀ ଏକ୍ସପ୍ରେସକୁ ପିଟିଲା ଟ୍ରକ, ୨ ବଗି ଲାଇନଚ୍ୟୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେବୁଲ୍ କ୍ରସିଂ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରର ପ୍ରାଣଗଲା।
ମଧ୍ୟପ୍ରଦେଶର ଥାନ୍ଦଲା ଷ୍ଟେସନରୁ ଅଳ୍ପ ଦୂରରେ ଥିବା ଲେବୁଲ୍ କ୍ରସିଂରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା...





















