National

କୋର୍ଟ ଗଲେ ଏମ୍ ଜେ ଆକବର, ପ୍ରିୟା ରମଣୀଙ୍କ ବିରୋଧରେ ରୁଜୁ କଲେ ମାନହାନି ମକଦ୍ଦମା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବର ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଆଣିଛନ୍ତି ଫୌଜଦାରୀ ମାନହାନି ମକଦ୍ଦମା। ଦିନକୁ ଦିନ ଜଟିଳ ହେଉଛି 'ମି ଠୁ' ଆନ୍ଦୋଳନ। କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ...

ମଧ୍ୟପ୍ରଦେଶରେ ଜମୁଛି ପ୍ରଚାର, ଶକ୍ତିପୀଠରେ ରାହୁଲ ଗାନ୍ଧିଙ୍କ ପୂଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶର ବିକାଶ ପାଇଁ ମା' ପୀତାମ୍ବରାଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ଗାନ୍ଧି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। ମଧ୍ୟପ୍ରଦେଶକୁ କବ୍‌ଜା କରିବା...

ରେକର୍ଡ ପାଇଁ ପ୍ରସ୍ତୁତ କଲେ ୩,୦୦୦ କେଜି ଖେଚୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଗପୁରର ଜଣେ ରୋଷେୟା ବିଶ୍ୱ ରେକର୍ଡ ପାଇଁ ୩ ହଜାର କେଜିର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି। ବିଶ୍ୱ ରେକର୍ଡ ନିଶାରେ ଜଣେ ବ୍ୟକ୍ତି ରବିବାର ଦିନ ୩ ହଜାର କିଲୋଗ୍ରାମର ଖେଚୁଡ଼ି ପ୍ରସ୍ତୁତ...

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦଶହରାରେ ରାଜ୍ୟ ସରକାର ୨ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା। ରାଜ୍ୟ ସରକାର ସୋମବାର ସରକାରୀ କର୍ମଚାରୀମାନଙ୍କ ପାଇଁ ଦଶହରା ଭେଟି ଘୋଷଣା କରିଛନ୍ତି। ସୋମବାର...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଏମ୍.ଜେ ଆକବର

ଓଡ଼ିଶାଲାଇଭ ବ୍ୟୁରୋ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ ଆକବର ତାଙ୍କ ଉପରେ ଆସିଥିବା ଯୌନ ଶୋଷଣର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘ମି ଠୁ’ ଆନ୍ଦୋଳନ ଏବେ ସାରା ଭାରତରେ ଅଲଗା ରୂପ ନେବାକୁ ଲାଗିଲାଣି। ଏହା ମାଧ୍ୟମରେ...

ବିମାନରୁ ଖସି ଏୟାର ହଷ୍ଟେସ୍ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ସୋମବାର ସକାଳେ ଜଣେ ୫୩ ବର୍ଷୀୟ ଏୟାର ହଷ୍ଟେସ୍ ବିମାନରୁ ଖସି ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମବାର ସକାଳେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ୫୩ ବର୍ଷୀୟ ଏୟାର...

ରାଫେଲ୍ ସ୍କାମକୁ ନେଇ ଗାଁକୁ ଯିବ କଂଗ୍ରେସ – ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ "୨୦୧୯ ପୂର୍ବରୁ ରାଫେଲ୍ ସ୍କାମକୁ ବଡ଼ ପ୍ରସଙ୍ଗ କରିଛି କଂଗ୍ରେସ। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଭାରତର ବିଭିନ୍ନ ଗାଁକୁ ଯିବ", ବେଙ୍ଗାଳୁରୁରେ ଏହି ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ...

ରାଜସ୍ଥାନରେ ଜିକା ଭାଇରସ୍ ଆତଙ୍କ, ୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଜିକା ଭାଇରସ୍‌କୁ ନେଇ ଭୟ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ ଗର୍ଭବତୀ ସ୍ୱାସ୍ଥ୍ୟ ବିଭାଗ କରୁଛି ସଚେତନ ରାଜସ୍ଥାନର ଜୟପୁରରେ ଜିକା ଭାଇରସ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ...

କେବିସିରେ ନବୀନ – କହିଲେ, “ହକି ହେଉଛି ଓଡ଼ିଶାର ପ୍ରାଣ”

ଓଡ଼ିଶାଲାଇଭ୍ ବ୍ୟୁରୋ କେବିସିରେ ନଜର ଆସିଲେ ନବୀନ ପଟ୍ଟନାୟକ। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। “ହକି କେବଳ ଓଡ଼ିଶାର ନୁହେଁ, ସାରା ଦେଶର ଲୋକପ୍ରିୟ ଖେଳ। ହକିକୁ ଓଡ଼ିଶାବାସୀ...

ମୋଦିଙ୍କୁ ହତ୍ୟା ଧମକ –  ଚିନ୍ତାରେ ଦିଲ୍ଲୀ ପୋଲିସ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ପୋଲିସ କମିଶନରଙ୍କ ଇ-ମେଲ ମାଧ୍ୟମରେ ଶନିବାର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଏବେ ବିପଦରେ। କେହି ଜଣେ ଅଜଣା ବ୍ୟକ୍ତି ଶନିବାର ଇ-ମେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ...